Home Articles posted by odadmin (Page 545)
Odisha News
ଭୁବନେଶ୍ୱର,୧୭/୧:ଶୁକ୍ରବାର ‘ସୁଭଦ୍ରା’ ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପୁଣି ଏକ ବଡ ଘୋଷଣା କରିଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା।ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏ ପର‌୍ୟ୍ୟନ୍ତ ସୁଭଦ୍ରାରେ ୧୭ ହଜାର ମହିଳା ପୁଣି ସାମିଲ ହୋଇଛନ୍ତି । ‘ଅପଟ୍ ଆଉଟ୍ ହୋଇଥିବା ୧୭ ହଜାର ମହିଳା ପୁଣି ଯୋଡି ହୋଇଛନ୍ତି ।୩୧ ହଜାର ଅପଟ୍ ଆଉଟ୍ ହୋଇଥିଲେ, ୧୭ ହଜାର ମିଶିଛନ୍ତି । ବାକି ଥିବା ୧୪ ହଜାର ମହିଳା […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୭/୧ : ଗୁରୁବାର ଦିବା ୧୧ ଘଟିକା ସମୟରେ ଉପାନ୍ତ ଅଞ୍ଚଳ ତଥା ପାହାଡ଼ ଚଢି ମାତାଗଡୁ ଏବଂ ପରେପରେ କମାରକାଡ଼ୁ ଗାଁ ରେ ପହଁଚିଲେ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ ପଣ୍ଡା ଏବଂ ତାଙ୍କର ଏକ ଟିମ ।ବୌଦ୍ଧ ଜିଲ୍ଲା ସଦର ବ୍ଲକ ଆମ୍ବାଝରି ପଞ୍ଚାୟତ ମାତାଗାଡୁ ଓ କମାରକାଡୁ ରେ ଅଚାନକ ଭାବେ ଜିଲ୍ଲାପାଳ ପହଁଚି ଥିଲେ । ଜିଲ୍ଲାପାଳ ଙ୍କୁ ଦେଖି ଗାଁ ଲୋକ ଆଶ୍ଚର୍ଯ୍ୟ ହେବା ସହ ସ୍ୱାଗତ […]Continue Reading
Business News
By Subrat Sarangi Berhampur, Jan.16 : In an effort to enhance power reliability in Aska locality, TP Southern Odisha Distribution Limited (TPSODL) has recently undertaken several measures. To enhance power reliability and service quality in Aska, TPSODL has strengthened its power infrastructure to ensure a stable electricity supply for consumers of Aska. A newly installed Continue Reading
Odisha News
ଭୁବନେଶ୍ୱର,୧୬/୧: ରାଜ୍ୟ ସରକାର ଗୁରୁବାର ପଦ୍ମ ବିଜେତାଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ପଦ୍ମ ପୁରସ୍କାର ବିଜେତାଙ୍କୁ ରାଜ୍ୟ ସରକାର ମାସିକ ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବେ।ଏନେଇ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଚଳିତ ଜାନୁଆରୀ ମାସରୁ ଏହି ସହାୟତା ରାଶି ପ୍ରଦାନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।ସୂଚନା ଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ରାଜ୍ୟର ସମସ୍ତ ପଦ୍ମ Continue Reading
Odisha News
ବାଲୁଗାଁ,୧୬/୧ : ଚଳିତମାସ ୧୮ ତାରିଖରୁ ଚିଲିକାରେ ପକ୍ଷୀଗଣନା ଆରମ୍ଭ ହେବ। ୫ଟି ରେଞ୍ଜରେ ସକାଳ ୬ରୁ ୧୨ଟା ପର୍ଯ୍ୟନ୍ତ ପକ୍ଷୀଗଣନା କରାଯିବ। ରମ୍ଭା, ବାଲୁଗାଁ, ଟାଙ୍ଗୀ, ସାତପଡ଼ା, ଚିଲିକାରେ ପକ୍ଷୀଗଣନା ହେବ।ଏହି ଗଣନା ପାଇଁ ୨୧ଟି ଟିମ୍‌, ପ୍ରତି ଟିମ୍‌ରେ ୪ରୁ ୫ ଜଣ ରହିବେ ବୋଲି କହିଛନ୍ତି ଡିଏଫ୍‌ଓ। ସେହିପରି ୨୦ରୁ ୨୨ ପର୍ଯ୍ୟନ୍ତ ଚିଲିକାରେ ଡଲ୍‌ଫିନ୍ ଗଣନା ହେବ।ସେହିପରି ଜାନୁଆରୀ ୧୮ରୁ ଭିତରକନିକାରେ ପକ୍ଷୀଗଣନା ଆରମ୍ଭ ହେବାର କାର୍ଯ୍ୟକ୍ରମ Continue Reading
Odisha News
ଭୁବନେଶ୍ୱର, ୧୬/୧: ଦୁଇ ବର୍ଷ ପରେ ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ପୁଣି ଥରେ ରାଜନୀତି ପାଣିପାଗ ସରଗରମ ହୋଇଛି । ନବଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଛନ୍ତି ପରିବାର ଲୋକ ।ତେବେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଦୀପାଳି ତଦନ୍ତରେ ସନ୍ତୁଷ୍ଟ ନାହାଁନ୍ତି ଏବଂ ସିବିଆଇ ତଦନ୍ତ ଚାହୁଛନ୍ତି ବୋଲି ଲେଖିକି ସରକାରଙ୍କୁ ଦେବାକୁ କହିଛନ୍ତି ଆଇନ ମନ୍ତ୍ରୀ ।ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ Continue Reading
Top Stories
By Sukant Mohanty Bhubaneswar, Jan. 16: On January 12, 2025, VISWASS Higher Secondary School and VISWASS School & College of Nursing came together to celebrate National Youth Day, commemorating the birth anniversary of Swami Vivekananda. The event paid tribute to the timeless teachings of Swami Vivekananda, while also emphasizing the pivotal role of youth in […]Continue Reading
Odisha News
ଗଞ୍ଜାମ, ୧୬/୧: ଭାଇ ନେଲା ଭଉଣୀର ଜୀବନ। ଯେଉଁ ହାତରେ ଭଉଣୀ ନିଜ ରକ୍ଷା ପାଇଁ ରାକ୍ଷୀ ବାନ୍ଧିଥିଲା। ସେଇ ହାତ ଆଜି ଭଉଣୀର ଜୀବନ ନେଇଛି । ଏପରି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଆସିକା ଥାନା ରାଇପୋଲି ଗାଁରେ ଘଟିଛି। ମୃତ ଭଉଣୀ ହେଲେ ଲକ୍ଷ୍ମୀ ମହାନ୍ତି ।ସୂଚନା ଅନୁସାରେ, ରାଇପୋଲି ଗାଁରେ ପାରିବାରିକ କଳହରୁ ଭାଇ ଉତ୍ୟକ୍ତ ହୋଇ ଭଉଣୀକୁ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଭଉଣୀ ଶିକାର ହୋଇ ମୃତ୍ୟୁ […]Continue Reading
Odisha News
ପ୍ରମୋଦ ସାହୁକାରଙ୍କ ରିପୋର୍ଟଋାୟଗଡ଼ା,୧୬/୧ : ଚନ୍ଦ୍ରପୁର୧୫.୦୧ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶକ୍ରମେ ମୁଖ୍ୟ ଅତିଥି ଭାବେ ଗୁଣପୁର ଆଦିବାସୀ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅଜୟ କୁମାର ପ୍ରଧାନ ତତ୍ୱାବୋଧନରେ ,ଚନ୍ଦ୍ରପୁର ବ୍ଲକ ଅଧକ୍ଷ କୋଇନ କିମ୍ୱାକା, ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ସମ୍ୟକାନ୍ତ ବୋଙ୍ଗାଲଙ୍କ ଅଧକ୍ଷାତରେ ଆଜି ଚନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ବିକୋଳାଙ୍ଗ, ବାର୍ଦ୍ଧକ୍ୟ ଭତ୍ତା ଦୁଇ ଜଣକୁ ପ୍ରଦାନ କରିଛନ୍ତି ।ସେହିପରି, ବୁଡୁବାଲି, Continue Reading