ଖୋର୍ଦ୍ଧା, ୨୯/୩ : ସାଧାରଣ ନିର୍ବାଚନ ବେଳେ ବଡ଼ ଧରଣର ଗଣ୍ଡଗୋଳ ପାଇଁ ହୋଇଥିଲା ଯୋଜନା! ରାଜ୍ୟର ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀରେ ବୋମା ପକାଇବା ପାଇଁ ପ୍ଲାନ୍ କରାଯାଇଥିଲା।ସେଥିପାଇଁ ବୋମା ତିଆରି କରିବାକୁ ଅଡର ମଧ୍ୟ ଦିଆଯାଇଥିଲା। ଆଉ ବୋମା ତିଆରି ପାଇଁ ବାରୁଦ କିଣା ହୋଇ ଷ୍ଟକ ରଖା ଯାଇଥିଲା।ହେଲେ ସବୁ ଯୋଜନାରେ ଫସର ଫାଟିଗଲା। ଖୋର୍ଦ୍ଧା ଜଟଣୀ ଅଞ୍ଚଳରେ ଏକ ବାଣ ଗୋଦାମରେ ଚଢ଼ଉ ବେଳେ ୪୦ କେଜି ବିସ୍ଫୋରକ ଜବତ ସହିତ ଏଭଳି କିଛି […]Continue Reading
NEW DELHI, MAR 29: Delhi Chief Minister Arvind Kejriwal’s wife Sunita launched a WhatsApp campaign on Friday, urging people to support her husband, who is in the ED’s custody in an excise policy-linked money-laundering case. In a digital media briefing, Sunita Kejriwal said her husband has challenged the “most corrupt and dictatorial forces” in the Continue Reading
ଭୁବନେଶ୍ବର, ୨୯/୩: ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂହ ଭୋଇ ଆଜି ବିଜେଡିରେ ମିଶିଛନ୍ତି। ଶଙ୍ଖ ଭବନରେ ହୋଇଥିବା ମିଶ୍ରଣ ପର୍ବରେ ତାଙ୍କ ସହିତ ୧୨ ଜଣ ସରପଞ୍ଚ, ୧୩ ଜଣ ସମିତି ସଭ୍ୟ ଓ ବହୁ କର୍ମୀ ବିଜେଡିରେ ଯୋଗ ଦେଇଥିଲେ।ସୁରେନ୍ଦ୍ର ସିଂହ ଭୋଇ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ କଂଗ୍ରେସ ଟିକେଟରେ ଦୁଇ ଥର ସଇଁତଳା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ଥରେ ଟିଟିଲାଗଡ଼ରୁ ନିର୍ବାଚିତ […]Continue Reading
ଭୁବନେଶ୍ବର, ୨୯/୩ : ମାର୍ଚ୍ଚ ଶେଷ ସପ୍ତାହରୁ ଆରମ୍ଭ ହୋଇଗଲାଣି ଟାଣ ଖରା। ସକାଳ ୧୦ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଆଗକୁ ଆହୁରି ତାପମାତ୍ରା ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।ତେବେ ଆଜି ସକାଳ ସାଢ଼େ ୧୧ଟା ସୁଦ୍ଧା ଚାନ୍ଦବାଲିରେ ତାପମାତ୍ରା ୩୬ ଡିଗ୍ରୀ ପାର କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।ପାଣିପାଗ କେନ୍ଦ୍ରର ଟ୍ୱିଟ୍ ଅନୁସାରେ, ଦିନ ସାଢ଼େ ୧୧ଟା Continue Reading
NEW DELHI, MAR 29 : Prime Minister Narendra Modi told Microsoft co-founder Bill Gates about the dangers associated with Artificial Intelligence (AI) and said people can misuse the technology if they are not given proper training. He also said if people used AI as a magic tool, it would lead to “grave injustice”. In a […]Continue Reading
ନାରାୟଣପାଟଣା, ୨୯/୩: ଜ୍ୱାଇଁର ଛୁରାମାଡ଼ରେରେ ଶଶୁରଙ୍କ ଜୀବନ ଗଲା। ଜ୍ୱାଇଁ ସାତୁ ପ୍ରାସ୍କା ଶଶୁର ରାମଚନ୍ଦ୍ର ଉଲ୍ଲାକାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗତକାଲି ରାତିରେ। ନାରାୟଣପାଟଣା ବ୍ଳକ ବାସନାପୁଟ ଗାଁରେ ଘଟିଛି ଏହି ଘଟଣା।ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏଣେ ରାମଚନ୍ଦ୍ର ଉଲ୍ଲାକା ନିଜ ଆଠ ମାସର ଗର୍ଭବତୀ ଝିଅକୁ ଡାକ୍ତରଖାନାରେ ଚିକିତ୍ସା Continue Reading
LUCKNOW, MAR 29 : Mukhtar Ansari was subjected to slow poisoning in jail, Umar Ansari, the son of the gangster-turned-politician who died of cardiac arrest at a hospital in Uttar Pradesh’s Banda, alleged early Friday. The charge has been denied by authorities. Mukhtar Ansari was brought to the Rani Durgavati Medical College in Banda from […]Continue Reading
Former BJD MP Siddhant Mohapatra, noted litterateur Damayanti Besra also join saffron party By Shrikant Panda Bhubaneswar, March 28: As anticipated, six-time MP Bhartruhari Mahtab on Thursday joined Bharatiya Janata Party (BJP) at the party headquarters in New Delhi in the presence of BJP national vice president Baijayant Jay Panda, Union minister Dharmendra Pradhan, Continue Reading
By Chitta Ranjan Beura Angul / Bhubaneswar,March 28 : NALCO has launched a new product AL-59 in the form of Aluminium Alloy Ingot. AL59 has come into foray primarily in producing Conductors for Electrical Transmission and Distribution especially after the launch of Revamped Distribution Sector Scheme (RDSS) of Govt. Of India. This alloy will provide […]Continue Reading
ଭୁବନେଶ୍ବର, ୨୮/୩: ଆଜି ରାଜ୍ୟର ୫ଟି ସହରର ତାପମାତ୍ରା ୩୯ ଡିଗ୍ରି ଉପରେ ରହିଛି। ସେହିପରି ୧୩ଟି ସହରରେ ପାରା ୩୮ ଡିଗ୍ରି ଉପରେ ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଏହି ସୂଚନା ଦିଆଯାଇଛି।ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପାରଳାଖେମୁଣ୍ଡିରେ ଆଜି ସର୍ବାଧିକ ତାପମାତ୍ରା ୩୯.୮ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି ବୌଦ୍ଧରେ ୩୯.୫, ନୟାଗଡ଼ରେ ୩୯.୨, ଟିଟିଲାଗଡ଼ରେ ୩୯.୨ ଓ ଭବାନୀପାଟଣାରେ ପାରା ୩୯ Continue Reading




