କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୦/୪: ପବିତ୍ର ଶ୍ରୀରାମ ନବମୀ ଅବସରରେ ଆଜି ବୌଦ୍ଧଜିଲ୍ଲାରେ ବିଭିନ୍ନ ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସହରର ବୁଟୁପାଲି ଠାରୁ ଶ୍ରୀରାମଙ୍କ ବେଶରେ କୁନିକୁନି ଶିଶୁ ବାହାରିବା ସହିତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।ସେହିପରି ଅନ୍ୟାନ ବେଶ ସହ ନାମ ସଂକିର୍ତନ, ଜୟ ଶ୍ରୀରାମ Continue Reading
ଝାରସୁଗୁଡ଼ା,୧୯/୪ : ମହାନଦୀରେ ବୁଡ଼ିଲା ଡଙ୍ଗା। ୬ ଜଣଙ୍କର ମିଳୁନି ପତ୍ତା। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଶରଧା ନିକଟ ଘଟିଛି ଏହି ଘଟଣା।ଡଙ୍ଗାରେ ପ୍ରାୟ ୫୦ ଜଣ ଥିଲେ। ସେମାନେ ବରଗଡ଼ ବାଞ୍ଜିପାଲିରୁ ଯାଉଥିଲେ। ଡଙ୍ଗାରେ ଥିବା ୪୦ରୁ ଅଧିକ ଲୋକଙ୍କୁ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଥିଲେ।Continue Reading
NEW DELHI,APR 19: Accusing the Enforcement Directorate of being “petty” and “politicising” what he ate in jail, Delhi Chief Minister Arvind Kejriwal on Friday asserted before a court that the food he consumed was in conformity with the diet chart prepared by his doctor. The ED had on Thursday claimed before the court that Kejriwal […]Continue Reading
ବରଗଡ଼,୧୯/୪: ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା ଜବତ କରିଛି।ସମ୍ପୃକ୍ତ ଯୁବକଦ୍ୱୟ ହେଲେ ବରଗଡ଼ ଜିଲା ଝାରବନ୍ଧ ଥାନା ବଲାଙ୍ଗୀର ଗ୍ରାମରର ମିତ୍ରଭାନୁ ସାହୁ ଓ ମନୋଜ କୁମାର ସାହୁ।ଥାନାରେ ସେମାନଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ନିର୍ବାଚନ ପୂର୍ବରୁ ଏତେ ଟଙ୍କା କାହାପାଖରୁ ଆଣି କେଉଁଠିକୁ ନେଉଥିଲେ, ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି।Continue Reading
ଭୁବନେଶ୍ୱର,୧୯/୪: ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅଞ୍ଚଳର ଶାନ୍ତି ଗେଷ୍ଟ ହାଉସରୁ ସନ୍ଦେହଜନକ ଅବସ୍ଥାରେ ଜଣେ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ। ସେ ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ହୋଇଥିବା ଜଣାପଡ଼ିଛି। ଘର ଫୁଲବାଣୀ ସଦର ଥାନା ଲେଙ୍ଗର ସାହି ଅଞ୍ଚଳରେ।ସେ ମଙ୍ଗଳବାର ଦିନ କର୍ପୋରେଟ୍ ମିଟିଂ ପାଇଁ ଭୁବନେଶ୍ବର ଆସିଥିବା ବେଳେ ତାଙ୍କର ଗଳିତ ମୃତଦେହ ଉଦ୍ଧାର ଉଦ୍ଧାର କରାଯାଇଛି।ଗତକାଲି Continue Reading
ଭୁବନେଶ୍ୱର,୧୯/୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ପାଣିପାଗ ବିଭାଗ ଅନୁଯାୟୀ, ରାଜ୍ୟରେ ୨୦ ତାରିଖ ବେଳରୁ ଦକ୍ଷିଣ ଓଡ଼ିଶାର କିଛି ଜିଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୧ ଓ ୨୨ ତାରିଖରେ ଉପକୂଳ ଓ ଉତ୍ତର ଓ […]Continue Reading
NEW DELHI,APR 19 : Israel on Friday attacked a site in Iran with drones, a US official told ABC News, days after Tehran’s all-out assault on the Jewish state as fears grew over a possible wider conflict in the Middle East. However, Tehran said it was not affected by a drone attack and that its […]Continue Reading
TAMILNADU,APR 19 : Voting for the first phase of Lok Sabha elections is currently underway in 102 seats across 21 states and Union Territories. Several prominent leaders and personalities have cast their votes, including Congress veteran P Chidambaram, his son and Sivaganga pick Karti P Chidambaram, legendary actor Rajinikanth, RSS chief Mohan Bhagwat, Tamil Nadu […]Continue Reading
By C.R.Beura Bhubaneswar, April 18: As Odisha prepares for the forthcoming Assembly and Lok Sabha polls, black money and liquor mafia traffickers have started to become active. However, proactive actions by the Election Commission of India and law enforcing authorities have thwarted their operations to a great extent. Till Thursday, a total of Rs 118.65 […]Continue Reading
By Swagatika Das Bhubaneswar, April 18: Ollywood actor Varsha Priyadarshini on Thursday joined Odisha’s ruling Biju Janata Dal (BJD). The actress joined BJD in the presence of Rajya Sabha member Sasmit Patra at a programme at Shankha Bhawan, the party’s state headquarters, here in the city. Varsha, who recently parted ways from her Lok Sabha […]Continue Reading




