Home Articles posted by odadmin (Page 571)
Odisha News
ଭୁବନେଶ୍ୱର,୨୨/୧୨ : ଗୋଟିଏ ଲଘୁଚାପର ପ୍ରଭାବ ଏଯାଏଁ ସଂପୂର୍ଣ୍ଣ ସମାପ୍ତ ହୋଇନଥିବା ବେଳେ ଆସିଛି ଆଉ ଏକ ଲଘୁଚାପ। ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ଦୁଇ ତିନି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଉ ଏକ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ତାରିଖରୁ ପୁଣି ହୋଇପାରେ ବର୍ଷା। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ‘ଏକ୍ସ’ ଯୋଗେ ଦେଇଛନ୍ତି ଏହି ସୂଚନା।ଶ୍ରୀ ଦାସ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ Continue Reading
Odisha News
ଭୁବନେଶ୍ୱର,୨୨/୧୨ : ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କର ରବିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ତେବେ ତାଙ୍କର ମୃତ୍ୟୁ କେମିତି ହେଲା, ତାହା ସ୍ପଷ୍ଟ ହୋଇପାରିନାହିଁ।ମିଳିଥିବା ସୂଚନା ଅନୁଯାୟୀ, ବିଜୟ ମହାନ୍ତି ଭୁବନେଶ୍ୱରର ଏକ ଗେଷ୍ଟ ହାଉସ୍‌ରେ ଥିଲେ। କିନ୍ତୁ ସେଠାରେ ଅଚେତ ହୋଇଯାଇଥିଲେ। ଫଳରେ ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି Continue Reading
Business News Top Stories
By Subrat Sarangi Balasore,Dec.22 : Tata Group is always concerned for the betterment of environment and Society. As part of its ongoing commitment to social responsibility and sustainability, CSR Team of TPNODL organized a grand clean-up drive at Chandipur Sea Beach. This initiative, held under the company’s employee volunteering program, witnessed enthusiastic Continue Reading
Odisha News
ପୁରୀ, ୨୨/୧୨ : ଜଗନ୍ନାଥପ୍ରେମୀଙ୍କ ଖୁସିର ଖବର । ଜାନୁଆରୀ ପହିଲାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବେ ଧାଡି ଦର୍ଶନ ପ୍ରକ୍ରିୟା । ୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ହେବ ପୁରୁଣା ପ୍ରକ୍ରିୟା । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।ଶନିବାର ଶ୍ରୀମନ୍ଦିରରେ ଧାଡି ଦର୍ଶନ ନେଇ ମୁଖ୍ୟ ପ୍ରଶାସକଙ୍କ ସହ ସମୀକ୍ଷା କରିଥିଲେ ଆଇନ୍‌ମନ୍ତ୍ରୀ । କାମ ସନ୍ତୋଷଜନକ ଭାବେ ଚାଲିଥିବା ଦେଖିଥିଲେ । ୨୭ ଏବଂ ୨୮ ତାରିଖ ସୁଦ୍ଧା […]Continue Reading
National News
NEW DELHI, DEC 22 : Congress president Mallikarjun Kharge on Sunday hit out at the government for tweaking an election rule to prevent public inspection of certain electronic documents, alleging it is part of the Modi government’s “systematic conspiracy” to destroy the institutional integrity of the Election Commission. Kharge also said the Modi Continue Reading
National News
Punjab , Dec 22 : One more body was recovered by the Indian Army and the NDRF on Sunday from the site where a four-story building collapsed on Saturday evening in Punjab’s Mohali, leaving several people feared trapped under the debris. One male body was recovered during the ongoing rescue operation, Sub-Divisional Magistrate, Mohali, Damandeep […]Continue Reading
Odisha News
ରାଉରକେଲା, ୨୨/୧୨ : ସୁନ୍ଦରଗଡ଼ ବଣାଇ ରେଞ୍ଜର ଜକେଇକଳା ରୁଗୁଡ଼ି ସାହିର ଘରୁ ବାହାରୁଥିବା ବେଳେ ଧରଣୀଧର ପାତ୍ରଙ୍କୁ ଦନ୍ତାହାତୀ କଚାଡି ଦେଇଥିଲାକ୍ଷ ଗୁରୁତର ଅବସ୍ଥାରେ ତାଙ୍କୁ ବଣାଇ ଡାକ୍ତଖାନାରେ ଭର୍ତି କରାଯାଇଥିଲା କ୍ଷ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ କ୍ଷକ୍ଷତିପୂରଣ ଓ ହାତୀକୁ ଘୋଡାଇଦେବା ଦାବିରେ ସ୍ଥାନୀୟ ବାସିନ୍ଦା ଡିଏଫଓଙ୍କ ବାସଭବନ ଘେରାଉ କରିଥିଲେକ୍ଷ ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା କ୍ଷ ପୁଲିସ ଓ ବନ Continue Reading
Odisha News
ରାଉରକେଲା , ୨୨/୧୨ : ମାରାଥନ୍ କାର୍ଯ୍ୟକ୍ରମ ବେଳେ ଫୁଟିଲା ଗୁଳି। ଗୁଳିମାଡରେ ଜଣେ ଯୁବକ ଆହତ ହୋଇଛନ୍ତି। ଘଟଣା ଘଟିଛି ରାଉରକେଲା ସେକ୍ଟର ୩ ଥାନା ଅଞ୍ଚଳରେ। ଯୁବକଙ୍କ ପିଠିରେ ଗୁଳି ବାଜିଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି। ହେଲେ ଗୁରୁତର ଯୁବକ ଜଣଙ୍କ ହେଲେ ସଲିଳ କୁମାର ସାହୁ।ସଲିଳ ଜଣକ ରାଉରକେଲାର ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ। ସେ ମାରାଥନ ଆୟୋଜନ କରିଥିଲେ। ଆଜି ସକାଳେ ମାରାଥନ କାର‌୍ୟ୍ୟକ୍ରମ ଚାଲିଥିବା Continue Reading