Home Articles posted by odadmin (Page 618)
Business News Top Stories
 By Subrat Sarangi Paradip,Nov.11: Paradip Port Authority the No.1 Major port in the country has taken a significant step towards promoting employee wellbeing by signing an MoU with Sri Sri Hospital, Cuttack to bring the healing power of Ayurveda to its workforce.  The MoU was signed for ayurvedic treatment facilities to employees in the august […]Continue Reading
Business News
Only 56% are aware about financial support from Government for solar rooftop installation: Luminous survey Over 76% Indians agree Solar Energy Solutions are easily accessible, but 92% find installation cost of rooftop solar a challenge. Jaipur and Bengaluru are the most adaptive cities in installing solar rooftop systems. The Luminous report reveals key regional trends Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୧/୧୧ : ଚାଉଳ ମିଳିବା ରେ ବିଳମ୍ବ ଯୋଗୁଁଁ ପେଟର ଭୋକକୁ ମେଣ୍ଟାଇବା ପାଇଁ ଖୁର୍ସା, କରଡ଼ି, ଜଙ୍ଗଲି କନ୍ଦା ଓ ମକା ଭଳି ଜଙ୍ଗଲ ଜାତ ଦ୍ରବ୍ୟରେ ପୂରୁଛି ପେଟ। ଏଭଳି ଏକ ଘଟଣା ପୁଣି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଳକ ଭଣ୍ଡାରଙ୍ଗୀ ପଞ୍ଚାୟତର ଦୁର୍ଗମ ମାସ୍କାଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ, ମାସ୍କାଗୁଡ଼ା ଗ୍ରାମରେ ୧୮ ଆଦିବାସୀ ପରିବାର Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟସୋନପୁର, ୧୨/୧୧ : ଚଳିତ ଖରିଫ ଋତୁରେ ଧାନକିଣା ଆରମ୍ଭ ହେବା ପୂର୍ବରୁ ସରକାରଙ୍କ ସକ୍ରିୟତା ସହ କ୍ଷମତାସୀନ ଦଳର ଦଳୀୟ ପାଣ୍ଠି ଅସୁଲି ଓ ନୂତନ ସରକାରଙ୍କ ଧାର୍ଯ୍ୟ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଲାଗୁ ପରିପ୍ରେକ୍ଷୀ ରେ ସୁବର୍ଣ୍ଣପୁର ଜିଲ୍ଲା ର ସୋନପୁର ବ୍ଲକ୍ ଅନ୍ତର୍ଗତ ଖଲିଆପାଲି ର ଏକ ରାଇସ୍ ମିଲ୍ ରେ ୯ ତାରିଖ ରେ ଯୋଗାଣ ବିଭାଗ ତରଫରୁ ଯାଞ୍ଚ କରାଯାଉଥିଲା।ତେବେ ଆସନ୍ନ ସନ୍ଧ୍ୟାରେ ସୁବର୍ଣ୍ଣପୁର […]Continue Reading
Odisha News
ଷଢ଼େଇକଳା, ୧୧/୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଦୁଇ ଦିନ ବାକି ରହିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଶେଷ ହୋଇଛି ।ଶେଷ ଦିନରେ ବିଜେପି ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଷଢ଼େଇକଳାରେ ଆଜି ଏକ ବିରାଟ ଜନସଭାରେ ଓଡ଼ିଆଙ୍କୁ ସମ୍ବୋଧନ କରିଛନ୍ତି ।ମୋହନ ମାଝୀ ବିଜେପି ସମର୍ଥିତ ପ୍ରାର୍ଥୀ ଚମ୍ପାଇ ସୋରନଙ୍କ ପାଇଁ ପ୍ରଚାର କରିଛନ୍ତି । […]Continue Reading
Odisha News
ଓଡ଼ିଶା, ୧୧/୧୧ : ବଦଳୁଛି ପାଗ। ୧୫ ତାରିଖ ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମାଠାରୁ ରାଜ୍ୟର ଶୀତର ପ୍ରକୋପ ବଢ଼ିବାର ସମ୍ଭାବନା ରହିଛି। ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ସେପଟେ କାର୍ତ୍ତିକ ମାସର ଆଜି ହେଉଛି ଶେଷ ସୋମବାର। ରାଜ୍ୟକୁ ଶୀତ ଋତୁ ଆସିନି। କିନ୍ତୁ ଶୀତର ପ୍ରକୋପ ଆରମ୍ଭ ହେଲାଣି। ବିଳମ୍ୱିତ ରାତିରେ ରାଜଧାନୀ ଭୁବନେଶ୍ୱର Continue Reading
Top Stories
By Our Correspondent Bhubaneswar, Nov 11  : CII Young Indians Bhubaneswar is hosting the 2nd Edition of the “Yi Run – Bhubaneswar by Nite | Rise Above Addiction & Break the Silence,” supported by the Department of Sports & Youth Affairs and the Department of Social Security & Empowerment of Persons with Disabilities, Government of […]Continue Reading
Odisha News
ଭୁବନେଶ୍ୱର,୧୧/୧୧: ଏବେ ମହିଳା ସରକାରୀ କର୍ମଚାରୀଙ୍କୁ ମିଳିବ ବାର୍ଷିକ ୧୨ ଦିନର ଅତିରିକ୍ତ ଛୁଟି। ଋତୁସ୍ରାବ ପାଇଁ ଅତିରିକ୍ତ ଛୁଟି ନେଇ ଅର୍ଥ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସମସ୍ତ ସରକାରୀ ମହିଳା କର୍ମଚାରୀ ୫୫ ବର୍ଷ ବୟସ ପୂରଣ ହେବା ପଯର୍ଯ୍ୟନ୍ତ ବାର୍ଷିକ ୧୨ ଦିନର ଏହି ଋତୁସ୍ରାବ ଜନିତ ଅତିରିକ୍ତ ଛୁଟି ନେଇପାରିବେ।ପ୍ରତି ମାସର ଦିନଟିଏ ଋତୁସ୍ରାବ ଜନିତ ଛୁଟି ସେହି ମାସରେ ହିଁ ନେବାକୁ ପଡ଼ିବ। ଗୋଟିଏ ମାସର ଛୁଟି […]Continue Reading
Top Stories
ISKCON’s decision has stirred widespread discontent among Lord Jagannath devotees in Odisha. By Subrat Sarangi Bhubaneswar, Nov. 11: In the face of backlash from Odisha, the International Society for Krishna Consciousness (ISKCON) went ahead with the Rath Yatra festival in Houston, U.S., on Sunday. Despite earlier assurances to conduct a Sankirtan Yatra instead, ISKCON Continue Reading
Odisha News
ଭୁବନେଶ୍ୱର, ୧୧/୧୧: ଶେଷରେ ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଛନ୍ତି ମିନତି ବେହେରା । ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । କାରଣ ଦର୍ଶାଅ ନୋଟିସରେ ସନ୍ତୋଷ ଜନକ ଉତ୍ତର ନ ଦେଇପାରିବାରୁ ତାଙ୍କୁ ପଦରୁ ବହିଷ୍କୃତ କରାଯାଇଛି ।ଗତ ମାସ ୨୩ ତାରିଖରେ ସରକାର ମହିଳା କମିଶନ ଅଧ୍ୟକ୍ଷା ପଦରୁ ମିନତି ବେହେରାଙ୍କୁ ବରଖାସ୍ତ କରିଥିଲେ । ୨୫ ତାରିଖରେ ମିନତିଙ୍କୁ କାରଣ ଦର୍ଶାଅ […]Continue Reading