କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୨/୧୨ : ବୌଦ୍ଧସ୍ଥିତ ଲକ୍ଷଣ୍ଡିବନ୍ଧ ଠାରେ ଅବସ୍ଥାପିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ତରଫରୁ ବୌଦ୍ଧ ବ୍ଲକ ଗୋଛାପଡା ପଞ୍ଚାୟତ ର ଲୁମୁରଜେନା ଗ୍ରାମରେ ୧୩ ଦିନ ବ୍ୟାପି ଚାଲିଥିବା କୃଷି ଉଦ୍ୟମି ତାଲିମ ଉଦଯାପିତ ହୋଇଯାଇଅଛି କ୍ଷ ଲୁମୁରଜେନା ଗ୍ରାମ ର ୩୫ ଜଣ ପ୍ରଶିକ୍ଷାର୍ଥୀ ମାନେ ଏହି ତାଲିମ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ଆରସେଟି ନିର୍ଦେଶକ ଶ୍ରୀ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୧/୧୨ : ସନ୍ଧ୍ୟା ୫ ଘଣ୍ଟିିକା ସମୟରେ ଆଜି ଜିଲ୍ଲାପାଳଙ୍କ ସଦ୍ଭାବନା ସଭା ଗୃହରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ ପଣ୍ଡା, ବୌଦ୍ଧଙ୍କ ଅଧ୍ୟକ୍ଷତାରେ ଧରିତ୍ରୀ ଆବା ଜନଜାତୀୟ ଗ୍ରାମୀଣ ଉତକର୍ଷ (DA-JGUA) ଯୋଜନା ସମ୍ବନ୍ଧରେ ଏକ ମନ୍ଥନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଅନିରୁଦ୍ଧ ପ୍ରଧାନ,ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଜିଲ୍ଲା Continue Reading
ଭୁବନେଶ୍ୱର, ୨୧/୧୨ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓ ତତ୍ ପରବର୍ତ୍ତୀ ଅବପାତ ପ୍ରଭାବରେ ଗତକାଲିଠାରୁ ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଆସନ୍ତାକାଲି ବର୍ଷାର ପରିମାଣ ବହୁ ମାତ୍ରାରେ କମିଯିବାର ସମ୍ଭାବନା ରହିଛି। ଆଜି ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ସ୍ଥିତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି।ସେ ଦେଇଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ୟ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, Continue Reading
ଭୁବନେଶ୍ୱର, ୨୧/୧୨ : ଆସନ୍ତା ଜାନୁଆରୀ ମାସରେ ମିଳିପାରେ ସୁଭଦ୍ରା ଟଙ୍କା। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୨୦ଲକ୍ଷରୁ ଅଧିକ ମହିଳାଙ୍କୁ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ତେବେ ବଣ୍ଡା ଘାଟିରେ ୧୨ହଜାରରୁ ଅଧିକ ମହିଳା ସୁଭଦ୍ରା ପାଇଁ ଆବେଦନ କରିଛନ୍ତି ।୯ହଜାର ମହିଳା ପ୍ରଥମ କିସ୍ତି ପାଇଛନ୍ତି, ୩ହଜାର ମହିଳା ଏଯାଏଁ ପାଇ ନାହାଁନ୍ତି । ତେବେ ଯେଉଁ ପ୍ରତିବନ୍ଧ ଥିଲା ତାର ସମାଧାନ ହୋଇଥିବା Continue Reading
ଭୁବନେଶ୍ୱର, ୨୧/୧୨ : ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ଏହା ଘଣ୍ଟା ପ୍ରତି ୭ ଗତିରେ ପୂର୍ବ ଉତ୍ତର ପୂର୍ବ ଦିଗରେ ଗତି କରୁଛି। ଏହା ବର୍ତ୍ତମାନ ଗୋପାଳପୁରଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୬୦୦ କିଲୋମିଟର ଦୂରରେ ରହିଛି। ଏହି ଅବପାତଟି ଆସନ୍ତା ୧୨ ଘଣ୍ଟା ଭିତରେ ଦୁର୍ବଳ ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।ଲଘୁଚାପ ପ୍ରଭାବରେ ଗତକାଲିଠୁ ରାଜ୍ୟରେ ବର୍ଷା ଜାରି ରହିଛି। ଆଜି ବି ଉପକୂଳ […]Continue Reading
ପ୍ରମୋଦ ସାହୁକାରଙ୍କ ରିପୋର୍ଟମୁନିଗୁଡା,୨୧/୧୨ : ଚଳିତବର୍ଷ ଖରିଫ୍ ଧାନ କିଣିବା ପାଇଁ ରାୟଗଡା ଜିଲ୍ଲାରେ ଗତ ୧୭ତାରିଖରୁ ମଣ୍ଡି ଆରମ୍ଭ ହୋଇଥିବା ବେଳେ ଶୁକ୍ରବାର ମୁନିଗୁଡ଼ା ଲେମ୍ପସ ଅଧିନରେ ଥିବା କୁମୁଡାବାଲିସ୍ଥିତ ଆରଏମସି ବଜାର ପ୍ରାଙ୍ଗଣ ପରିସରରେ ମୁନିଗୁଡା ଲେମ୍ପସ ତରଫରୁ ଖରିଫ ଧାନ ମଣ୍ଡିର ଉଦଘାଟିତ ହୋଇଯାଇଛି । ମୁନିଗୁଡା ଲେମ୍ପସର ଏମଡି ଆଦିତ୍ୟ ରଞ୍ଜନ ମହାଙ୍କୁଡଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ଅତିଥିଭାବେ ଆରାଇ ତଥା Continue Reading
MAGDEBURG, DEC 21 : A car plowed into a busy outdoor Christmas market in the eastern German city of Magdeburg on Friday, killing at least two people and injuring at least 60 others in what authorities called a deliberate attack. The driver was arrested at the scene shortly after the car barreled into the market […]Continue Reading
ଭୁବନେଶ୍ୱର, ୨୧/୧୨ : ଆଜି ହେଉଛି ବର୍ଷର ସବୁଠାରୁ ଛୋଟ ଦିନ । ଭୁବନେଶ୍ୱର ପାଇଁ ୨୧ ଡିସେମ୍ବର ୨୦୨୪, ଶନିବାରରେ ଦିନ ଛୋଟ ହେବ ରାତି ସମୟ ଲମ୍ବା ରହିବ । ଭୁବନେଶ୍ଵରରେ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ୍ ୨୪ ସେକେଣ୍ଡ ପର୍ଯ୍ୟନ୍ତ ସୂର୍ଯ୍ୟାଲୋକ ରହିବ ।ଆଉ ତା ପରେ ସୂର୍ଯ୍ୟ ଅସ୍ତ ହୋଇଯିବେ । ଆଉ ଦୀର୍ଘତମ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ୩୬ ସେକେଣ୍ଡ ରବିବ ବୋଲି ମହାକାଶ […]Continue Reading
By Subrat Sarangi Bhubaneswar, Dec 20: A dissemination meeting was organized today by Youth4Water Plus, with support from UNICEF Odisha, to share key takeaways and experiences from the recently concluded Conference of Parties 29 (COP29) held in Baku. The event took place at the Press Club in Bhubaneswar. In his address, William Hanlon Jr., Chief […]Continue Reading
ମାଲକାନଗିରି, ୨୦/୧୨ : ରାଜ୍ୟ ସରକାର ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିକୁ ବିକଶିତ କରିବେ। ଏଠାରେ ବସବାସ କରୁଥିବା ଆଦିମ ଜନଜାତିଙ୍କୁ ମୌଳିକ ସୁବିଧା ମିଳିବ। ସରକାରୀ ଯୋଜନାରୁ ବଣ୍ଡା ଜନଜାତିର ଲୋକେ ବଞ୍ଚିତ ହେବେ ନାହିଁ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁକ୍ରବାର ବଣ୍ଡାଘାଟିକୁ ଗସ୍ତ କରିବା ଅବସରରେ ଏହି ପ୍ରତିଶ୍ରୁତି ଦେଇଛନ୍ତି।‘ସୁଭଦ୍ରା’ ଯୋଜନାରୁ ବଂଚିତ ରହିବା ଓ ବଣ୍ଡାଘାଟିକୁ ଆବାସ ଯୋଜନା ନପହଞ୍ଚିବା ନେଇ ଦୌନିକ ‘ସମ୍ବାଦ’ରେ ଖବର Continue Reading




