Home Articles posted by odadmin (Page 589)
Odisha News
ଭୁବନେଶ୍ୱର,୮/୧: ରାଜଧାନୀର ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଅତି ବୀଭତ୍ସ ଭାବେ ବୁଧବାର ହତ୍ୟା କରାଯାଇଛି।ଉକ୍ତ ଘଟଣାରେ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍କାଡ୍ ନୟାଗଡ଼ ଜିଲା ଶରଣକୂଳରୁ ମହିଳାଙ୍କ ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ କେଦାରପଲ୍ଲୀ ନିବାସୀ। ଏମାନେ ପୂର୍ବରୁ ଜେଲ୍ ଯାଇଥିଲେ। ଏହି ହତ୍ୟା କାଣ୍ଡ ଯୋଜନାବଦ୍ଧ ଥିଲା ବୋଲି ଜଣାପଡ଼ିଛି।ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ବରର ଜନଗହଳିପୂର୍ଣ୍ଣ ରସୁଲଗଡ଼ରୁ ବାଣୀବିହାର ମେନ Continue Reading
Odisha News
ଭୁବନେଶ୍ୱର,୮/୧: ଠକେଇ ମାମଲାରେ ମଙ୍ଗଳବାର କୋର୍ଟ ବ୍ରହ୍ମପୁର ସଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଦୋଷମୁକ୍ତ କରିଛନ୍ତି। ଏହାପରେ ବୁଧବାର ଖବରଦାତା ସମ୍ମିଳନୀରେ ବର୍ଷିଛନ୍ତି ପ୍ରଦୀପ। ନିଜ ବିରୋଧରେ ମିଛ ମାମଲା ଏବଂ ତାଙ୍କର ଗିରଫଦାରୀକୁ ନେଇ ଜଣେ ଆଇପିଏସ ଅଫିସରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ସାଂସଦ।ପ୍ରଦୀପ କହିଛନ୍ତି, ” ସେମାନେ ମୋତେ ଦଳରୁ ବହିଷ୍କାର କଲେ ତାଙ୍କୁ ରାଜ୍ୟବାସୀ ବହିଷ୍କାର କରିଛନ୍ତି। ଆଗକୁ ଓଡ଼ିଆ ନୂଆ ବର୍ଷ ଆସୁଛି, ସେତେବେଳେ ସବୁ Continue Reading
Odisha News
ଭୁବନେଶ୍ୱର,୮/୧: ଏକ ଲଜ୍ଜାଜନକ ଘଟଣାରେ ରେଳବାଇ ସୁରକ୍ଷା ବଳ (ଆରପିଏଫ) ର ସହକାରୀ ସବ-ଇନ୍ସପେକ୍ଟର (ଏଏସଆଇ) ଭୁବନେଶ୍ୱରରେ ସାହାଯ୍ୟ କରିବା ବାହାନା କରି ଜଣେ ଯୁବତୀଙ୍କ ସହିତ ଅସଦାଚରଣ ଅଭିଯୋଗରେ ବୁଧବାର ଗିରଫ ହୋଇଛନ୍ତି। ଯୁବତୀ ଜଣକ ପୋଲିସ ନିକଟରେ ଅଭିଯୋଗ କରିବା ପରେ ନିରଞ୍ଜନ ଜେନା ନାମକ ଅଭିଯୁକ୍ତଙ୍କୁ ଗିରଫ ହୋଇଛନ୍ତି।ଖବର ଅନୁଯାୟୀ, ଜଗତସିଂହପୁରର ଯୁବତୀ ଜଣ ଦୁଇ ଦିନ ପୂର୍ବରୁ ପ୍ଲାଟଫର୍ମରେ ଓହ୍ଲାଇଥିଲା। ତାଙ୍କ ହଷ୍ଟେଲ ବନ୍ଦ ଥିବା ଜାଣିବା Continue Reading
Top Stories
Dr. S. Jaishankar Lauds Overseas Indians for Nation-Building Efforts By Sukant Mohanty Bhubaneswar, Jan. 8: The 18th Pravasi Bharatiya Divas (PBD) officially began on Wednesday at Janata Maidan in Odisha’s capital, Bhubaneswar. Odisha Chief Minister Mohan Charan Majhi and External Affairs Minister Dr. S. Jaishankar inaugurated the event, which celebrates the contributions Continue Reading
Odisha News
ଭୁବନେଶ୍ୱର, ୮/୧: ଭୁବନେଶ୍ୱର ଜନତା ମଇଦାନରେ ୧୮ ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ବୁଧବାର ଶୁଭାରମ୍ଭ ହୋଇଛି ।ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଯୁବ ସମାବେଶରୁ ଆରମ୍ଭ ହେଲା ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ।ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ପ୍ରବାସୀ Continue Reading
Odisha News
ଭୁବନେଶ୍ବର,୮/୧: ରାଜଧାନୀ ଭୁବନେଶ୍ବରରେ ଯୁବକଙ୍କୁ ବୀଭତ୍ସ ହତ୍ୟା। ଜନଗହଳିପୂର୍ଣ୍ଣ ରସୁଲଗଡ଼ରୁ ବାଣୀବିହାର ମେନ୍ ରୋଡ୍‌ରେ ବୁଧବାର ସକାଳୁ ସକାଳୁ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତ ହାଣିଦେଇଛନ୍ତି।ଦୁର୍ବୃତ୍ତ ଯୁବକଙ୍କ ମୁଣ୍ଡ କାଟି ଦେଇଥିବାବେଳେ ବେକ ଓ ଗୋଡ଼ ମଧ୍ୟ ଆଘାତ ଲାଗିଛି। ମୃତ ଯୁବକଙ୍କ ପରିଚୟ ମିଳିନି। ତାଙ୍କ ବେକ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ମୃତଦେହ ନିକଟରେ ଏକ ସ୍କଟି ବି ପଡ଼ିଛି।କିଏ ଓ କାହିଁକି ବୀଭତ୍ସ ଭାବେ ହତ୍ୟା Continue Reading
Odisha News
ଭୁବନେଶ୍ୱର,୮/୧: ଆଜିଠୁ ତିନିଦିନ ଧରି ଓଡ଼ିଶାରେ ଆରମ୍ଭ ହେବ ପ୍ରବାସୀ ଭାରତୀୟ ସମ୍ମେଳନ। ଓଡ଼ିଶାରେ ପ୍ରଥମଥର ପାଇଁ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ଆୟୋଜନ କରାଯାଉଛି।ଏହା ସମ୍ମେଳନ ଯୁବ ସମାବେଶରୁ ଆରମ୍ଭ ହେବ। ଏହି ସମ୍ମେଳନରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଅନ୍ୟାନ୍ୟ ମନ୍ତ୍ରୀମଣ୍ଡଳ ଓ ବିଦେଶରୁ ପ୍ରବାସୀମାନେ ଆସି ଯୋଗଦେବେ। ଓଡ଼ିଶାର କଳାକୃତି ଓ ସଂସ୍କୃତିର ଛାପ ଏହି ସମ୍ମେଳନରେ ପରିଲିକ୍ଷିତ ହେବ।ଏହି ସମ୍ମେଳନ ପାଇଁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଏକ Continue Reading