Home Articles posted by odadmin (Page 7)
Top Stories
By Swagatika Mohapatra Bhubaneswar: The KIIT School of Rural Management (KSRM) celebrated its 20th Foundation Day on Friday, with Nirmala Kurien, daughter of Dr. Verghese Kurien, recalling his father’s vision of a strong agriculture landscape in Odisha and women’s empowerment led by this school. The foundation day today marked two decades of KSRM’s contribution to […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୨୦/୧୧ : ଜଳ ହିଁ ଜୀବନ। ହେଲେ ଯେଉଁ ଜଳ ଉପରେ ଗୋଟିଏ ଗ୍ରାମର ଶତାଧିକ ଲୋକଙ୍କ ଜୀବନ ନିର୍ଭରଶୀଳ, ସେହି ପାନୀୟ ଜଳର ଉତ୍ସକୁ ଦୂଷିତ କରିଦେବା ଭଳି ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ବାତ୍ୟା ‘ଅକ୍ୱାନ୍‌’କୁ ନେଇ ଲୋକେ ଆତଙ୍କିତ ଥିବାବେଳେ ଏବେ ପିଇବା ପାଣିର ସଙ୍କଟ ମାଣ୍ଡୁବାଡ଼ି ଗ୍ରାମବାସୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି। ଏଭଳି ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୦/୧୧ : ସାମୁଦ୍ରିକ ବାତ୍ୟା ଅର୍ଣ୍ଣବ ଓ ଅକ୍ବାନର ପ୍ରଭାବରେ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷ କରି କୃଷି କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହୋଇଥିବାରୁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି।ଏଭଳି ସଙ୍କଟ ସମୟରେ କ୍ଷତିଗ୍ରସ୍ତ ଚାଷୀ ଓ ସାଧାରଣ ଲୋକଙ୍କ ଦୁଃଖଦୁର୍ଦ୍ଦଶା ଅନୁଧ୍ୟାନ କରିବା ସହ ସରକାର\’ଙ୍କ ନିକଟରେ ବାସ୍ତବ ସ୍ଥିତି ଉପସ୍ଥାପନ କରିବା ଉଦ୍ଦେଶ୍ୟରେ ବିଜୁ ଜନତା ଦଳର Continue Reading
Top Stories
By Prakasha Panigrahi Berhampur/Odisha, Nov 20 : TPSODL CEO Mr. Amit Kumar Garg visited cyclone-affected areas of Ganjam district to review the situation following Cyclone Akvan and take stock of power restoration across affected locations. During the visit, he toured Narendrapur Section, including Tala Putabagada village, and interacted with public representatives, Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୨୦/୧୧ : ସମ୍ଭାବ୍ୟ ବାତ୍ୟା ‘ଅକଭାନ’ର ମୁକାବିଲା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଓ ଜରୁରୀକାଳୀନ ପଦକ୍ଷେପ ଜାରି ରହିଛି।ଶୁକ୍ରବାର ଅପରାହ୍ଣ ୩ଟା ସୁଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମୋଟ ୨୫ ହଜାର ୫୨୭ ଜଣଙ୍କୁ ସୁରକ୍ଷିତ ଭାବେ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଓ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।ଜିଲ୍ଲା ଜରୁରୀକାଳୀନ ଅପରେସନ କେନ୍ଦ୍ର (ଡିଇଓସି) Continue Reading
Top Stories
By IGP Dr Satyajit Nayak Puri/Odisha, Nov 20 :  With Cyclone Akvan threatening the Odisha coast, IGP, Central Range, Dr Satyajit Nayak, personally visited Puri sea beach on Thursday to review police preparedness and ensure the safety of tourists, visitors and local residents. Putting public safety above all else, he assessed the deployment of police […]Continue Reading
Odisha News
ଭୁବନେଶ୍ୱର,୨୦/୧୧: ଆସନ୍ତା ସୋମବାର ଯାଏ ବିଧାନସଭା ମୁଲତବୀ ରହିଛି । ବାତ୍ୟା ଅକ୍ୱାନ ପାଇଁ ଶନିବାର ହେବାକୁ ଥିବା ଗୃହ କାର‌୍ୟ୍ୟକୁ ବାତିଲ କରାଯାଇଛି । ପରଦିନ ରବିବାର ପଡ଼ୁଥିବାରୁ ସିଧାସଳଖ ସୋମବାରଠାରୁ ଗୃହକାର‌୍ୟ୍ୟ ଆରମ୍ଭ ହେବ । ଏ ନେଇ ଗତକାଲି ବସିଥିବା ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି ।ଉଲ୍ଲେଖ ଯୋଗ୍ୟ, ଆଜି ମଧ୍ୟ ଗୃହରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଜେଡ଼ି ଓ କଂଗ୍ରେସ ସଦସ୍ୟମାନେ ନାରାବାଜି Continue Reading
Odisha News
ସମ୍ବଲପୁର,୨୦/୧୧ : ଶୁକ୍ରବାର ସକାଳୁ ସକାଳୁ ଜାତୀୟ ରାଜପଥ(୫୩)ର ବାବୁବନ୍ଧ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।ଏଥିରେ ଜେଜେ ଏବଂ ତାଙ୍କର ୧୦ ବର୍ଷୀୟ ନାତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ କ୍ଷତିପୂରଣ ଓ ଅନ୍ୟାନ୍ୟ ଦାବିରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ ।ମିଳିଥିବା ସୂଚନା ଅନୁଯାୟୀ, ଗୋଶାଳା ନିକଟସ୍ଥ ସାନଟିକ୍ରା ଅଞ୍ଚଳର ପଣ୍ଡିତ ନିରଞ୍ଜନ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୨୦/୧୧ : ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଅକ୍ୱାନ’ ଗୋପାଳପୁରଠାରେ ସ୍ଥଳ ଭାଗ ଛୁଇଁଚି । ଭୀଷଣ ବାତ୍ୟା ଅକ୍ୱାନ ଦୁର୍ବଳ ହୋଇ ବାତ୍ୟା ରୂପରେ ସ୍ଥଳ ଭାଗ ଛୁଇଁଚି । ସକାଳ ୭ଟା ୩୦ରୁ ୮ଟା ୩୦ ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁଥିଲା। ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ୨ ଘଣ୍ଟା ଧରି ଜାରି ରହିଥିଲା ।ଏହା ପରେ ସ୍ଥଳଭାଗ ସମ୍ପୂର୍ଣ୍ଣଭାବେ ଅତିକ୍ରମ କରିଛି । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟା […]Continue Reading