Home Articles posted by odadmin (Page 73)
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୫/୭ : ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା (ଆଇ:ଟି:ଡି:ଏ), ପାରଳାଖେମୁଣ୍ଡି, ଏବଂ ଭୁବନେଶ୍ୱରର ବସୁନ୍ଧରାର ମିଳିତ ଆନୁକୂଲ୍ୟରେ ଆଜି ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନର ସମ୍ମିଳନୀ କକ୍ଷରେ ଜଙ୍ଗଲ ଅଧିକାର ଆଇନ (ଫରେଷ୍ଟ ରାଇଟ ଆକ୍ଟ), ୨୦୦୬ କାର୍ଯ୍ୟାନ୍ୱୟନ ଉପରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ Continue Reading
Bollywood National News
MUMBAI, JULY 15 : Actor Aamir Khan has responded to allegations branding him the “brand ambassador of love jihad”, saying his family has always embraced interfaith relationships and that none of his marriages involved religious conversion. He married Gauri Spratt, his longtime friend, at his Mumbai home on July 5 this year. In an interview […]Continue Reading
Odisha News
ଭଦ୍ରକ, ୧୫/୭ : ଭଦ୍ରକ ସହରରେ ଥିବା ସାଳନ୍ଦୀ ହସ୍ପିଟାଲରେ ଚଢଉ । ବେଆଇନ ଭାବେ ଲିଙ୍ଗ ନିରୂପଣ ଅଭିଯୋଗ ପାଇ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅତିରିକ୍ତ ଜିଲ୍ଲାପାଳ କାର୍ତିକ ମଣ୍ଡଳ, ସିଟି ଡିଏସପି ଅନିଲ ପ୍ରଧାନ, ଭେଷଜ ନିରୀକ୍ଷକ ଦୀପକ କୁମାର ଜେନା ଏବଂ ଦୀପ୍ତି ରଞ୍ଜନ ମହାପାତ୍ରଙ୍କ ଅଧକ୍ଷତାରେ ଗଠିତ ଟିମ ଅତର୍କିତ ଭାବେ ଚଢ଼ାଉ କରିଛନ୍ତି ।ଚଢ଼ଉ ବେଳେ ବେଆଇନ ଭାବେ ଅଲଟ୍ରାସାଉଣ୍ଡରେ ଲିଙ୍ଗ ନିରୂପଣ କରାଯାଉଥିବା ଟିମ୍ ଦେଖିବାକୁ […]Continue Reading
Odisha News
ଭୁବନେଶ୍ୱର,୧୫/୭: ଉତ୍ତର ଓଡ଼ିଶା-ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଏହି ଲଘୁଚାପ।ବୁଧବାର ସକାଳ ୫.୩୦ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ଏହା ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବଢ଼ିବା ସହ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।ସୃଷ୍ଟି ହୋଇଥିବା ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ୩ଦିନ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୫/୭: ମଙ୍ଗଳବାର ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ ତମ ଶ୍ରାଦ୍ଧ ଉତ୍ସବ ଅବସରରେ ଖୋରଧା ଜିଲ୍ଲା ବାଣପୁରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଆଇନ ସଚେତନତା ସଭା ଆୟୋଜିତ ହୋଇଯାଇଛି ।ବାଣପୁର ତାଲୁକ ଆଇନ ସେବା ସମିତିର ସହଯୋଗରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ Continue Reading
Top Stories
By A.K.Sahoo Koraput, July 14: In a bid to steer remote villages away from illegal cannabis cultivation through sustainable development, the Koraput district administration has launched a focused outreach initiative in Sabun and neighbouring cut-off villages, nearly two months after police busted a clandestine ganja oil manufacturing unit in the area. District Collector Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୪/୭:ଖୋରଧା କ୍ରିକେଟ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ବି ଜେ ବି ହାଇସ୍କୁଲ ମିନି ଷ୍ଟାଡିୟମ ଠାର ପ୍ରଥମ ଖୋରଧା ପ୍ରିମିୟର ଲିଗ କ୍ରିକେଟ କାର୍ଣ୍ଣିଭାଲ ର ଫାଇନାଲ ମ୍ୟାଚ ରେ ଜଟଣୀ ଆନ ଇଣ୍ଡିଆନ ଚ୍ୟାଲେଞ୍ଜର୍ସ ଇଗଲ ଇଂଭିନ୍ସିବିଲ ଖୋରଧା କୁ ୭ ରନ ରେ ପରାସ୍ତ କରି ଚମ୍ପିୟାନ ହୋଇଛନ୍ତି ।ଜଟଣୀ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ୫ ୍ୱିକେଟ ହରାଇ ୧୩୫ ରନ ସଂଗ୍ରହ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୪/୭ : ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଏବଂ ଜିଲ୍ଲା ମଙ୍ଗଳ ବିଭାଗ ର ମିଳିତ ଉଦ୍ୟମରେ ଶିକ୍ଷାର ଗୁଣବତ୍ତା ଏବଂ ଆଦିବାସୀ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପକୁ ଆଜି ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ସମ୍ମିଳନୀ କକ୍ଷ ରେ ଦୁଇଟି ପ୍ରମୁଖ ପଦକ୍ଷେପ – \’ସଂକଳ୍ପ: ବିଦ୍ୟାଳୟ ଉତ୍କର୍ଷତା\’ ଏବଂ Continue Reading
Odisha News
ଗୁଲାମ୍ ଗସ୍‌ଙ୍କ ରିପୋର୍ଟଧର୍ମଶାଳା/ଓଡ଼ିଶା,୧୪ / ୭: ଧର୍ମଶାଳା ବ୍ଲକ କୁମାରୀ, ଦେଉଳୀ ଓ ଭାଲୁଖାଇ ଜଗନ୍ନାଥ ମନ୍ଦିରରେ ଚଲିତ ବର୍ଷ ମହା ଆଡମ୍ବର ସହକାରେ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ସ୍ଥିର କରାଯାଇଛି । ଚଳିତ ବର୍ଷ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଠାକୁର ରାଜା ଭାବେ ରଥରେ ଛେରାପହଁରା କରିବା ପାଇଁ କମିଟି ପକ୍ଷରୁ ସ୍ଥିର କରାଯାଇଛି ।ଏନେଇ ଆଜି ମନ୍ଦିର ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କମିଟି ପକ୍ଷରୁ ସୂଚନା ଦିଆଯାଇଛି […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୧୪/୭ : ରାଜ୍ୟର ବିକାଶକୁ ଆହୁରି ଗତିଶୀଳ କରିବା ଲକ୍ଷ୍ୟରେ ମୋହନ ସରକାର ନେଇଛନ୍ତି ଆଉ ଏକ ବଡ଼ ପଦକ୍ଷେପ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ୪୪ତମ ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି।ଏହି ନିଷ୍ପତ୍ତିଗୁଡ଼ିକ ଗ୍ରାମୀଣ ବିକାଶ, କୃଷି, ମତ୍ସ୍ୟଚାଷ, ଜଳସମ୍ପଦ, ସହଯୋଗ, ଖାଦ୍ୟ ଯୋଗାଣ ଓ ରାଜସ୍ୱ ପ୍ରଶାସନ ଭଳି Continue Reading