Home Articles posted by odadmin (Page 916)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩୦/୩ : ସାଧାରଣ ନିର୍ବାଚନକୁ ନେଇ ବିଗୁଲ ବାଜି ସାରିଥିବା ବେଳେ ରାଜନୈତିକ ଦଳ ଗୁଡିକ ସେମାନଙ୍କ ରଣନିତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ରାଜ୍ୟରେ କ୍ଷମତାସୀନ ଥିବା ବିଜୁ ଜନତାଦଳ ଆଜି ତାର ପ୍ରଥମ ପର୍ଯ୍ୟୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିର ପୁଣି ବୌଦ୍ଧ ନିର୍ବାଚନ ମଣ୍ଡଳି ପାଇଁ ପ୍ରଦିପ କୁମାର ଅମାତ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳି ପାଇଁ ମହିଧର ରଣାଙ୍କ ନାମ ଦଳ ପକ୍ଷରୁ ଘୋଷଣା କରାଯାଇଛି […]Continue Reading
National News
NEW DELHI, MAR 30: The Enforcement Directorate (ED) has filed its first chargesheet in connection with a money-laundering probe linked to alleged irregularities in the Delhi Jal Board (DJB), official sources said on Saturday. The prosecution complaint was filed by the federal agency before a special Prevention of Money Laundering Act (PMLA) court in Delhi […]Continue Reading
Odisha News
ଭୁବନେଶ୍ୱର,୩୦/୩: ଓଡ଼ିଆ ସିନେ ଜଗତର ୪ ହିରୋ ବିଜେଡି ଛାଡି ଦେଇଛନ୍ତି। ସେମାନେ ହେଲେ ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଆକାଶ ଦାସ ନାୟକ ଓ ଅରିନ୍ଦମ ରାୟ। ଏମାନଙ୍କ ମଧ୍ୟରୁ ଦୁଇ ଜଣ ଭାଜପାରେ ଯୋଗ ଦେଇ ସାରିଥିବା ବେଳେ ଆଉ ଦୁଇ ଜଣ ଆଜି ଦଳରୁ ଇସ୍ତଫା ଦେଇଛନ୍ତି।ଅରିନ୍ଦମ ରାୟ ମାର୍ଚ୍ଚ ୧୫ ତାରିଖରେ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିବା ବେଳେ ଦୁଇ ଦିନ ତଳେ ସିଦ୍ଧାନ୍ତ ମହାପାତ୍ର ବିଜେଡି ଛାଡି ଭାଜପାରେ […]Continue Reading
National News
NEW DELHI, MAR 30: President Droupadi Murmu on Saturday conferred Bharat Ratna, the country’s highest civilian honour, on former Prime Ministers P V Narasimha Rao and Chaudhary Charan Singh, agriculture scientist M S Swaminathan and two-time former Bihar chief minister Karpoori Thakur, posthumously at a ceremony held at the Rashtrapati Bhavan here. The awards to […]Continue Reading
Odisha News
ଭୁବନେଶ୍ୱର,୩୦/୩: କଂଗ୍ରେସରୁ ଇସ୍ତଫା ଦେଲେ ଚିରଞ୍ଜୀବ ବିଶ୍ୱାଳ। ଆଜି ସେ ତାଙ୍କ ଇସ୍ତଫାପତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି।ସେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବା ସେଥିରେ ଉଲ୍ଲେଖ କରିଛନ୍ତି।୨୦୧୪ରେ ଜଗତସିଂହପୁରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଚିରଞ୍ଜୀବ। ୨୦୧୯ରେ ସେ ଏହି ଆସନରୁ କଂଗ୍ରେସ ଟିକେଟରେ ଲଢ଼ିଥିଲେ।କିନ୍ତୁ ହାରି ଯାଇଥିଲେ। ୨୦୦୯ରେ ମଧ୍ୟ ସେ ଏହି ଆସନରୁ କଂଗ୍ରେସ ଟିକେଟରେ ଲଢ଼ି Continue Reading
Odisha News
ଭୁବନେଶ୍ୱର,୩୦/୩: ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ବିଜେଡି ପାଇଁ ଅଡୁଆ ସାଜିଛି। ଦଳର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ସମ୍ଭାବ୍ୟ ଏମ୍ପି ପ୍ରାର୍ଥୀ କରି ୬ ମାସ ଆଗରୁ ନିର୍ବାଚନମଣ୍ଡଳୀ ବୁଲାଇବା, ଦଳର ସ୍ଥାନୀୟ ନେତାମାନଙ୍କ ସହ ପରାମର୍ଶ କରିଥିଲେ ମଧ୍ୟ ହଠାତ୍ ମନ୍ମଥ ରାଉତରାୟଙ୍କୁ ଦଳରେ ମିଶାଇ ଟିକେଟ ଦେବା ସମସ୍ତଙ୍କୁ ଚକିତ କରିଛି। ଆଉ ଏମ୍ପି ପ୍ରାର୍ଥୀ ଲିଷ୍ଟ ଘୋଷଣା ହେବା ପରେ ଶ୍ରୀମୟୀ ସମ୍ପୂର୍ଣ୍ଣ ନିଖୋଜ ହୋଇଯାଇଛନ୍ତି।ତାଙ୍କ ମୋବାଇଲ ଫୋନ ବନ୍ଦ Continue Reading
Odisha News
ଭୁବନେଶ୍ୱର,୩୦/୩: ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେଡି ଛାଡିଛନ୍ତି। ସେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି।ଦଳରେ ନିରନ୍ତର ଅବହେଳା ଅଭିଯୋଗ କରି ସେ ଇସ୍ତଫା ଦେଇଥିବା ଜଣାପଡିଛି। ପ୍ରିୟଦର୍ଶୀ ମିଶ୍ର ହେଉଛନ୍ତି ପୂର୍ବତନ ଏମ୍ପି ପ୍ରସନ୍ନ ପାଟ୍ଟଶାଣୀଙ୍କ ଜ୍ୱାଇଁ। ଉତ୍ତର ଭୁବନେଶ୍ୱରରୁ ଟିକେଟ ପାଇଁ ପ୍ରିୟଦର୍ଶୀ ଆଶାୟୀ ଥିଲେ। ଇସ୍ତଫା ପରେ ପ୍ରିୟଦର୍ଶୀ ପ୍ରତିକ୍ରିୟା ଦେଇ କହିଛନ୍ତି, Continue Reading
Odisha News
ଭୁବନେଶ୍ବର, ୨୯/୩: ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ୫ଟି ସହରରେ ତାପମାତ୍ରା ୪୦ ଡ଼ିଗ୍ରି ଛୁଇଁଛି। ଟିଟଲାଗଡ଼, ବଲାଙ୍ଗୀର, ବୌଦ୍ଧ, ଭବାନୀପାଟଣା ଏବଂ ନୟାଗଡ଼ରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍ ଅନୁସାରେ ପାରାଦୀପ, ଗୋପାଳପୁର ଓ ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ ସବୁ ବଡ଼ ସହରର ତାପମାତ୍ରା ୪୫ ଡିଗ୍ରି ଉପରେ ରେକର୍ଡ Continue Reading
Top Stories
BY  AKSHYA ROUT  Jajpur, MAR 29: The Dharmasala police here organised a two-day Holi festival, which is popularly called as Munsi Melan which was ended on Friday . “Since 1877, the police have been organising the festival of colour with mirth and merriment in Dharmasala. Gopinath Parija, popularly known as Daroga Munshi of Dharmasala, had […]Continue Reading