Home Articles posted by odadmin (Page 583)
Odisha News
ଓଡ଼଼ିଶା,୧୪/୧ : ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ଏହି ପର୍ବ ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ ନାମରେ ପାଳନ କରାଯାଇଥାଏ । ଯଥା ଦକ୍ଷିଣ ଭାରତରେ ପୋଙ୍ଗଲ, ପଞ୍ଜାବରେ ଲୋରୀ ଓ ଉତ୍ତର-ପୂର୍ବରେ ମାଘ ବିହୁ ଭାବେ ପାଳନ କରାଯାଇଥାଏ। ଆଜି ଠାରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହେବ। ଏଥିପାଇଁ ଏହି ସଂକ୍ରାନ୍ତିକୁ ଉତ୍ତରାୟଣ ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ।ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଯୋଗୁଁ ଦିନ କ୍ରମଶଃ ବଡ ହୁଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୪/୧ : ବୌଦ୍ଧରେ ଜାତୀୟ ମତଦାନ ଦିବସ,୨୦୨୫ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି ।ଜିଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜାତୀୟ ମତଦାନ ଦିବସ ପାଳନ ପାଇଁ ସମସ୍ତ କାର୍ଯ୍ୟପନ୍ଥା ଚୁଡାନ୍ତ କରାଯାଇଥିଲା । ଜାନୁୟାରୀ ୨୫ ତାରିଖରେ ସମସ୍ତ ବୁଥସ୍ତରରେ ମଧ୍ୟ ଜାତୀୟ ମତଦାନ ଦିବସ ପାଳନ ପାଇଁ ନିଷ୍ପତି ଗ୍ରହଣ Continue Reading
Top Stories
By Subrat Sarangi Bhubaneswar, Jan. 13 – Jindal Steel & Power (JSP), Angul, has been awarded the prestigious 1st Prize at the State-Level Flower Exhibition-2025, held at the Regional Plant Resource Centre (RPRC), Ekamra Kanan Botanical Garden in Bhubaneswar. The Annual State-Level Flower Exhibition, inaugurated by the Honorable Chief Minister of Odisha, Shri Mohan Continue Reading
Odisha News
ଭୁବନେଶ୍ୱର, ୧୩/୧୧: ୧୯୭୫ ମସିହାରେ ତତ୍କାଳୀନ ଇନ୍ଦିରା ଗାନ୍ଧୀ ସରକାର ଲାଗୁ କରିଥିବା ଜରୁରୀକାଳୀନ ପରିସ୍ଥିତିରେ ଯେଉଁମାନେ ଜେଲ୍ ଯାଇଥିଲେ ସେମାନଙ୍କ ପାଇଁ ଆସିଛି ବଡ଼ ଖବର ।ଜରୁରୀ ପରିସ୍ଥିତିରେ ସରକାର ବିରୋଧରେ ଲଢ଼ି ଯେଉଁମାନେ ଜେଲରେ ଅଟକ ଥିଲେ ସେମାନଙ୍କୁ ରାଜ୍ୟ ସରକାର ଭତ୍ତା ପ୍ରଦାନ କରିବେ । ସମସ୍ତ ଜୀବିତ ବ୍ୟକ୍ତିଙ୍କୁ ରାଜ୍ୟ ସରକାର ମାସିକ ୨୦ ହଜାର ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରିବାକୁ ସୋମବାର ଘୋଷଣା କରିଛନ୍ତି ।୧୯୭୫, ଜୁନ ୨୫ରୁ Continue Reading
Odisha News
ନୂଆଦିଲ୍ଲୀ,୧୩/୧: ଆୟୁଷ୍ମାନ ଭାରତ ଯୋଜନା ପାଇଁ ସୋମବାର ଏମଓୟୁ ସ୍ବାକ୍ଷର ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଏମଓୟୁ ସ୍ବାକ୍ଷରିତ ହୋଇଛି । ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ଏମଓୟୁ ।୧.୩ କୋଟି ପରିବାରକୁ ଆୟୁଷ୍ମାନ ଭାରତ କାର୍ଡ ମିଳିବ । ୱାନ ନେସନ ୱାନ ହେଲଥ କାର୍ଡ ଯୋଜନାର ପରିସରଭୁକ୍ତ । ଏହି ଯୋଜନା ୩୦ ହଜାର ହସ୍ପିଟାଲ ସହ ଅନୁବନ୍ଧିତ ରହିବ । ସାରା […]Continue Reading
National News
NEW DELHI, JAN 13 : Union minister Ashwini Vaishnaw countered Facebook founder Mark Zuckerberg on Monday on his claim that after the COVID-19 pandemic, most incumbent governments, including the one in India, lost elections in 2024, asserting that his statement was “factually incorrect”. In a post on X, Vaishnaw said as the world’s largest democracy, […]Continue Reading
Odisha News
ଭୁବନେଶ୍ୱର,୧୩/୧ : ରାଜଧାନୀ ଭୁବନେଶ୍ବର ଉପକଣ୍ଠ ଯାଆଁଳା ଫାଣ୍ଡି ସାମ୍ନାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଟାଟା ଏସିଇକୁ ଧକ୍କା ଦେଲା ଏକ କାର୍ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଜଣେ ଗୁରୁତର ଆହତ ହୋଇଛନ୍ତି ।ସୂଚନା ଅନୁଯାୟୀ ଖୋର୍ଦ୍ଧା ଆସୁଥିବା କାର୍ ଭୁବନେଶ୍ବର ଯାଉଥିବାବେଳେ ହଠାତ ରୋଡ୍ ଡିଭାଇଡର ଭାଙ୍ଗି ବିପରୀତ ପଟୁରୁ ଟାଟା ଏସିଇକୁ ଧକ୍କା ଦେଇଥିଲା।ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟଭଦ୍ରକ, ୧୩/୧: କୁଶଳୀ ହେବେ ଆଇଟିଆଇ ଛାତ୍ରଛାତ୍ରୀ। ବଢିବ ଟିପିଏନଓଡିଏଲ କର୍ମଚାରୀଙ୍କ ଦକ୍ଷତା। ସୁରକ୍ଷା ପଦ୍ଧତି ଏବଂ କାର୍ଯ୍ୟ ପ୍ରଣାଳୀ ସମ୍ପର୍କିତ ତାଲିମ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପିଏନଓଡିଏଲ ପକ୍ଷରୁ ଭଦ୍ରକ ଜିଲ୍ଲା ସ୍ଥିତ ରାହାଞ୍ଜରେ ନୂତନ କୌଶଳ ବିକାଶ କେନ୍ଦ୍ରର ଲୋକାର୍ପଣ କରାଯାଇଛି।ଏହି କୌଶଳ ବିକାଶ କେନ୍ଦ୍ର ଟିପିଏନଓଡିଏଲର କର୍ମଚାରୀଙ୍କ ଦକ୍ଷତା ବିକାଶ କରିବା ସହିତ ବିଏ କର୍ମଚାରୀ ଓ Continue Reading
Odisha News
ଭୁବନେଶ୍ୱର, ୧୩/୧ : ଦିନରେ ପାଟିରେ ତୂଳୀ ଧରି ଆଙ୍କୁଥିଲେ ସୁନ୍ଦର କଳାକୃତି, ଆଉ ଏବେ ତୀର ଧରି ହୋଇଛନ୍ତି ବିଜୟୀନି । ଜାତୀୟ ତୀରନ୍ଦାଜୀ ପ୍ରତିଯୋଗିତାରେ ଚମକିଛନ୍ତି ଓଡ଼ିଆ ଝିଅ ପାୟଲ ନାଗ (୧୭) ।ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଥିବା ଷଷ୍ଠ ଜାତୀୟ ତୀରନ୍ଦାଜୀ ପ୍ରତିଯୋଗିତାରେ ବଲାଙ୍ଗିର ଝିଅ ପାୟଲ ନାଗ ପ୍ରଥମ ସ୍ଥାନ ହାସଲ କରି ୨ଟି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି ।ଦେଶର ବିଭିନ୍ନ ରାଜ୍ୟରୁ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ପଛରେ ପକାଇ Continue Reading
Odisha News
ଭୁବନେଶ୍ୱର,୧୩/୧: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ପାଦେ ଆଗେଇଛି ଓଡ଼ିଶା। ଓଡ଼ିଶାରେ ଖୁବଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା। ଏଥିପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଯୋଜନାକୁ ଲାଗୁ କରିବା ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା, ରାଜ୍ୟ Continue Reading