Home Articles posted by odadmin (Page 79)
National News
NEW DELHI, DEC 4 : Russian President Vladimir Putin landed in New Delhi on Thursday evening for a two-day state visit that would further expand a nearly eight-decade India-Russia partnership. The visit holds significance amid India’s recent downturn in ties with the United States. This is also the Russian president’s first visit to India since […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୪/୧୨ : ଗଜପତି ଜିଲ୍ଲା ଉପକଣ୍ଠରେ ଥିବା ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟର ନର୍ସିଂ ସ୍କୁଲ ପକ୍ଷରୁ କ୍ରୋନ୍ସ ଏବଂ କୋଲାଇଟିସ୍ ସଚେତନତା ସପ୍ତାହ ସହ କୋଷ୍ଠକାଠିନ୍ୟ ସଚେତନତା ମାସ ପାଳିତ ହୋଇଯାଇଛି ।ଏଭଳି ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ , ନର୍ସିଂ ଛାତ୍ରଛାତ୍ରୀ\’ଙ୍କ ମଧ୍ୟରେ ପାଚନ ସ୍ୱାସ୍ଥ୍ୟ ଉପରେ ସଚେତନତା ପ୍ରସାର କରିବା ।ଏହି କାର୍ଯ୍ୟକ୍ରମ\’କୁ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୪/୧୨ : ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ ଅଫିସ ଦ୍ୱାରା ନାରାୟଣପୁର, ବୌଦ୍ଧ ଠାରେ ଥିବା ଅନ୍ଧ, ମୂକ ଏବଂ ବଧିର ଙ୍କ ସ୍କୁଲ ଠାରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ ଉପଲକ୍ଷେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି ।ଏହି କାର୍ଯ୍ୟକ୍ରମଟି ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧର ଅଧକ୍ଷ ଶ୍ରୀ ପ୍ରତାପ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣର Continue Reading
National News
KOLKATA, DEC 4 : The West Bengal Chief Minister Mamata Banerjee’s Bhawanipore Assembly seat under the Kolkata South electoral district has recorded 41,495 ‘uncollectable’ enumeration forms (EFs) so far till Thursday afternoon, Election Commission of India (ECI) says. According to the office of the West Bengal Chief Electoral Officer (CEO), 41,495 EFs in Bhawanipore Continue Reading
Odisha News
ଭୁବନେଶ୍ୱର , ୪/୧୨ : ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ଘଟଣାରେ ଆକ୍ସନ ମୋଡରେ ସଂସ୍କୃତି ବିଭାଗ।ଅଭିଯୁକ୍ତ ସମ୍ପୃକ୍ତ ଡ୍ରାମା ବିଭାଗର ଅଧ୍ୟାପକଙ୍କୁ ବହିଷ୍କୃତ କରାଯାଇଛି। ଛାତ୍ରୀଙ୍କ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସଙ୍ଗୀତ ମହାବିଦ୍ୟାଳୟ ପ୍ରିନ୍ସିପାଲ।ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ପରେ ଜୋରଦାର ହଙ୍ଗାମା ହୋଇଥିଲା। କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇବା ସହ ରାଜରାସ୍ତା ଘେରିଥିଲେ Continue Reading
Top Stories
By Akshya Rout Jajpur, Dec 4 :   In a major breakthrough, Jajpur Police have arrested 14 individuals involved in a series of thefts across the district over the past six months. The accused gang had been targeting homes in Dharmashala, Kuakhia, Brahmabarda, Chandikhol, and Balichandrapur police station areas, stealing gold, silver, cash, and other valuables. […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୪/୧୨ : ଅପରେଶନ ପ୍ରହାରରେ ଖୋର୍ଦ୍ଧା ପୋଲିସକୁ ମିଳିଛି ବଡ଼ ସଫଳତା। ଆଦର୍ଶ ଥାନା ଅଧୀନ ନୂଆ ସୁନ୍ଦରା ସାହିରେ ପୋଲିସ ଚଢ଼ାଉ କରି ୬୫୦ ଗ୍ରାମ୍ ବ୍ରାଉନ୍‌ସୁଗାର, ୧୭୫ ବୋତଲ କଫସିରପ୍, ଗୋଟିଏ ଡିଜିଟାଲ ୱେଟ ମେଶିନ,ପଲିଥିନ ପ୍ୟାକେଟ, ସ୍କୁଟି (ଓଡି୦୨ ଡିଜେ ୬୩୦୮), ୩ଟି ମୋବାଇଲ, ସିମ କାର୍ଡ ଜବତ କରିଛି। ଏଥିରେ ସମ୍ପୃକ୍ତି ନେଇ ମା\’ ପୁଅ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ […]Continue Reading
National News
HARYANA, DEC 4 : A chilling case of serial killings has shaken Haryana’s Panipat after police arrested a 32-year-old woman, accused of drowning four children over the past two years, including her own three-year-old son. Authorities said the murders were driven by the accused’s obsessive jealousy of the children’s beauty. Panipat Superintendent of Police Continue Reading
Odisha News
ତିହିଡି଼/ଭଦ୍ରକ , ୪/୧୨ : ଗୁରୁବାର ସକାଳୁ ସକାଳୁ ମା’କୁ ଟଙ୍କା ମାଗିଥିଲେ ପୁଅ । ପୁଅ ଟଙ୍କା ନେଇ ମଦ ପିଇବ ବୋଲି ମା’ ଜାଣିଥିଲେ। ସେଥିପାଇଁ ପୁଅକୁ ଟଙ୍କା ଦେବାକୁ ମନା କରିଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ପୁଅ ମା’କୁ ମାଡ଼ ମାରିବା ସହ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବା ଭଳି ଅଭାବନୀୟ ଘଟଣା ଘଟିଛି ତିହିଡି଼ ଥାନା ବିଲଣା ପଞ୍ଚାୟତ ଅଧୀନ ଗଳଗଣ୍ଡପୁର ଗ୍ରାମରେ। ନିଆଁରେ ମା’ ଜ୍ୟୋସ୍ନାରାଣୀ […]Continue Reading