Home Articles posted by odadmin (Page 587)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୭/୧୨: ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଆଜି ବୌଦ୍ଧ ଜିଲ୍ଲା ପରିଦର୍ଶନ କରି ଗ୍ରାମ୍ୟ ଉନ୍ନୟନ ବିଭାଜନ, ବୌଦ୍ଧର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ଉକ୍ତ ଗ୍ରାମ୍ୟ ଉନ୍ନୟନ ବିଭାଜନ ଅଧୀନସ୍ଥ ଗ୍ରାମ୍ୟ ଭନ୍ନୟନ ବିଭାଗର ସମସ୍ତ ପ୍ରକଳ୍ପ ଓ ନିର୍ମାଣ କାର୍ଯ୍ୟର ସବିଶେଷ ସମୀକ୍ଷା କରିଥିଲେ ।ଏହି ପରିଦର୍ଶନ ଅବସରରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ସେତୁ Continue Reading
Top Stories
By Subrat Sarangi Bhubaneswar, Dec 7 : Eleven athletes from the Odisha AM/NS India Kho Kho High-Performance Centre (HPC) represented Odisha in the Junior National Kho Kho Championship 2024 held in Aligarh, Uttar Pradesh from Nov 25-29, 2024. Giving a stellar performance throughout the tournament, both the Odisha Boys and Girls teams went on to […]Continue Reading
Top Stories
By Swagatika Das Angul, Dec.7: Jindal Foundation, the Social arm of Jindal Steel and Power (JSP),  celebrated the success of 20 young aspirants from its UTKARSH Coaching Program. This program provides free, high-quality coaching to underprivileged candidates preparing for various competitive exams. Among the 20 achievers, several secured impressive ranks, including Continue Reading
Business News Top Stories
By Subrat sarangi Balasore, Dec.7 : In a major advancement for power distribution reliability and cable diagnostics, TP Northern Odisha Distribution Limited (TPNODL), a joint venture between Tata Power and the Government of Odisha, has launched the Mobile LT Underground Power Cable Fault Locator (FLC) System. This cutting-edge solution facilitates efficient cable testing Continue Reading
Odisha News
ଭୁବନେଶ୍ୱର, ୭/୧୨ : ଆଜି ପୁଣି ଗୃହରେ ଛତୁଆ ଅପ୍ରମିଶ୍ରଣ ପ୍ରସଙ୍ଗ ଉଠିଛି । ଏସଏସଜି ଗ୍ରୁପ୍ ଅପମିଶ୍ରିତ ଛତୁଆ ଦେଉଥିବା ନେଇ ସ୍ପଷ୍ଟ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ସମ୍ପୃକ୍ତ ଗ୍ରୁପ୍ ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଉପ ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ଦେଇଛନ୍ତି ।ଉପମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଅନୁସାରେ ୧୨୫ଟି ଏସଏସଜି ଗ୍ରୁପ ଅପମିଶ୍ରୀତ ଛତୁଆ ଦେଉଥିବା ନଜରକୁ ଆସିଥିଲା । ସେମାନଙ୍କ ବିରୋଧରେ Continue Reading
Odisha News
ଭୁବନେଶ୍ୱର, ୭/୧୨ : ରାଜଧାନୀ ଘରଭଡ଼ା ଦେବା ନାଁରେ ଡେଣ୍ଟିଷ୍ଟଙ୍କୁ ଚୂନ ଲଗାଇଲେ ଦଲାଲ। ଘରଭଡ଼ା ଦେବାକୁ କହି ୨ମାସର ଅଗ୍ରୀମ ଟଙ୍କା ନେଇଗଲା। ହେଲେ ଶେଷରେ ନାଁ ଘର ମିଳିଲା, ନାଁ ଟଙ୍କା ଫେରିପାଇଲେ ଡେଣ୍ଟିଷ୍ଟ। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଏନେଇ ଡେଣ୍ଟିଷ୍ଟ ଜ୍ୟୋତିପ୍ରକାଶ ସାହୁ ଇନଫୋସିଟି ଥାନାରେ ଅଭିଯୋଗ କରିଛନ୍ତି।ଯାଜପୁରରୁ ଆସିଥିବା ଜ୍ୟୋତି ପ୍ରକାଶ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଇଣ୍ଟର୍ନସିପ ପାଇଁ ଆସିଥିଲେ। ରାସ୍ତାକଡ଼ରେ Continue Reading
Odisha News
ସମ୍ବଲପୁର,୬/୧୨ : ଗିରଫ ହେଲେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ । ଏସିଏଫ ରେବତୀ ରମଣ ଯୋଶୀଙ୍କୁ ଆଜି ଗିରଫ ଭିଜିଲାନ୍ସ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ପରେ ଗିରଫ କରାଯାଇଛି।ଏସିଏଫ ରେବତୀ ରମଣ ଯୋଶୀଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ମାଳ ମାଳ ସମ୍ପତ୍ତିକୁ ଠାବ କରାଯାଇଛି। ଚଢାଉ ବେଳେ ସମ୍ବଲପୁର ଟାଉନରୁ ଏକ ୩ ମହଲା ସମେତ ୩ କୋଠା ମିଳିଛି। ସମ୍ବଲପୁର ଓ ବରଗଡ଼ରେ […]Continue Reading