Home Articles posted by odadmin (Page 588)
National News
CHHATTISHGARH, JAN 9 : A major accident occurred at an under-construction plant in Chhattisgarh’s Raigarh district on Thursday, where a massive chimney collapse has left many workers trapped and casualties are also feared. The exact number of casualties or injuries is yet to be confirmed. Rescue operation is underway. The incident occurred in the afternoon […]Continue Reading
Odisha News
ଭୁବନେଶ୍ୱର, ୯/୧: ରାସନକାର୍ଡ ହିତାଧିକାରୀ ଆବେଦନକାରୀଙ୍କ ପାଇଁ ଏକ ଗୁରୁତ୍ୱ ପୂର୍ଣ୍ଣ ଖବର ଆସିଛି । ରାସକାର୍ଡ ସହିତ ଇ-କେୱାଇସି ଶେଷ ହେବା ପରେ ହିତାଧିକାରୀଙ୍କୁ ନୂତନ ରାସନକାର୍ଡ ପ୍ରଦାନ କରାଯିବ ।ଜାନୁୟାରୀ ୩୧ ତାରିଖ ସୁଦ୍ଧା ଇ-କେୱାଇସି କରିବା ଜରୁରୀ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।ମନ୍ତ୍ରୀଙ୍କ ସୂଚନା ମୁତାବକ, ଇ-କେୱାଇସି ନେଇ ଗୁରୁବାର ଡେଡ୍ ଲାଇନ୍ ଦିଆଯାଇଛି । ଜାନୁୟାରୀ ୩୧ ତାରିଖ Continue Reading
Odisha News
ଭୁବନେଶ୍ୱର,୯/୧: ମହାକୁମ୍ଭ ମେଳା ପାଇଁ ଓଡ଼ିଶାରୁ ଗଡ଼ିବ ସ୍ୱତନ୍ତ୍ର ବସ୍ । ଏବେ ଓଡ଼ିଶାବାସୀ ସିଧା ଓଡ଼ିଶାରୁ ବସି ଅଯୋଧ୍ୟାର କୁମ୍ଭମେଳାରେ ଓହ୍ଲାଇବେ। ଓଡ଼ିଶାରୁ ଅଯୋଧ୍ୟାକୁ ଗଡ଼ିବାକୁ ଥିବା ସ୍ୱତନ୍ତ୍ର ବସ୍ ସେବାର ଶୁଭାରମ୍ଭ କରିବେ ରାଜ୍ୟ ସରକାର । ଏହି ସେବା ୧୩ ଜାନୁୟାରୀରୁ ଆରମ୍ଭ ହୋଇ ୨୬ ଫେବୃୟାରୀ ପର‌୍ୟ୍ୟନ୍ତ ଚାଲିବ ।ଏହି ବସ୍ ଗୁଡ଼ିକ ୪ଟି ମୁଖ୍ୟ ମାର୍ଗ ଯାତାୟତ କରିବ । ପୁରୀରୁ ଅଯୋଧ୍ୟା, ସମ୍ବଲପୁରରୁ ଅଯୋଧ୍ୟା, ଭବାନୀପାଟନାରୁ ଅଯୋଧ୍ୟା ଏବଂ Continue Reading
Odisha News
ଭୁବନେଶ୍ୱର,୯/୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ ଉଦ୍‌ଘାଟନ କରିଛନ୍ତି।ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୋଦି ଏହି ଦିବସର ଶୁଭାରମ୍ଭ କରିଛନ୍ତି। ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟପାଳ ହରିବାବୁ କମ୍ଭମ୍‌ପତି ସ୍ବାଗତ କରିଥିଲେ।ଏହି ଦିବସକୁ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣମାନଙ୍କୁ ଜଗନ୍ନାଥ ଏବଂ ଲିଙ୍ଗରାଜ ଭୂମିରେ ସ୍ବାଗତ। ଆପଣମାନଙ୍କ ପାଇଁ Continue Reading
Odisha News
ପୁରୀ,୯/୧ : ଆଜି ପବିତ୍ର ଶାମ୍ବ ଦଶମୀ। ଘରେ ଘରେ ଅନୁଷ୍ଠିତ ହେଉଛି ସୂର୍ଯ୍ୟ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇଛି ଅର୍କକ୍ଷେତ୍ର କୋଣାର୍କ। ସକାଳୁ ସକାଳୁ ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ସୂର୍ଯ୍ୟୋଦୟ ଦର୍ଶନ କରିଛନ୍ତି।ଶାମ୍ବ ଦଶମୀ ଅବସରରେ କୋଣାର୍କରେ ସୂର୍ଯ୍ୟ ରଥଯାତ୍ରା ଓ ସୌର ମହାଯଜ୍ଞ ଅନୁଷ୍ଠିତ ହେଉଛି। ସୂର୍ଯ୍ୟ ରଥଯାତ୍ରା ୨୭ ଦିନ ଯାଏ ଚନ୍ଦ୍ରଭାଗାରେ ଅନୁଷ୍ଠିତ ହେବ। ଏହାକୁ ଦେଖିବାକୁ କୋଣାର୍କକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ Continue Reading
Odisha News
କଳାହାଣ୍ଡି, ୯/୧: ବେଆଇନ ମଦ ଭାଟି ଉପରେ ଚଢ଼ାଉ କରିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରୋଶର ଶୀକାର ହୋଇଛି ଅବକାରୀ ବିଭାଗ ଟିମ୍ । ଅବକାରୀ ପୋଲିସକୁ ଗାଁ ଲୋକେ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି ।ଏଭଳି ଅଭିଯୋଗ ଆସିଛି କଳହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ କନର୍ଲା ଗାଁରେ । ଏହି ଆକ୍ରମଣରେ ଦୁଇ ଜଣ ଅବକାରୀ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି ।ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ସଦର ଥାନା କନର୍ଲା ଗାଁରେ ବେଆଇନ ମଦ କାରବାର […]Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୯/୧ : ପୁରୁଣା ବସଷ୍ଟାଣ୍ଡଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ନୟାଗଡ଼ ପୁଲିସ, ପରିବହନ ବିଭାଗ, ସିଭିଲି ସୋସାଇଟି ଓ ବସ୍ ମାଲିକ ସଂଘ ମିଳିତ ଭାବେ ଏହି କାର୍ଯ୍ୟକ୍ରମକୁ ପାଳନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ଏସ୍.ସୁଶ୍ରୀ ଯୋଗ ଦେଇ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ବାଣ୍ଟିଥିଲେ।ଯେଉଁମାନେ ହେଲମେଟ୍ ପିନ୍ଧିନଥିଲେ ସେମାନଙ୍କୁ ସତର୍କ କରାଯିବା ସହ ହେଲମେଟ୍ ପ୍ରଦାନ Continue Reading
Top Stories
By C.R.Beura Bhubaneswar, Jan. 8: The Minati Mohapatra Cycling Velodrome was inaugurated today at the KIIT-KISS campus by the Union Minister of Youth Affairs and Sports, Mansukh Mandaviya. The velodrome, named in honor of Minati Mohapatra – Odisha’s first Arjuna Awardee in cycling. Inaugurating the Velodrome, the Union Minister reflected on the significance of the […]Continue Reading