Home Articles posted by odadmin (Page 72)
Top Stories
By Nalini Sahu Bhubaneswar, July 16: Odisha Hydro Power Corporation Ltd (OHPC) has partnered with the National Power Training Institute (NPTI), Hydro Power Training Centre, Nangal, to enhance workforce capabilities, strengthen technical expertise and prepare employees for the evolving demands of the hydropower sector. The two organisations signed a Memorandum of Continue Reading
Odisha News
ପୁରୀ, ୧୬/୭ : ‘ରଥଯାତ୍ରା’ର ଅନ୍ୟ ପ୍ରମୁଖ ଆକର୍ଷଣ ମହାପ୍ରଭୁଙ୍କର ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଯାଇଛି। ପ୍ରଥମେ ଚକ୍ରରାଜ ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ହୋଇଛି। ଘଣ୍ଟ, ଘଣ୍ଟା, କାହାଳୀ ଓ ହରିବୋଲ ଧ୍ୱନି ମଧ୍ୟରେ ଶ୍ରୀମନ୍ଦିର ପରିସର ଏବଂ ସିଂହଦ୍ବାର ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।ସେବାୟତମାନେ ପାରମ୍ପରିକ ରୀତିନୀତି ଅନୁଯାୟୀ ସୁଦର୍ଶନଙ୍କୁ ରଥକୁ ପହଣ୍ଡି କରାଇଛନ୍ତି। ପ୍ରଭୁ ସୁଦର୍ଶନ ମା’ ସୁଭଦ୍ରାଙ୍କ ରଥ ‘ଦର୍ପଦଳନ’ରେ ବିରାଜମାନ କରିଛନ୍ତି। Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୫/୭ : ବୌଦ୍ଧ ଜିଲ୍ଲା ପରିଷଦ କାର୍ଯ୍ୟାଳୟସ୍ଥ ପଞ୍ଚାୟତ ଭବନରେ ପରିଷଦର ଜୁଲାଇ ମାସର ସମୀକ୍ଷା ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ପ୍ରଭାସଚନ୍ଦ୍ର ଦଣ୍ଡସନା ସମସ୍ତଙ୍କୁ ସ୍ଵାଗତ କରି ବୈଠକ ପରିଚାଳନା କରିଥିଲେ ।ଉକ୍ତ ବୈଠକରେ ସମସ୍ତ ବିଡ଼ିଓ, Continue Reading
Odisha News
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର/ ରାୟଗଡ଼ା,୧୫/୭: ରାୟଗଡ଼ା ଜିଲ୍ଲା ପିସ୍କାପଙ୍ଗ ଚାରି ମାସ ହେବ ପଞ୍ଚାୟତକୁ ମୋ ବସ୍ ଯାଉ ନାହିଁ। ରାସ୍ତା ଖରାପ ଆଳରେ ପ୍ରଶାସନ ଚୁପ୍। ବାଧ୍ୟ ହୋଇ ଶେଷରେ ଗ୍ରାମବାସୀ ମୋ ବସ୍ ଅଟକାଇଲେ।ଏଭଳି ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ସବୁଠାରୁ ଦୁର୍ଗମ ପିସ୍କାପଙ୍ଗା ଗ୍ରାମପଞ୍ଚାୟତରେ।ସୂଚନା ମୁତାବକ, ପିସ୍କାପଙ୍ଗା ପଞ୍ଚାୟତରୁ ଚନ୍ଦ୍ରପୁର ବ୍ଲକ ସଦର ମହକୁମାର Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୫/୭ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହିଳା ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପକ୍ଷରୁ ମହାବିଦ୍ୟାଳୟର ସଭାଗୃହ ଠାରେ\”ଡାହାଣୀ ଆରୋପ ଜନିତ ହିଂସା ଓ ନାରୀ ନିର୍ଯ୍ୟାତନା\” ଶୀର୍ଷକ ସମ୍ପର୍କିତ ଏକ ପାଠଚକ୍ର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ରୀନା ସାହୁ ଅନୁଷ୍ଠିତ କାର‌୍ୟ୍ୟକ୍ରମରେ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୫/୭ : ଭଗବାନ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ ଦେଶବ୍ୟାପୀ ସଂଗ୍ରହ କରାଯାଇଥିବା ଚାନ୍ଦା ଓ ଭେଟିର ପରିଚାଳନାକୁ ନେଇ ଦେଶରେ ଉଠିଥିବା ବିବାଦ ମଧ୍ୟରେ ଖୋରଧା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ କେନ୍ଦ୍ର ସରକାର, ବିଜେପି ଓ ଆର.ଏସ.ଏସ କୁ କଡ଼ା ସମାଲୋଚନା କରାଯାଇଛି।ଜିଲ୍ଲା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଶ୍ରୀରାମଙ୍କ ନାମରେ ଲୋକଙ୍କଠାରୁ Continue Reading
Top Stories
Odisha-born GovTech firm to develop secure e-auction platform under Digital Malawi Acceleration Project, reinforcing India’s growing global DPI footprint By Nalini Sahu Bhubaneswar, July 15: Odisha-headquartered GovTech company CSM Technologies Limited has secured a prestigious World Bank-funded digital procurement assignment in Malawi, further strengthening its Continue Reading
National News
NEW DELHI, JULY 15 : A public interest litigation (PIL) has been filed in the Delhi High Court seeking urgent directions to the Centre and the Delhi government to provide immediate medical treatment and life-saving intervention to climate activist Sonam Wangchuk, who has been on an indefinite hunger strike at Jantar Mantar since June 28. […]Continue Reading
Odisha News
ବ୍ରହ୍ମପୁର, ୧୫/୭ : ରେଶମ ସହର ବ୍ରହ୍ମପୁରରେ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବଡ଼ବଜାର ଥାନା ଅନ୍ତର୍ଗତ ଶାନ୍ତିନଗର ଲେନ୍-୫ ଅଞ୍ଚଳରେ ଜଣେ ଯୁବତୀ କିରୋସିନ ଢାଳି ଆତ୍ମହତ୍ୟା କରିଛନ୍ତି। ବୁଧବାର ସକାଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।ମିଳିଥିବା ସୂଚନା ଅନୁଯାୟୀ, କୌଣସି କାରଣକୁ ନେଇ ଯୁବତୀ ଜଣଙ୍କ ଆଜି ସକାଳେ ନିଜ ଶରୀରରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୫/୭ : ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା (ଆଇ:ଟି:ଡି:ଏ), ପାରଳାଖେମୁଣ୍ଡି, ଏବଂ ଭୁବନେଶ୍ୱରର ବସୁନ୍ଧରାର ମିଳିତ ଆନୁକୂଲ୍ୟରେ ଆଜି ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନର ସମ୍ମିଳନୀ କକ୍ଷରେ ଜଙ୍ଗଲ ଅଧିକାର ଆଇନ (ଫରେଷ୍ଟ ରାଇଟ ଆକ୍ଟ), ୨୦୦୬ କାର୍ଯ୍ୟାନ୍ୱୟନ ଉପରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ Continue Reading