ଭୁବନେଶ୍ୱର, ୧୨/୧୨: ବିଜୁ ଜନତା ଦଳକୁ ଆଜି ପୁଣି ଥରେ କଟାକ୍ଷ କରିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ବିଜେପି ଯେଉଁଦିନ ହୁଇସିଲ୍ ଫୁଙ୍କିବ ସେଦିନ ବିଜେଡ଼ି ଗୁଣ୍ଡ ଗୁଣ୍ଡ ହୋଇଯିବ ବୋଲି କହିଛନ୍ତି ଜୟନାରାୟଣ କହିଛନ୍ତି ।ସେ କହିଛନ୍ତି ବିଜେଡ଼ି ନିଜ ଦଳର ନେତାଙ୍କୁ ରୋକନ୍ତୁ । ସେମାନେ ଦେଖୁଛନ୍ତି ବିଜେଡ଼ିରେ ଆଉ କୌଣସି ଭବିଷ୍ୟତ ନାହିଁ । ଆମର କୌଣସି ଅସୁବିଧା ନାହିଁ ଯ ସେଥିପାଇଁ କେହି କଂଗ୍ରେସ ତ କେହି ବିଜେପି […]Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର,୧୨/୧୨ : ଦ୍ଵାବିଂଶତମ ବଲାଙ୍ଗିର ଲୋକ ଉତ୍ସବ ପାଇଁ ଆଜି ପ୍ରସ୍ତୁତି ବୈଠକ ସଦର ମହକୁମା ସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଜାନୁଆରୀ ୨୦ ରୁ ୨୨ ଯାଏଁ ମହୋତ୍ସବ ଅନୁଷ୍ଠିତ ହେବ।ଜିଲ୍ଲାପାଳ ଶ୍ରୀ ଗୌରୱ ଶୀୱାଜୀ ଇସଲୱାର ଙ୍କ ଅଧ୍ୟକ୍ଷତାରେ ହେଇଥିବା ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର ସମସ୍ତ ଉପସ୍ଥିତ ଅଧିକାରୀ ତଥା ବ୍ୟକ୍ତି ବିଶେଷଙ୍କୁ ସ୍ୱାଗତ Continue Reading
ଭୁବନେଶ୍ୱର,୧୨/୧୨: କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ନୂତନ ସେବା ଲୋକାର୍ପିତ ହୋଇଯାଇଛି । ସ୍ଵତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ସବୁଜ ପତାକା ଦେଖାଇ ଜରୁରୀକାଳୀନ ପ୍ରଶମନ ସେବା ବାହାନକୁ ଉଦଘାଟନ କରିଛନ୍ତି ।ଏହି ଗାଡ଼ିଗୁଡ଼ିକ ପ୍ରାଥମିକ ଚିକିତ୍ସା, ଆମ୍ବୁଲାନ୍ସ ଓ ଫାୟାର ସେବା ଯୋଗାଇବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଖୁବଶୀଘ୍ର ଗୃହ ବିଭାଗରେ ଖାଲି ପଡ଼ିଥିବା ୧୦ ହଜାର ପଦବୀ ପୂରଣ ହେବ ଏବଂ Continue Reading
ବଣାଇ,୧୨/୧୨: ସୁନ୍ଦରଗଡ ଜିଲା ବଣାଇର ଟିକାୟତପାଲି ଥାନା ଝିର୍ଡାପାଲିରେ ଘଟିଯାଇଛି ଅଭାବନୀୟ ଘଟଣା। ସେଠାରେ ଜଣେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବୁଧବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି। ଏ ମାମଲାରେ ପୋଲିସ ଘଟଣାର ତଦନ୍ତ କରୁଛି।Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୨/୧୨ : ଯୁଗ୍ମ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଠାରେ ନୂତନ ଭାବେ ନିର୍ମିତ ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ଭବ୍ୟ ଯୁଗ୍ମ ମନ୍ଦିର ପ୍ରତିଷ୍ଠା ଜାନୁୟାରୀ ୨୪ ରୁ ଫେବୃଆରୀ ୩ ତାରିଖ ପର୍ଯ୍ୟନ୍ତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ ।ଏଥି ନିମନ୍ତେ ବୁଧବାର ଶୁଭ ସ୍ତମ୍ଭ ସ୍ଥାପନ ହୋଇଯାଇଛି । ସକାଳ ୯ ଟାରେ ଶତାଧିକ ମହିଳା […]Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧୨/୧୨: ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ର ରସାୟନ ବିଭାଗ ଏବଂ ଓଡ଼ିଶା ରସାୟନ ବିଭାଗୀୟ ସଂସ୍କାର ମିଳିତ ଆନୁକୁଲ୍ୟରେ ଏକ ଦିବସୀୟ ପାଠଚକ୍ର ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି।ଏହି ପାଠଚକ୍ରରେ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଉମାବଲ୍ଲଭ ମହାପାତ୍ର ଙ୍କ ସଭାପତିତ୍ବ ରେ ଶୁଭାରମ୍ଭ ହୋଇଥିଲା। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଓଡ଼ିଶା ରସାୟନ ବିଭାଗ ସଂସ୍କାର ସଭାପତି ପ୍ରଫେସର ଅଜୟ କୁମାର Continue Reading
By Bandita Mohanty Bhubaneswar, Dec. 11: The pre-conference workshop of APCON-2024 was held on Wednesday at the state’s premier multi-specialty Utkal Hospital in Niladri Vihar, Bhubaneswar. The workshop provided hands-on training and demonstrations on various critical topics, including the role and limitations of frozen sections (FS) in diagnosing thyroid gland, Continue Reading
ଭୁବନେଶ୍ୱର,୧୧/୧୨: ଡିସେମ୍ବର ୩୧ରେ ମିଳିବ । ଏସ୍ସି,ଏସ୍ଟି ଛାତ୍ରୀଛାତ୍ରଙ୍କୁ ଏହି ମାଧୋସିଂ ହାତ ଖର୍ଚ୍ଚ ମିଳିବ । ବରଗଡ଼ ଜିଲା ଘେଁସରେ ଶୁଭାରମ୍ଭ ହେବ କାର୍ଯ୍ୟକ୍ରମ।ରାଜ୍ୟସ୍ତରୀୟ ଭାରତୀୟ ଭାଷା ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି।ଏହି ଯୋଜନାରେ ଉପକୃତ ହେବେ ୩ ଲକ୍ଷ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ । । ଏହି ଯୋଜନାରେ ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ମିଳିବ ୫ହଜାର ଟଙ୍କାର ଆର୍ଥିକ ସହାୟତା ।ଏହି ଯୋଜନା ପାଇଁ Continue Reading
ଭୁବନେଶ୍ୱର,୧୧/୧୨: ଆଜି ବି ଆନ୍ଦୋଳନରେ ମିଶନ ଶକ୍ତି ମହିଳା । ୩ ଦିନ ହେଲା ଲୋୟର ପିଏମଜିରେ ଗର୍ଜୁଛନ୍ତି ମହିଳା । ମିଶନ ଶକ୍ତି ଅଧିନରେ ୬ଟି କ୍ୟାଡର କାମ କରୁଥିବା ସିଆରପି, ଏମବିକେ, ପ୍ରାଣୀମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଏଲଏସପି ମାନେ ୯ ମାସର ବକେୟା ଦରମା ଦାବିରେ ଲୋୟର ପିଏମଜିରେ ଧାରଣାରେ ବସି ରହିଛନ୍ତି।ତେବେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବାବେଳେ ବିଧାନସଭା ଉଠୁଛି ପଡୁଛି। ଗତକାଲି ବିରୋଧୀ ଦଳ […]Continue Reading
NEW DELHI,DEC 11 : Former Delhi Chief Minister and Aam Aadmi Party (AAP) chief Arvind Kejriwal announced on Monday that his party will contest the upcoming Delhi Assembly elections independently, dismissing any possibility of an alliance with the Congress. In a post on X, Kejriwal said, “Aam aadmi party will be fighting this election on […]Continue Reading




