Home Articles posted by odadmin (Page 788)
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୬/୭ : ଅକାଂକ୍ଷୀ ଜିଲ୍ଲା ଭାବେ ପରିଚିତ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରତ ସରକାରଙ୍କ ନୀତି ଆୟୋଗ ପକ୍ଷରୁ ପ୍ରାୟୋଜିତ ସମୂର୍ଣ୍ଣତା ଅଭିଯାନ ଅବସରରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ମାନ ଜିଲ୍ଲାସ୍ତରୀୟ ଭାବେ ପାଳିତ ହୋଇଯାଇଛି। ।ଏହି ଅବସରରେ ସକାଳ ୫-୩୦ ମିନିଟ ସମୟରେ ବିଭିନ୍ନ ସ୍କୁଲ – କଲେଜର ଛାତ୍ରଛାତ୍ରୀ Continue Reading
Odisha News
ଖୋର୍ଦ୍ଧା,୬/୭: ଖୋର୍ଦ୍ଧା ଜିଲା ବୋଲଗଡ଼ କନିଷ୍ଠ ଯନ୍ତ୍ରୀ ନୃସିଂହ ନାଥ ପ୍ରଧାନ ଲାଞ୍ଚ ନେଇ ଧରା ପଡ଼ିଛନ୍ତି।ସୂଚନାଯୋଗ୍ୟ,ଏମ୍ପି ପାଣ୍ଠି ବିନିଯୋଗରେ ବୋଲଗଡ ବ୍ଲକ ଖଙ୍ଗୁରିଆ ପଞ୍ଚାୟତ ଏକ ଗ୍ରାମରେ ନିର୍ମାଣ ହୋଇଥିବା କୋଠାଘର ବିଲ୍ ପାସ କରିବା ପାଇଁ ବ୍ଲକ କନିଷ୍ଠ ଯନ୍ତ୍ରୀ ନୃସିଂହ ନାଥ ପ୍ରଧାନ ୧୯ହଜାର ୨ ଶହ ଟଙ୍କା ଲାଞ୍ଚ ନେଉ ଥିବା ବେଳେ ନୟାଗଡ଼ ଓ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି।ଭିଜିଲାନ୍ସ ଟିମ୍ ଏହି ରଙ୍ଗ ବୋଳା ନୋଟ ଜବତ Continue Reading
Odisha News
ପୁରୀ, ୬/୭: : କେବେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବ, ସେନେଇ ନିଷ୍ପତ୍ତି ଆଗାମୀ ୯ ତାରିଖରେ ନିଆଯିବ। ଆଜିର ବୈଠକ ପରେ ଏହି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ।ସେ କହିଛନ୍ତି, ଆଗାମୀ ୯ ତାରିଖରେ କମିଟିର ଦ୍ବିତୀୟ ବୈଠକ ସକାଳ ୧୦ଟାରେ ହେବ। ଡୁପ୍ଲିକେଟ୍ ଚାବି ଟ୍ରେଜେରିରେ ରହିଛି। ଦୁଇ ଦଶନ୍ଧି ହେଲାଣି, ତାଲା ଖୋଲାଯାଇନାହିଁ।ଏଣୁ ଯଦି ଉକ୍ତ ଚାବିରେ ରତ୍ନଭଣ୍ଡାର ଖୋଲିବ ନାହିଁ, ତେବେ ତାଲା Continue Reading
National News
MAINPUR, JULY 6 : Self-styled godman Suraj Pal Singh or “Bhole Baba” broke his silence on Saturday in connection with the Hathras stampede in which 121 people, mostly women and children, died, stating that “those who created the chaos will not be spared.” In a video statement, Suraj Pal who also goes by the name […]Continue Reading
Odisha News
ପୁରୀ,୬/୭: ଆଉ ମାତ୍ର ଦିନକ ପରେ ରଥଯାତ୍ରା। ଏଥିପାଇଁ ସବୁକିଛି ପ୍ରସ୍ତୁତ ସରିଛି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶରଧାବାଲିରେ ପହଞ୍ଚି ସଫେଇ କରିଛନ୍ତି। ହାତରେ ଝାଡୁ ଧରି ସେ ସଫେଇ କରିଛନ୍ତି।ତାଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତି ପରିଡା ମଧ୍ୟ ସଫେଇ କରିଛନ୍ତି। ଏହାସହ ପୁରୀ ଏମ୍ପି ସମ୍ବତ ପାତ୍ର, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ଉପସ୍ଥିତ ଥିଲେ।ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ Continue Reading
Odisha News
ରାୟଗଡ଼ା,୫/୭ : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକ। କୌଣସି ଏକ ମାମଲାରେ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରି ତାଙ୍କ ସରକାରୀ ଗାଡିରେ ରାୟଗଡାରେ ଅନୁଷ୍ଠିତ ହେବାକୁ ଥିବା ରାଜସ୍ବ ବୈଠକରେ ଯୋଗ ଦେବା ପାଇଁ ଆସୁଥିଲେ।ପୂର୍ବରୁ କୌଣସି ସୂତ୍ରରେ ଖବର ପାଇ ରାୟଗଡା ଭିଜିଲାନ୍ସ ଟିମ୍ ଭିଜିଲାନ୍ସ ଇନ୍ସପେକ୍ଟର ତରୁଲତା ବେହେରାଙ୍କ ନେତୃତ୍ବରେ ଡାଙ୍ଗସୋରଡା ନିକଟରେ ଅପେକ୍ଷା Continue Reading