ଭୁବନେଶ୍ୱର,୨୨/୨ : KIIT ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଆର୍ଜୁ ରାନା ଦେଉବାଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି।ଆଲୋଚନା ବେଳେ ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।ମୁଖ୍ୟମନ୍ତ୍ରୀ କହିଥିଲେ, ନେପାଳର ପିଲାମାନେ ମଧ୍ୟ ହେଉଛନ୍ତି ଆମ ପିଲା। ସମ୍ମାନର ସହ ସେମାନେ ପଢ଼ିବେ । ରାଜ୍ୟ ସରକାର Continue Reading
ସମ୍ବଲପୁର.୨୨/୨ : ଲିଭର ପ୍ରତ୍ୟାରୋପଣ ପରେ ବି ଆଖି ବୁଜିଲେ ସାନ ଯାଆ । ସମସ୍ତ ଚେଷ୍ଟା, ପ୍ରାର୍ଥନା ସ୍ୱତେ ଆଖି ବୁଜିଲେ ସମ୍ବଲପୁର ଝାଙ୍କରପାଲ୍ଲୀ ଗାଁର ସାନ ଯାଆ ।ଝାଙ୍କରପାଲ୍ଲୀ ଅଞ୍ଚଳର ମହିଳା ଜଣକ ଗତକାଲି ହାଇଦ୍ରାବାଦରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏନେଇ ତାଙ୍କ ସ୍ୱାମୀ ସୂଚନା ଦେଇଛନ୍ତିି ।କିଛି ଦିନ ତଳେ ବଡ଼ ଯାଆ ନିଜ ସାନ ଯାଆକୁ ଲିଭର ଦାନ କରିଥିବା ଭଳି ପ୍ରେରଣାଦାୟୀ ଘଟଣା ସାରା ରାଜ୍ୟରେ ଚର୍ଚ୍ଚା […]Continue Reading
ଭୁବନେଶ୍ୱର,୨୨/୨ : ପିସିସି ସଭାପତି ନିୁଯୁକ୍ତ ପରେ ରାଜ୍ୟରେ କଂଗ୍ରେସ ଆକ୍ସନ ମୋଡକୁ ଆସିଛି। କଂଗ୍ରେସ କ୍ୟାମ୍ପରେ ହଲଚଲ୍ ମିଶନ ଘର ସଜଡା।ପ୍ରଥମେ ଦଳରୁ ବହିଷ୍କୃତ ଏବଂ ଦଳ ଛାଡିଥିବା ନେତାଙ୍କୁ ଘରବାହୁଡ଼ା ପାଇଁ ଅନୁରୋଧ କରାଗଲା । ପରେ ଭୁବନେଶ୍ୱରୁ ପୁରୀ ଯାଏ ଆା ସଂକଳ୍ପ ପଦଯାତ୍ରା ବି ହେଲା ।ଆଉ ଏବେ ଦଳ ଏବଂ ବିଧାୟକଙ୍କ ମଧ୍ୟରେ ସମନ୍ବୟ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି ।ଶନିବାର ରାଜ୍ୟ କଂଗ୍ରେସ ଭବନରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ […]Continue Reading
By Subrat Sarangi Sambalpur/ Bhubaneswar, Feb. 22: In a heartwarming celebration of love and community, 20 couples began their new lives together at a mass wedding ceremony organised by the Akanksha Ladies’ Club of JSW BPSL Sambalpur. Held on February 21 at the BPSL Township in Sambalpur, Odisha, the event was a beautiful blend of […]Continue Reading
NEW DELHI,FEB 22 : Former RBI governor Shaktikanta Das has been appointed Principal Secretary to the Prime Minister. “The Appointments Committee of the Cabinet has approved the appointment of Shri Shaktikanta Das, IAS (Retired) as Principal Secretary-2 to Prime Minister with effect from the date he assumes the office,” said a central government circular. Das Continue Reading
ବଲାଙ୍ଗୀର,୨୨/୨: ୩ ମାସ ହେଲା ଦରମା ମିଳୁ ନ ଥିବାରୁ ଜଣେ ସହକାରୀ ଶିକ୍ଷକ ମୂଲ ଲାଗିବାକୁ ଯିବେ ବୋଲି ପ୍ରଧାନଶିକ୍ଷକଙ୍କୁ ଛୁଟି ଦରଖାସ୍ତ ଦେବା ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ଖବର ପ୍ରସାରଣ ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ଦରମା ମିଳିଥିବା ଜଣାପଡ଼ିଛି।ବଲାଙ୍ଗୀର ଜିଲା ପୁଇଁତଲା ବ୍ଲକ ଅନ୍ତର୍ଗତ ବାନ୍ଧନବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ (ଏକ୍ସ କ୍ୟାଡର) ପ୍ରଭୁଦତ୍ତ ସାହୁ ବୁଧବାର ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କୁ Continue Reading
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର, ୨୨/୨ : ଟିପି ନର୍ଦନ ଓଡ଼ିଶାଡିଷ୍ଟ୍ରିବ୍ୟୁସନ୍ଲିମିଟେଡ୍ (ଟିପିଏନଓଡିଏଲ)ର ସିଇଓ ଦ୍ୱିଜଦାସ ବସାକଙ୍କୁ ସମ୍ମାନଜନକ ବିଜନେସ୍ଲିଡର୍ ଅଫ୍ ଦି ଇୟର ଆୱାର୍ଡସସମାରୋହରେ ‘ସିଇଓ ଅଫ୍ ଦି ଇୟର’ ଭାବେ ପୁରସ୍କାର ପ୍ରଦାନ କରାଯାଇଛି ।ମୁମ୍ବାଇରେ ଅନୁଷ୍ଠିତକାର୍ଯ୍ୟକ୍ରମର ୨୩ତମ ବିଶ୍ୱସଂସ୍କରଣରେଏହି ପୁରସ୍କାର ପ୍ରଦାନ କରାଯାଇଛି ଯାହାନେତୃତ୍ୱଏବଂବ୍ୟବସାୟିକ ନବସୃଜନରେଉତ୍କର୍ଷତାକୁଦର୍ଶାଉଛି Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୨/୨: ବନାଗ୍ନୀ ରୋକିବାକୁ ଖରାଦିନ ପୂର୍ଵରୁ ଆଗୁଆ ପଦକ୍ଷେପ ନେଉଛି ବନବିଭାଗ । ବାଲିଗୁଡା ବନଖଣ୍ଡ ର ଡ଼ିଏଫଓ ବିଶ୍ୱରାଜ ପଣ୍ଡା ଙ୍କ ନିର୍ଦ୍ଦେଶକ୍ରମେ କୋଟଗଡ ବନାଞ୍ଚଳ ଅଧିକାରୀ ବାଳଗୋପାଳ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଶ୍ରୀରାମପୁର ସେକ୍ସନ ଓ ସୁବର୍ଣ୍ଣଗିରୀ ଠାରେ ଏକ ଜନ ସଚେତନତା ସଭା ସହିତ ପଥ ପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା ।କନ୍ଧମାଳ କଳା ବିକାଶ କେନ୍ଦ୍ର ବାଲିଗୁଡା ର କଳାକାର ମାନେ Continue Reading
ସୁନ୍ଦରଗଡ଼, ୨୨/୨: ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଛି ଓଏସ୍ଆରଟିସି (OSRTC) ବସ୍ । ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ମୁଚୁରିନାଳ ନିକଟରେ ବସଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ରାଉରକେଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।ଗତକାଲି ବିଳମ୍ବିତ ରାତିରେ OSRTC ବସ୍ ଜଗନ୍ନାଥ ଏକ୍ସପ୍ରେସ୍ ନାମକ ବସଟି ସୁନ୍ଦରଗଡ଼ରୁ ପୁରୀ ଯାଉଥିଲା । ବସ୍ରେ ୫୦ରୁ ଅଧିକ ଯାତ୍ରୀ ଥିଲେ । […]Continue Reading
By Our Correspondent Bhubaneswar, Feb 21 : The 2nd National Thermal Spray Conference & Expo (NTSC 2025) a landmark event in the field of thermal spray technology and surface engineering was inaugurated today by Chief Guest, His Excellency Dr. Kambhampati Hari Babu, Hon’ble Governor of Odisha in the presence of Guests of Honour, Shri Krushna […]Continue Reading




