Home Articles posted by odadmin (Page 582)
Odisha News
ଭୁବନେଶ୍ୱର,୧୫/୧: ଓଡ଼ିଶା ସରକାର ବରିଷ୍ଠ ଓଏଏସ୍ ଅଧିକାରୀ ଆଲୋକ କୁମାର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ତଥା ଜନ ଅଭିଯୋଗ ବିଭାଗ (GA&PG) ବିଜ୍ଞପ୍ତି ପ୍ରକାଶ ପାଇଛି।ବିଜ୍ଞପ୍ତି ଅନୁଯାୟୀ, କେନ୍ଦୁଝର ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ୍ (ଏଡିଏମ୍) ଭାବରେ କାର୍ଯ୍ୟ କରୁଥିବା ଆଲୋକ କୁମାର ପ୍ରଧାନଙ୍କୁ ଓମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବରେ ପୋଷ୍ଟ Continue Reading
Odisha News
କେନ୍ଦୁଝର,୧୫/୧ : ନିର୍ବାଚନ ବେଳେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ଆଜି ତାହା ଲୋକଙ୍କ ସରକାର ପୂରଣ କରିଛନ୍ତି । ଯାହା କଥା ଦିଆଯାଇଥିଲା ତାହାକୁ ତ୍ୱରିତ ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯାଇଛି । କେନ୍ଦୁଝରରେ ଆୟୋଜିତ ସାମାଜିକ ସୁରକ୍ଷା ବର୍ଦ୍ଧିତ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ବୁଧବାର ଜନସେବା ଦିବସ ଅବସରରେ କେନ୍ଦୁଝର ଠାରେ ସାମାଜିକ ସୁରକ୍ଷା ବର୍ଦ୍ଧିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମର Continue Reading
Odisha News
ଭୁବନେଶ୍ୱର,୧୫/୧: ରାଜ୍ୟରେ ରାତି ତାପମାତ୍ରା ବା ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି। ମଙ୍ଗଳବାର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୦.୫ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୧୧.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।୧୭ ତାରିଖଠାରୁ ପରବର୍ତ୍ତୀ ୩ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବା ନେଇ ପୂର୍ବାନୁମାନ Continue Reading
National News
NEW DELHI, JAN 15 : Dense fog blanketed parts of the national capital on Wednesday morning, reducing visibility and disrupting over 100 flights and 26 trains. The minimum temperature dropped to 6 degrees Celsius, 1.4 notches below normal, as the city experienced another chilly morning. The India Meteorological Department (IMD) reported minimum visibility of 200 […]Continue Reading
Odisha News
ଭୁବନେଶ୍ୱର, ୧୫/୧ : ବିମାନବନ୍ଦରରୁ ଜବତ ହେଲା ନିଶାଦ୍ରବ୍ୟ । ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହୋଇଛି ୪କୋଟି ଟଙ୍କାର ନିଶାଦ୍ରବ୍ୟ । କଷ୍ଟମ ବିଭାଗ ଓ ଡିଆର୍‌ଆଇ ଟିମ୍ ଏହି ନିଶା ସାମଗ୍ରୀକୁ ଧରିଛି ।ସୂଚନା ଅନୁଯାୟୀ, ଭୁବନେଶ୍ବର ଏୟାରପୋର୍ଟରୁ ଧରା ହୋଇଛନ୍ତି ୪ କୋଟିର ଦାମୀ ନିଶାଦ୍ରବ୍ୟ । ଏହି ନିଶା ଦ୍ରବ୍ୟ ବ୍ୟାଙ୍କକ୍ ରୁ ଆସିଥିବା ସୂଚନା ମିଳିଛି । ସୂତ୍ରରୁ ଖବର ପାଇ ଏୟାରପୋର୍ଟରୁ ଧରିଛି କଷ୍ଟମ ବିଭାଗ । ନିଶାଦ୍ରବ୍ୟକୁ […]Continue Reading
Odisha News
ପୁରୀ, ୧୪/୧: ପୁରୀରେ ବରଗଡର କଂସ ମହାରାଜ । ପାପମୋଚନ ପାଇଁ ପୁରୀ ମହୋଦଧିରେ ବୁଡ଼ ପକାଇଲେ ବରଗଡ଼ ଧନୁଯାତ୍ରାର କଂସ ଭୂମିକାରେ ଅଭିନୟ କରିଥିବା କଳାକାର ଭୁବନେଶ୍ୱର ପ୍ରଧାନ । ଧନୁଯାତ୍ରାରେ ଅଭିନୟ ବେଳେ ଭଗବାନ କୃଷ୍ଣ-ବଳରାମଙ୍କ ପ୍ରତି କଟୁକ୍ତି କରିଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି।ଏଗାର ଦିନ ଧରି ଚାଲିଥିବା ବରଗଡ଼ ଧନୁଯାତ୍ରାର ଗତରାତିରେ ଯବନିକା ପଡ଼ିବା ପରେ ଆଜି ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି ଭୁବନେଶ୍ୱର ପ୍ରଧାନ ।ମହୋଦଧିରେ ସ୍ନାନ କରି ନିଜର Continue Reading
National News
NEW DELHI, JAN 14 : Seeking an apology from social media giant Meta for “tarnishing” India’s image, BJP MP Nishikant Dubey, who heads the Parliament’s Standing Committee on Communications and Information Technology, said on Tuesday that the panel will summon the firm following its chairman’s comments that India’s ruling dispensation lost Continue Reading
Odisha News
ଓଡ଼଼ିଶା,୧୪/୧ : ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ମିଳିପାରେ କ୍ଷୀର। ପିଲାଙ୍କୁ ପୋଷଣ ଓ ପ୍ରୋଟିନ୍ ଯୋଗାଇବାକୁ ରାଜ୍ୟ ସରକାର ଏପରି ଏକ ଯୁଗାନ୍ତକାରୀ ପଦକ୍ଷେପ ନେବାକୁ ଯାଉଛନ୍ତି।ଏଥିନିମନ୍ତେ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହୋଇଛି। ଆଗାମୀ ଦିନରେ ଏହାକୁ ସମଗ୍ର ରାଜ୍ୟରେ କାର୍ଯ୍ୟରୀ କରିବା ନିମନ୍ତେ ଯୋଜନା ପ୍ରସ୍ତୁତ ହେଉଥିବା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।ରାଷ୍ଟ୍ରପତିଙ୍କ ଜିଲ୍ଲା Continue Reading