Home Articles posted by odadmin (Page 616)
Odisha News
ଭୁବନେଶ୍ୱର,୧୩/୧୧: ଆସିଲା ଏସ୍‌ଆଇଙ୍କ ପାଇଁ ଖୁସି ଖବର। ଏଣିକି ୭ ବର୍ଷ ପରେ ଜଣେ ଏସଆଇ ହୋଇପାରିବେ ଇନ୍ସପେକ୍ଟର। ପଦୋନ୍ନତିକୁ ୧୦ ବର୍ଷ ସ୍ଥାନରେ ୭ ବର୍ଷକୁ ରାଜ୍ୟ ସରକାର କମାଇ ଦେଇଛନ୍ତି। ପୂର୍ବରୁ ୧୦ ବର୍ଷ ପରେ ଜଣେ ଏସଆଇ ଇନ୍ସପେକ୍ଟର ହେଉଥିଲେ। ତେବେ ବର୍ତ୍ତମାନ ୭ ବର୍ଷ ପରେ ପଦୋନ୍ନତି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।Continue Reading
Odisha News
ଭୁବନେଶ୍ୱର, ୧୩/୧୧: ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ହିତାଧିକାରୀଙ୍କ ନିକଟକୁ ପଇସା ପହଞ୍ଚି ସାରିଛି ।ତେବେ ଏବେ ବି ଲକ୍ଷାଧିକ ହିତାଧିକାରୀ ଏହାରି ଅପେକ୍ଷାରେ ରହିଛନ୍ତି । ଅନେକ କିଛି ତ୍ରୁଟି କାରଣରୁ ସୁଭଦ୍ରା ଟଙ୍କା ପାଇ ପାରି ନାହାନ୍ତି । ଏ ଯାଏଁ ସୁଭଦ୍ରା ଟଙ୍କା ପାଇ ନ ଥିବା ମହିଳାଙ୍କୁ ମନ୍ତ୍ର ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡା । Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୩/୧୧: ଗଜପତି ଜିଲ୍ଲାର ଆର: ଉଦୟଗିରି , ମୋହନା ଓ ଅଡବା ଥାନା ଅଞ୍ଚଳର ଆଦିବାସୀ ବହୁଳ ଦୁର୍ଗମ ଜଙ୍ଗଲ ଅଞ୍ଚଳ ମାନଙ୍କରେ ବ୍ୟାପକ ଭାବେ ଗଞ୍ଜାଇ ଚାଷ ହେଉଛି , ପାହାଡ ଓ ଜଙ୍ଗଲ ଭରା ଅଞ୍ଚଳ ସୁଯୋଗ ନେଇ ସଂପୃକ୍ତ ଅଞ୍ଚଳରେ ଗଞ୍ଜାଇ ଚାଷ କରାଯାଉଛି ।ଏହାକୁ ଦୃଷ୍ଟିରେ ରଖି ଏ ଅଞ୍ଚଳରେ ଆଉ ଗଞ୍ଜାଇ ଚାଷ ନ କରିବାକୁ ଗଜପତି ଏସପି: ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା […]Continue Reading
Odisha News
ଖୋର୍ଦ୍ଧା, ୧୩/୧୧: ଲାଞ୍ଚ ନେବା ଜଣେ ସରକାର ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ସେ ହେଉଛନ୍ତି ଖୋର୍ଦ୍ଧା ବ୍ଲକ୍ ଶିକ୍ଷାଧିକାରୀ କାଦ୍ଦ୍ନ୍ଳ୰ଳୟର ଜୁନିୟର ଆସିଷ୍ଟାଣ୍ଟ ପ୍ରଦୀପ୍ତ କୁମାର ସାହୁ ।ଜଣେ ଅବସର ପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀଙ୍କ ବେତ୍ତନ ସମ୍ପର୍କିତ କାଦ୍ଦ୍ନ୍ଳ କରିବାକୁ ଲାଞ୍ଚ ନେଉଥିବାବେଳେ ସେ ଧରାପଡ଼ିଛନ୍ତି । ତାଙ୍କ ନିକଟରୁ ଲାଞ୍ଚ ନେଇଥିବା ୬୦୦୦ ଟଙ୍କା ଜବତ କରାଯାଇଛି ।ଅଭିଯୋଗକାରୀଙ୍କର ଭଉଣୀ ବିଜୟିନୀ Continue Reading
Odisha News
ଭଦ୍ରକ, ୧୩/୧୧: ରାସ୍ତା କଡ଼ରୁ ଜଣେ ପୂର୍ବତନ ସରପଞ୍ଚଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ବନ୍ଧଗାଁର ପୂର୍ବତନ ସରପଞ୍ଚ ଚିତ୍ତରଂଜନ ରାଉତ ।ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଚିତ୍ତରଞ୍ଜନ ରାଉତ ଗତକାଲି ଏକ Continue Reading
Odisha News
କଟକ, ୧୩/୧୧ : ବଡ଼ଓଷା ପାଇଁ ଧବଳେଶ୍ୱରଙ୍କ ପୀଠ ଆଜି ଲୋକାରଣ୍ୟ । ବଡ଼ଓଷାରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ରାତ୍ର ୩ଟାରେ ପହଡ଼ ଖୋଲାଯାଇ ସମସ୍ତ ପ୍ରକାର ନିତିକାନ୍ତି ସରିବା ପରେ ସାଧାରଣ ଦର୍ଶନ ନିମନ୍ତେ ଦ୍ୱାରଫିଟା ଯାଇଥିଲା।ହଜାର ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟରେ ପୀଠରେ ଚାଲିଛି ଶୃଙ୍ଖଳିତ ଦର୍ଶନ। ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ଲାଗି ହେବ ବାବା ଧବଳେଶ୍ୱରଙ୍କର ଅତିପ୍ରିୟ ଭୋଗ ଗଜଭୋଗ ଓ ତରଣ। । ବଡ଼ଓଷା […]Continue Reading
Top Stories
By Mahendra Darjee Bhubaneswar, Nov. 12: In a fiery exchange that has escalated the political landscape in Odisha, senior BJP leader Jayanarayan Mishra on Tuesday sharply criticised the ruling Biju Janata Dal (BJD), saying the regional party is in political “Intensive Care Unit” and faces a turbulent future due to internal divisions. Speaking to reporters […]Continue Reading
Business News Top Stories
By Subrat Sarangi Berhampur, Nov.12 : In a bid to enhance customer service and simplify the process of power outage updates, TP Southern Odisha Distribution Limited (TPSODL), the joint venture between Tata Power and Government of Odisha, has introduced a new Missed Call Complaint Registration System, making it easier than ever for consumers to access […]Continue Reading