Home Articles posted by odadmin (Page 5)
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୯/୧୦ : ଗଜପତି ଜିଲ୍ଲାରେ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସର୍ଭେ କାର୍ଯ୍ୟକୁ ସୁବ୍ୟବସ୍ଥିତ ଓ ସଠିକ୍ ଭାବେ ସମ୍ପାଦନ କରିବା ଉଦ୍ଦେଶ୍ୟରେ ଆଜି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ମୁଖ୍ୟ ପ୍ରଶିକ୍ଷକ ମାନଙ୍କ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି ପ୍ରଶିକ୍ଷଣ Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ , ୯/୧୦ : ନରେନ୍ଦ୍ର ମୋଦୀ ଙ୍କ ଶାସନର ୨୫ ବର୍ଷ ପୂରଣ ହୋଇଥିବା ଯୋଗୁଁ ପାଳିତ ହେଉଥିବା ସେବା ଓ ସଂକଳ୍ପ ପକ୍ଷ ଅବସରରେ କଟକ ଜିଲ୍ଲା ବିଜେପି ପକ୍ଷରୁ ସେବା ଜ୍ୟୋତି ପଟୁଆର ସମାବେଶ କଟକ ଇନ କଟକ ରେ ଅନୁଷ୍ଠିତ ହୋଇଯାଇଛି ।୯ ଟି ବିଧାନସଭା ପକ୍ଷ୍ୟରୁ ସେବା ଜ୍ୟୋତି ପଟୁଆର ଶୋଭାଯାତ୍ରା ରେ ପଦଯାତ୍ରା କରି ସଭାସ୍ଥଳରେ ପହଞ୍ଚଥିଲେ । ମୋଦୀଙ୍କ ପ୍ରାଶାସନିକ ଜୀବନ ଆଧାରିତ ଏକ […]Continue Reading
Odisha News
ସମ୍ବଲପୁର,୯/୧୦: ଥମିବାର ନାଁ ନେଉନି ହାତୀ-ମଣିଷ ଲଢ଼େଇ । ମୁହାଁମୁହିଁ ହେଉଛନ୍ତି ହାତୀ ଆଉ ମଣିଷ । ହାତୀ ଆକ୍ରମଣରେ ଯାଉଛି ଅନେକଙ୍କ ଜୀବନ । କାହା ପରିବାର ବେସାହାରା ହେଉଛି ତ ଆଉ କାହା ପରିବାରରେ ଦୁଃଖର ବାଦଲ ଛିଡ଼ି ପଡ଼ୁଛି । ଶୁକ୍ରବାର ମଧ୍ୟ ରାଜ୍ୟର ଦୁଇଟି ସ୍ଥାନରେ ହାତୀ ଆକ୍ରମଣରେ ଯାଇଛି ଜୀବନ ।ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବନାଞ୍ଚଳ ସଇଡା ଗାଁରେ ହାତୀ ଆତଙ୍କ ଦେଖାଦେଇଥିବା ବେଳେ ଜଣଙ୍କ ଜୀବନ ନେଇଛି ହାତୀ […]Continue Reading
Top Stories
By Dalim Phukan Guwahati, Octr 9 : Assam Governor Shri Lakshman Prasad Acharya on Thursday launched the ‘Rashtra Pratham–Nation First’ programme at 51 Sub Area, Narengi, in the presence of General Officer Commanding (GOC), 51 Sub Area, Major General A.K. Sharma. Describing ‘Rashtra Pratham’ as a guiding principle of responsible citizenship, the Governor called upon […]Continue Reading
Odisha News
ସୁନ୍ଦରଗଡ଼ ୧୦/୯ : ଭିଜିଲାନ୍ସ ଜାଲରେ ପ୍ରକଳ୍ପ ନିର୍ଦ୍ଦେଶକ । ସୁନ୍ଦରଗଡ଼ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ତଥା ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ପ୍ରସନ୍ନ ପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି ।ଖବର ଅନୁଯାୟୀ, ଶୁକ୍ରବାର ସକାଳୁ ସକାଳୁ ସୁନ୍ଦରଗଡ଼ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ Continue Reading
Odisha News
ଭଦ୍ରକ, ୯/୧୦ : ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟର କ୍ୟାମ୍ପସ୍‌ଗୁଡ଼ିକରେ ନିର୍ବାଚନୀ ଉଷ୍ମତା ଦେଖାଦେଇଛି। ଆଠ ବର୍ଷ ବ୍ୟବଧାନରେ ହେଉଥିବା ଏହି ନିର୍ବାଚନ ପାଇଁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଉତ୍ସାହ ଥିବା ବେଳେ ଅନେକ କଲେଜରେ ଏହାରି ମଧ୍ୟରେ ଗଣ୍ଡଗୋଳଜନିତ ଖବର ଆସିଛି। ନିର୍ବାଚନ ପୂର୍ବରୁ ବିଶୃଙ୍ଖଳା ଦେଖାଯାଉଥିବା କଲେଜଗୁଡ଼ିକ ଉପରେ ସ୍ଥାନୀୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଏହି କ୍ରମରେ ଭଦ୍ରକ ମହିଳା କଲେଜ ଏବଂ ଭଣ୍ଡାରୀ ନାଆମି କଲେଜ Continue Reading
Top Stories
By Swagatika Mohapatra Rourkela, Oct. 8: Twenty-nine faculty members of the National Institute of Technology-Rourkela (NIT-R) have figured in the latest global list of the top 2 per cent scientists, highlighting the institute’s growing research footprint across a wide range of disciplines. A PhD graduate of NIT-R, Dr Srimanta Patra, who is currently a DST-INSPIRE […]Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୮/୧୦ : ଦେଶର ଗଣତନ୍ତ୍ର ସମ୍ବିଧାନ ବଞ୍ଚାଇବା ପାଇଁ ଏବଂ ନିର୍ବାଚନ କମିଶନ ଜ୍ଞାନେଶ କୁମାର ବରଖାସ୍ତ ଦାବୀରେ ଇଣ୍ଡିଆ ମେଣ୍ଟ ଅଂଶୀଦାର ଦଳସମୂହ ଆହ୍ୱାନ କ୍ରମେ ଓଡିଶା ବନ୍ଦ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାର ଅଗଣିତ ଜନସାଧାରଣ, ଜିଲ୍ଲା ଓକିଲ ସଙ୍ଘ ସମେତ ଜିଲ୍ଲାର ପ୍ରମୁଖ ଗଣସଂଗଠନ,ବ୍ୟାଙ୍କ ଇନ୍ସୁରାନ୍ସ ପୋଷ୍ଟାଲ କର୍ମଚାରୀ ସଙ୍ଘ,ଘରୋଇ ବସ,ମଟର ପରିବହନ, ଟ୍ୟାକ୍ସି ଅଟୋ ମାଲିକ କର୍ମଚାରୀ ସଙ୍ଘ,ସର୍ବୋପରି Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୮/୧୦ : ଦୀର୍ଘ ୪୬ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ଚଳିତବର୍ଷ ପ୍ରଥମଥର ପାଇଁ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି।୧୯୭୯ ମସିହାରେ ପ୍ରତିଷ୍ଠିତ ଏହି ପୁରାତନ ଶିକ୍ଷାନୁଷ୍ଠାନରେ ଏଯାଏ ଛାତ୍ର ସଂସଦ ନିର୍ବାଚନ ହୋଇନଥିବା ବେଳେ ଏବେ ଉଚ୍ଚଶିକ୍ଷା ବିଭାଗର ପଦକ୍ଷେପ ପରେ ନିର୍ବାଚନ ପାଇଁ ବାଟ ଫିଟିଛି। ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂଆ Continue Reading