Home Articles posted by odadmin (Page 56)
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧/୮ : ଖୋରଧା ନିକଟସ୍ଥ ବିଭିନ୍ନ ସ୍ଥାନରୁ ପ୍ରତ୍ୟେକ ଦିନ ନିଶାଦ୍ରବ୍ୟ ବେପାରୀ ଗିରଫ ହେଉଥିବା ଖବର ପ୍ରକାଶ ପାଉଛି।ଏହି ସପ୍ତାହ ମଧ୍ୟରେ ପ୍ରାୟ କୋଟି କୋଟି ଟଙ୍କାର ଗଞ୍ଜେଇ ବ୍ରାଉନସୁଗର ଧରାଯାଇଥିବା ବେଳେ ଅନେକ ନିଶା ବେପାରୀ ଗିରଫ ହୋଇଛନ୍ତି।ଓଡ଼ିଶାରୁ ଦେଶର ବିଭିନ୍ନ ରାଜ୍ୟକୁ ଚାଲିଥିବା ସଂଗଠିତ ଗଞ୍ଜେଇ ଚୋରାଚାଲାଣ ବିରୋଧରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ.ଟି.ଏଫ) ଶୁକ୍ରବାର ଏକ ବଡ଼ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩୧/୭ : ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ସଦଭାବନା ସଭାଗୃହ ମଧ୍ୟରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ \”ଜିଲ୍ଲା ରଣନୀତିକ କାର୍ଯ୍ୟସୂଚୀ – ୨୦୨୬\” (District Strategic Action Plan – ୨୦୨୬) ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଜିଲ୍ଲାପାଳ ବାଲ୍ୟବିବାହର ସମ୍ପୂର୍ଣ୍ଣ ନିରାକରଣ ପାଇଁ ଉଦ୍ଦିଷ୍ଟ \”ଜିଲ୍ଲା Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା , ୩୧/୭: କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଥିବା ମେଡିକାଲ କଲେଜ କୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବା ସହ ଜଲେଶପଟ୍ଟା ଆଶ୍ରମର ଐତିହ୍ୟ ସଂରକ୍ଷଣ, ୩୦୦ ଆସନ ବିଶିଷ୍ଟ ଛାତ୍ରୀ ନିବାସ, ଜଳ ପ୍ରକଳ୍ପ ଓ ସମଗ୍ର ଭିତ୍ତିଭୂମିର ରୂପାନ୍ତରଣ ପାଇଁ \’ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା\’ (CMSA) ପାଣ୍ଠିରୁ ୧୩ କୋଟି ଟଙ୍କାର ବିଶେଷ ସହାୟତା ମଞ୍ଜୁର କରିଥିବାକୁ ନେଇ Continue Reading
Odisha News
ଭୁବନେଶ୍ବର, ୩୧/୭: ରାଜ୍ୟରେ ବନ୍ୟା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବନ୍ୟା ପ୍ରଭାବିତ ଅଞ୍ଚଳର ଜିଲ୍ଲାପାଳ ମାନଙ୍କ ସହ ସମୀକ୍ଷା ବୈଠକ । ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଏହି ବୈଠକରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଝଜଉ, ପାଣିପାଗ ବିଜ୍ଞାନ, ଜଳସମ୍ପଦ ବିଭାଗର ଅଧିକାରୀ ସାମିଲ ହୋଇଛନ୍ତି ।ପୁରୀ, Continue Reading
National News
MAHARASTRA, JULY 31 : At least eight people were killed after a four-storey residential building collapsed in Maharashtra’s Thane district on Friday, with rescue teams continuing operations amid fears that four to five people remain trapped under the debris. The incident occurred around 11.30 pm on Thursday when a portion of the Kohinoor Building in […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୩୧/୭ : ଗଭୀର ଅବପାତ ଦୁଇଦିନ ହେବ ଛତିଶଗଡ଼ ଉପରେ ଗତି କରୁଛି। ଏହା ଶୁକ୍ରବାର ସୁଦ୍ଧା ପଶ୍ଚିମ ଦିଗକୁ ଅଗ୍ରସର ହୋଇ କ୍ରମଶଃ ଦୁର୍ବଳ ହୋଇ ସାଧାରଣ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ଏହାର ପ୍ରଭାବରେ ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଓଡ଼ିଶାର ବିଭିନ୍ନ ନଦୀରେ ବନ୍ୟା ଆସିଛି।ଅଗଷ୍ଟ ୫ ପର୍ଯ୍ୟନ୍ତ ଓଡ଼ିଶା ସମେତ ଉପରମୁଣ୍ଡରେ ଥିବା ଏସବୁ Continue Reading
Business News Top Stories
By Prakash Panigrahi Berhampur: In a significant boost to healthcare access in Odisha’s tribal belt, over 8,943 pathological tests have been conducted in 414 remote villages through TPSODL’s (TP Southern Odisha Distribution Limited, a joint venture between TATA Power and Government of Odisha) ‘Lab on Wheels’ initiative. The mobile diagnostic service Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୩୦/୭ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକର ସୀମାନ୍ତ ପଞ୍ଚାୟତ ଲଣ୍ଡାଗାଁ ଓ ଖମନଖୋଲ ପଞ୍ଚାୟତର ବିଭିନ୍ନ ଅଞ୍ଚଳ କୁ କନ୍ଧମାଳ ଜିଲାପାଳ ବେଦଭୂଷଣ ଦିନିକିଆ ପରିଦର୍ଶନରେ ଆସି ବିଭିନ୍ନ ଗ୍ରାମାଞ୍ଚଳ କୁ ଯାଇଥିବା ବେଳେ ଲଣ୍ଡାଗାଁ ବାସିନ୍ଦା ବିଭିନ୍ନ ସମସ୍ୟା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ ।ସେ ଗୁଡ଼ିକର ସମାଧାନ ଖୁବ ଶିଘ୍ର କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି କ୍ଷ ତତ ସଙ୍ଗେ ସଙ୍ଗେ Continue Reading