Home Articles posted by odadmin (Page 546)
Bollywood National News
MUMBAI, JAN 16 : Bollywood actor Saif Ali Khan was hospitalised on Thursday after he sustained injuries following a knife attack by an intruder at his residence in Mumbai. The actor is undergoing treatment at the Lilavati Hospital in Bandra. According to a statement from the hospital, Khan has “six stab wounds” out of which […]Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୫/୧ : ନୟାଗଡ଼ ଖେଳ ପଡ଼ିଆରେ ସର୍ବଭାରତୀୟ ଫୁଟବଲ କପ୍ ଟୁର୍ଣ୍ଣ‌ାମେଣ୍ଟ ଉଦଘାଟିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ଡ. ଅରୁଣ କୁମାର ସାହୁ ଏହାକୁ ଉଦଘାଟନ କରିବା ସହ ଓ ଫୁଟବଲ ପତାକା ଉତ୍ତୋଳନ କରିଥିଲେ।ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶୀଷ ପଟ୍ଟନାୟକ, ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଇଂ ଏସକେ ଇସୁବ, ପ୍ରଫେସର ଅଶୋକ କୁମାର ନାୟକ, […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୫/୧ : ଜିଲ୍ଲା ପ୍ରଶାସନ, ବୌଦ୍ଧ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ର ମିଳିତ ଆନୁକୁଲ୍ୟରେ ତା . ୧୫.୦୧.୨୦୨୫ ରିଖରେ ଜନ ସେବା ଦିବସ ଟାଉନ ହଲ, ବୌଦ୍ଧ ଠାରେ ୮୦ ବର୍ଷରୁ ଅଧିକ ଓ ୮୦%ରୁ ଅଧିକ ବର୍ଦ୍ଧିତ ଭତ୍ତା ୩୫୦୦/- ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସମାରୋହ ର ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ , ବୌଦ୍ଧ ଶ୍ରୀ ସୁବ୍ରତ ପଣ୍ଡା, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ […]Continue Reading
Odisha News
ନବରଙ୍ଗପୁର, ୧୫/୧ : ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ପଠାନ ସାହିରେ ବନ୍ଧୁକ ମୁନରେ ହୋଇଛି ବଡ଼ ଧରଣର ଲୁଟ୍ ।୬ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କଠାରୁ ଲୁଟି ନେଇଛନ୍ତି ୧୫ ଲକ୍ଷ ଟଙ୍କା । ଏ ନେଇ ବ୍ୟବସାୟୀ ଅବଦୁଲ ଅନସାରୀ ଥାନାରେ ଅଭିଯୋଗ କରିଛନ୍ତି ।ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଅବଦୁଲ ଅନସାରୀ ତାଙ୍କର ଦୁଇ ଜଣ ସାଥୀଙ୍କ ସହିତ ସାପ୍ତାହିକ ହାଟକୁ ଯାଉଥିଲେ ।ଏହି ସମୟରେ ୬ଜଣ ମାସ୍କ […]Continue Reading
Odisha News
ଭୁବନେଶ୍ୱର,୧୫/୧: ଓଡ଼ିଶା ସରକାର ବରିଷ୍ଠ ଓଏଏସ୍ ଅଧିକାରୀ ଆଲୋକ କୁମାର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ତଥା ଜନ ଅଭିଯୋଗ ବିଭାଗ (GA&PG) ବିଜ୍ଞପ୍ତି ପ୍ରକାଶ ପାଇଛି।ବିଜ୍ଞପ୍ତି ଅନୁଯାୟୀ, କେନ୍ଦୁଝର ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ୍ (ଏଡିଏମ୍) ଭାବରେ କାର୍ଯ୍ୟ କରୁଥିବା ଆଲୋକ କୁମାର ପ୍ରଧାନଙ୍କୁ ଓମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବରେ ପୋଷ୍ଟ Continue Reading
Odisha News
କେନ୍ଦୁଝର,୧୫/୧ : ନିର୍ବାଚନ ବେଳେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ଆଜି ତାହା ଲୋକଙ୍କ ସରକାର ପୂରଣ କରିଛନ୍ତି । ଯାହା କଥା ଦିଆଯାଇଥିଲା ତାହାକୁ ତ୍ୱରିତ ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯାଇଛି । କେନ୍ଦୁଝରରେ ଆୟୋଜିତ ସାମାଜିକ ସୁରକ୍ଷା ବର୍ଦ୍ଧିତ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ବୁଧବାର ଜନସେବା ଦିବସ ଅବସରରେ କେନ୍ଦୁଝର ଠାରେ ସାମାଜିକ ସୁରକ୍ଷା ବର୍ଦ୍ଧିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମର Continue Reading
Odisha News
ଭୁବନେଶ୍ୱର,୧୫/୧: ରାଜ୍ୟରେ ରାତି ତାପମାତ୍ରା ବା ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି। ମଙ୍ଗଳବାର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୦.୫ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୧୧.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।୧୭ ତାରିଖଠାରୁ ପରବର୍ତ୍ତୀ ୩ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବା ନେଇ ପୂର୍ବାନୁମାନ Continue Reading
National News
NEW DELHI, JAN 15 : Dense fog blanketed parts of the national capital on Wednesday morning, reducing visibility and disrupting over 100 flights and 26 trains. The minimum temperature dropped to 6 degrees Celsius, 1.4 notches below normal, as the city experienced another chilly morning. The India Meteorological Department (IMD) reported minimum visibility of 200 […]Continue Reading