Home Articles posted by odadmin (Page 6)
Odisha News
ସମ୍ବଲପୁର, ୧/୪ : ସମ୍ବଲପୁର ରେଳ ଷ୍ଟେସନ ନିକଟରେ ମଙ୍ଗଳବାର ଘଟିଥିବା ଏକ ନାଟକୀୟ ଘଟଣା ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଲାଞ୍ଚ ଟଙ୍କାର ଭାରୀ ବ୍ୟାଗ୍ ନେଇ ଯାଉଥିବା ଜଣେ ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କୁ ଭିଜିଲାନ୍ସ ଟିମ୍ ସିନେମା ଷ୍ଟାଇଲରେ ପିଛା କରି ଧରିବା ପରେ ସାମ୍ନାକୁ ଆସିଛି ଲାଞ୍ଚ ଟଙ୍କାରେ ସେ ଗଢ଼ିଥିବା କଳା ସାମ୍ରାଜ୍ୟ।୫.୧୮ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଧରାପଡ଼ିଥିବା ଏହି ଅଧିକାରୀ ଜଣକ […]Continue Reading
National News
NEW DELHI,APR 1 : Nearly 5.98 lakh passengers have returned to India amid the evolving security situation in West Asia and the Gulf region, a senior government official said on Wednesday, even as flight operations gradually stabilise. Addressing an inter-ministerial briefing, Aseem R Mahajan, Additional Secretary (Gulf) in the Ministry of External Affairs, said the […]Continue Reading
Odisha News
କଟକ, ୧/୪ : ଓଡ଼ିଶା ପୋଲିସର ମୂଳ ମନ୍ତ୍ର ହେଉଛି “ସେବା ଓ ସୁରକ୍ଷା”। ଏହା କେବଳ ଏକ ଶବ୍ଦ ନୁହେଁ, ଏହା ଆମର ପରିଚୟ। ଆଗାମୀ ଦିନରେ ଓଡ଼ିଶାକୁ ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ନିଶାମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ଓଡ଼ିଶା ପୋଲିସ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରୁଛି ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି।ଆଜି ପୂର୍ବାହ୍ନରେ କଟକର ବକ୍ସିବଜାରସ୍ଥିତ ରିଜର୍ଭ ପୋଲିସ ପଡିଆରେ ଓଡ଼ିଶା ପୋଲିସର ୯୧ତମ ପ୍ରତିଷ୍ଠା […]Continue Reading
Odisha News
ସାକ୍ଷୀଗୋପାଳ,୧/୪ : ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି।ଏହି କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ସୁଆଣ୍ଡୋ ଗ୍ରାମରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଗୋପବନ୍ଧୁଙ୍କ ଷଠୀଘର ଓ ସଂଗ୍ରହାଳୟ ପରିଦର୍ଶନ ସହିତ ମୁଖ୍ୟମନ୍ତ୍ରୀ ଗୋପବନ୍ଧୁଙ୍କ କୁଳ ଦେବତା ରାଧା Continue Reading
Odisha News
ଭୁବନେଶ୍ୱର, ୧/୪ : ଓଡିଶାବାସୀଙ୍କ ପାଇଁ ୧୯୩୬ ମସିହା ଏପ୍ରିଲ୧ ତାରିଖ ଏକ ସ୍ମରଣୀୟ ଦିନ। ଆଜି ୯୦ତମ ଉତ୍କଳ ଦିବସ ପାଳନ କରୁଛି ଓଡ଼ିଶା। ଉତ୍କଳର ବରପୁତ୍ରମାନଙ୍କ ଉଦ୍ୟମରେ ଏହି ଦିନ ଓଡ଼ିଶା ଭାଷାଭିତ୍ତିକ ପ୍ରଥମ ରାଜ୍ୟର ମାନ୍ୟତା ପାଇଥିଲା।ତେଣୁ ଆଜି ରଙ୍ଗୀନ ଆଲୋକରେ ସୁସଜ୍ଜିତ ରାଜଧାନୀର ବିଭିନ୍ନ ସରକାରୀ କାର୍ଯ୍ୟାଳୟ। ‘ଉତ୍କଳ ଦିବସ’ ଅବ୍ୟବହିତ ପୂର୍ବରୁ ଝଲସୁଛି ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ ବିଭିନ୍ନ ସରକାରୀ ସୌଧ। ଏପରିକି Continue Reading
Odisha News
ରାୟଗଡା/ ଓଡ଼ିଶା,୩୧/୩ : ମାଓବାଦୀଙ୍କ ପାଇଁ ଦିଆଯାଇଥିବା କଣ୍ଟ ପୂରିଛି । ଆଉ ମାଓ ମୁକ୍ତ ହୋଇଛି ରାୟଗଡ଼ା ଜିଲ୍ଲା । ଜିଲ୍ଲାରେ ମାଓବାଦୀଙ୍କ ଚଳପ୍ରଚଳ ନାହିଁ। ଆଣ୍ଟି ନକ୍ସଲ ଅପରେସନ ବେଳେ ରାୟଗଡା ଜିଲ୍ଲାର ବିଭିନ୍ନ ସୀମାନ୍ତରୁ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ କରାଯାଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ସ୍ୱାଥୀ ଏସ୍.କୁମାର ।କେନ୍ଦ୍ର ସରକାର ମାଓମୁକ୍ତ କରିବାକୁ ଘୋଷଣା କରିବା ପରଠାରୁ ଗତ ଫେବୃଆରୀ ମାସରୁ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୩୧/୩ : ଶ୍ରୀ ଶ୍ରୀ ମଦନ ମୋହନ ନାଟ୍ୟ କଳା ସଂସଦ ଆନୁକୂଲ୍ୟରେ ଜଟଣୀ ନିକଟ ପାତ୍ରପଡା ,ମାନପୁର ଠାରେ ଆସନ୍ତା ଏପ୍ରିଲ ୨୦ ତାରିଖ ଅକ୍ଷୟ ତୃତୀୟା ଠାରୁ ପୂର୍ବ ଓଡିଶା ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହେବାକୁ ଯାଉଛି।ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପି କୃଷ୍ଣ ରାସଲୀଳା ସମେତ ଧନୁଯାତ୍ରା ଅନୁଷ୍ଠିତ ହେବ।ଆଜି ସ୍ଥାନୀୟ ରୋଟାରୀ କ୍ଲବ ଠାରେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୩୧/୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ଚୈତ୍ର ମାସର ଚତୁର୍ଥ ତଥା ଶେଷ ମଙ୍ଗଳବାର ଯାତ୍ରା ଉଦଯାପିତ ହୋଇଯାଇଛି ।ଏହି ଅବସରରେ ମା’ ପାଟଖଣ୍ଡା ପଦ୍ମ ଫୁଲ ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି ।ଚୈତ୍ର ମାସର ଶେଷ ମଙ୍ଗଳବାର ହୋଇଥିବା ଯୋଗୁଁ ସମଗ୍ର କନ୍ଧମାଳ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶତାଧିକ ଭକ୍ତ ମାନେ ଆସି ମା ‘ଙ୍କ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୩୧/୩ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟ (ସି:ୟୁ:ଟି:ଏମ:) ର ଏନ:ଏସ:ଏସ: ବ୍ୟୁରୋ ଆନୁକୁଲ୍ୟରେ ବିଶ୍ୱବିଦ୍ୟାଳୟ ଅଡିଟୋରିୟମ ହଲରେ ଓଡିଶା ସାର୍ବଜନୀନ ସେବା ଅଧିକାର ଆଇନ (ଓ:ଆର:ଟି:ପି:ଏସ:ଏ) ଉପରେ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ନାଗରିକ-କୈନ୍ଦ୍ରିକ , ସେବା Continue Reading