Home Articles posted by odadmin (Page 787)
Odisha News
ପୁରୀ, ୭/୭: ଶରଧାବାଲି ଅଭିମୁଖେ ବଡ଼ଠାକୁରଙ୍କ ତାଳଧ୍ବଜ ଗଡ଼ିଛି। ପ୍ରଭୁଙ୍କ ରଥକୁ ଶ୍ରଦ୍ଧାଳୁମାନେ ଶ୍ରଦ୍ଧାରେ ଟାଣୁଛନ୍ତି। ରଥ ଟଣାଯିବା ବେଳେ ପୁରୀ ବଡ଼ଦାଣ୍ଡ ଘଣ୍ଟ, ଶଙ୍ଖର ତାଳେତାଳେ ହରିବୋଲ ଓ ହୁଳହୁଳି ଶଦ୍ଦ ଶୁଭୁଛି।ରଥଟଣା ଯିବା ପୂର୍ବରୁ ତିନି ରଥରେ ବିଜେ ହେଲେ ତିନି ଠାକୁରଙ୍କୁ ବିଜେ କରାଯାଇଥିଲା। ଆଜି ନବଯୌବନ ଦର୍ଶନ ପରି ଏକାଧିକ ନୀତିକାନ୍ତି ଥାଇ ବି ନିର୍ଘଣ୍ଟ ସମୟ ପୂର୍ବରୁ ପହଣ୍ଡି ବିଜେ କରିଥିଲା ଶ୍ରୀଜିଉ।ଧାଡ଼ି ପହଣ୍ଡିରେ ପ୍ରଥମେ Continue Reading
Odisha News
ଭୁବନେଶ୍ୱର,୭/୭: ପାରାଦୀପର ପୂର୍ବତନ ବିଧାୟକ ତଥା ବିଜେଡି ନେତା ସମ୍ବିତ ରାଉତରାୟ ନିର୍ବାଚନର ମାସକ ପରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ନବୀନ ହାରିନାହାନ୍ତି, ତାଙ୍କୁ ସୁଚିନ୍ତିତ ଭାବେ ହରାଇ ଦିଆଯାଇଛି।‘ଢୋଲ ଭିତରେ ମୂଷା ରହିଲେ, ମୂଷା କିଏ ଆପଣ ଜାଣିଥିବେ ବୋଲି ସେ ଖବରଦାତାମାନଙ୍କୁ କହିଛନ୍ତି। ଆଜି ନ ହେଲେ କାଲି ସେ ମୂଷା କଢ଼ା ହେବେ ବୋଲି ସମ୍ବିତ କହିଛନ୍ତି।ସେ କହିଛନ୍ତି, ସରକାର ବହୁତ କାମ କରିଛନ୍ତି, ତଥାପି ଲୋକ ଆମକୁ ହରାଇଦେଲେ। Continue Reading
National News
SRINAGAR, JULY 7: Four militants and two soldier were killed in ongoing twin encounters between militants and security forces in Jammu and Kashmir’s Kulgam district on Saturday. A police official said acting on specific information about the presence of militants, a joint contingent of police, CRPF and army launched a search operation in Modergam village […]Continue Reading
Odisha News
ପୁରୀ, ୭/୭: ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥିଲାଗି ସକାଳୁ ସକାଳୁ ପୁରୀ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇପଡ଼ିଛି। ପୁରୀରେ ଆଜି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। କେବଳ ଓଡ଼ିଶା କି ଭାରତ ନୁହେଁ, ବରଂ ବିଦେଶରୁ ମଧ୍ୟ ଭକ୍ତଙ୍କ ଆଗମନ ହୋଇଛି ପୁରୀକୁ। ଏଣେ ବିଳମ୍ବିତ ରାତିରୁ ମହାପ୍ରଭୁଙ୍କ ନୀତିକାନ୍ତି ଚାଲିଛି। ପୁରୀ ବଡ଼ଦାଣ୍ଡରେ ହନୁମାନଙ୍କ ବେଶରେ କିଛି ଭକ୍ତ ନୃତ୍ୟ କରୁଛନ୍ତି। ତେଣେ ‘ଜୟ ଜଗନ୍ନାଥ ଓ ଜୟ ଶ୍ରୀରାମ’ ଧ୍ୱନିରେ କମ୍ପୁଛି ବଡ଼ଦାଣ୍ଡ।ଆଉ Continue Reading
Odisha News
Renowned playwright and BJP OBC Morcha leader Arun Nayak plants tree at Jamunakot village ଢେଙ୍କାନାଳ, ୬/ ୭: ଡଃ ଶ୍ୟାମାପ୍ରସାଦ ମୁଖର୍ଜୀଙ୍କ ୧୨୩ତମ ଜୟନ୍ତି ପାଳନ ଅବସରରେ, ବିଜେପି ଓବିସି ମୋର୍ଚ୍ଚା,ଓଡିଶାର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ତଥା ପ୍ରତିଷ୍ଠିତ ନାଟ୍ୟକାର ଓ ସ୍ତମ୍ଭକାର ଶ୍ରୀ ଅରୁଣ କୁମାର ନାୟକଙ୍କ ନେତୃତ୍ୱରେ ତାଙ୍କ ଜନ୍ମମାଟି, ଭୁବନ ବ୍ଲକ୍ ଅନ୍ତର୍ଗତ ଯମୁନାକୋଟ ଗ୍ରାମରେ “ମା’ପାଇଁ ଗଛଟିଏ” କାର୍ଯ୍ୟକ୍ରମ ସମ୍ପାଦିତ Continue Reading
Odisha News
ଭୁବନେଶ୍ୱର, ୬/୭: ସାହସିକତା ପାଇଁ ଓଡ଼ିଆ ପୁଅ ତଥା ନୌସେନାରେ କାର୍ଯ୍ୟରତ ଲେଫ୍ଟେନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ପ୍ରଦାନ କରାଯାଇଛି ଶୌର୍ଯ୍ୟଚକ୍ର ସମ୍ମାନ । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ମାର୍ଚ୍ଚ ୨୦୨୩ ରେ, ଯେତେବେଳେ ଓଏନଜିସି ଇନ୍ଧନ ଉତ୍ପାଦନ ଷ୍ଟୋରେଜ୍ ଏବଂ ଅଫଲୋଡିଂ ଜାହାଜରେ ଏକ ଜରୁରୀକାଳୀନ ପରିସ୍ଥିତି ବିଷୟରେ ଜଣାଇଲେ ସେତେବେଳେ ସେ ନିର୍ଭୟରେ Continue Reading
Odisha News Sports News
ନୂଆଦିଲ୍ଲୀ,,୬/୭: ଜିମ୍ବାୱେ ଗସ୍ତରେ ଯାଇଥିବା ଟିମ୍ ଇଣ୍ଡିଆ ପ୍ରଥମ ଟି-୨୦ ମ୍ୟଚ୍ରେ ୧୩ ରନ୍ରେ ପରାଜିତ ହୋଇଛି। ଦୁଇ ଦଳ ହରାରେର ହରାରେ ସ୍ପୋର୍ଟସ୍ କ୍ଲବ୍ଠାରେ ଖେଳାଯାଉଥିବା ପ୍ରଥମ ଟି-୨୦ରେ ମୁହାଁମୁହିଁ ହୋଇଥିଲେ। ଭାରତୀୟ ଅଧିନାୟକ ଶୁଭମାନ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।ଜିମ୍ବାୱେ ଦଳ ଅଧିନାୟକ ସିକନ୍ଦର ରଜାଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା। ଧାର‌୍ୟ୍ୟ ୨୦ ଓଭରରେ ଜିମ୍ବାୱେ ଦଳ ୯ ୱିକେଟ ହରାଇ ୧୧୫ Continue Reading