Home Articles posted by odadmin (Page 23)
Odisha News
ବାଲେଶ୍ୱର, ୬/୧୧ : ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଲେ ଆଉ ଜଣେ ସରକାରୀ ଅଧିକାରୀ। ବାଲେଶ୍ୱର ଜିଲ୍ଲା ବାଲିଆପାଳର ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କୁ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଶୁକ୍ରବାର ଧରିଛି ଓଡ଼ିଶା ଭିଜିଲାନ୍ସ। ଜମି ବିକ୍ରି ଦଲିଲ୍ (Sale Deed) ପଞ୍ଜୀକରଣ କରିବା ପାଇଁ ସେ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି।୧୦ ହଜାର ମାଗିଥିଲେ, ୭ ହଜାରରେ ରାଜିଭିଜିଲାନ୍ସର ସୂଚନା ଅନୁଯାୟୀ, ଅଭିଯୋଗକାରୀ ଜଣେ ଜମି କ୍ରେତାଙ୍କଠାରୁ Continue Reading
Odisha News
କେନ୍ଦୁଝର, ୬/୧୧: ଦୀପାବଳି ଅବସରରେ ଓଡ଼ିଶାବାସୀଙ୍କ ସହ କେନ୍ଦୁଝରବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ ୧୧୦୩ କୋଟି ଟଙ୍କା ବ୍ୟୟରେ ୩୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି।ଧରଣୀଧର ମେଡିକାଲ କଲେଜରେ କର୍କଟ ରୋଗ ସ୍କ୍ରିନିଂ ୟୁନିଟ୍, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗ, ମଡ୍ୟୁଲାର ଅପରେସନ ଥିଏଟର ସମେତ ବିଭିନ୍ନ ସୁବିଧାର ଉଦଘାଟନ କରିଛନ୍ତି। ଏଥିସହ ଡେଣ୍ଟାଲ ଓ ନର୍ସିଂ Continue Reading
National News
BENGALURU,NOV 6 : A Bengaluru cab driver, believed to be driven by resentment over his wife’s continued contact with her parental family, is suspected of killing her and six of her relatives, including a seven-year-old boy, in a chilling case of mass murder. Police have so far recovered the boy’s body from near Bengaluru’s Nandi […]Continue Reading
Odisha News
ରେଙ୍ଗାଳି/ ଅନୁଗୋଳ, ୬/୧୧: ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ଜଣେ ମାଛ ଧରାଳିଙ୍କ ଜୀବନ ଯାଇଛି। ମୃତ ବ୍ୟକ୍ତିଜଣକ ହେଲେ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଗ୍ରାମର ନୀଳକଣ୍ଠ ବେହେରା। ଏହି ଦୁଃଖଦ ଅଘଟଣଟି ରେଙ୍ଗାଳି ଥାନା ଅଞ୍ଚଳରେ ଘଟିଛି।ରାତି ୩ଟାରେ ଘଟିଲା ଅଘଟଣ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୩ଟା ସମୟରେ ନୀଳକଣ୍ଠ ଏକ ହୋଲି ଡଙ୍ଗା ସାହାଯ୍ୟରେ ରେଙ୍ଗାଳି ଡ୍ୟାମ୍ର ତଳ ପାର୍ଶ୍ୱରେ ଥିବା ବ୍ରାହ୍ମଣୀ ନଦୀକୁ ମାଛ ଧରିବା Continue Reading
Top Stories
Dispatches two truckloads of essential relief materials for affected families By A.K.Sahoo Bhubaneswar, Nov. 5: Demonstrating its commitment to community welfare and humanitarian support, Hindalco Industries Limited a unit of  Aditya Birla Group, has stepped forward to extend assistance to families affected by Cyclone Arnab in Ganjam district by dispatching two Continue Reading
Top Stories
By Krishna pada Ray Malkangiri/Odisha,Nov 5 : A special public hearing and service camp has been organized in Jumdang village, near the Andhra border, in Dhuliput panchayat under Chitrakonda block, on the direct instructions of Malkangiri District Magistrate Prathmesh Arvind Rajashirke. This major administrative effort has been made with the joint cooperation of the Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୫/୧୧ : ବୌଦ୍ଧ ଜିଲ୍ଲାରେ ୨,୧୮୮ ଏକରରୁ ଅଧିକ ବେଆଇନ ଗଞ୍ଜେଇ ଚାଷ ନଷ୍ଟ ।ଦୁଇ ମାସ ମଧ୍ୟରେ ବୌଦ୍ଧକୁ ଗଞ୍ଜେଇ ଚାଷ ମୁକ୍ତ ଜିଲ୍ଲା ଘୋଷଣା ପାଇଁ ଆହ୍ୱାନ । ଦେଶବ୍ୟାପୀ ‘ନିଶାମୁକ୍ତ ଭାରତ ଅଭିଯାନ’ର ଅଂଶସ୍ୱରୂପ ବୌଦ୍ଧ ଜିଲ୍ଲାକୁ ବେଆଇନ ଗଞ୍ଜେଇ ଚାଷ ଓ ନିଶାଦ୍ରବ୍ୟ ଚୋରା ଚାଲାଣମୁକ୍ତ କରିବା ଲକ୍ଷ୍ୟରେ ବୌଦ୍ଧ ପୋଲିସ ପକ୍ଷରୁ ‘ଏକ ସଂକଳ୍ପ – ନିଶାମୁକ୍ତ ବୌଦ୍ଧ’ ନାମକ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୫/୧୧ : ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ସଂସଦୀୟ ପରମ୍ପରା, ନେତୃତ୍ୱ ଦକ୍ଷତା ଓ ଯୁକ୍ତିପୂର୍ଣ୍ଣ ଭାବେ ନିଜ ମତ ଉପସ୍ଥାପନ କରିବାର କଳାକୁ ବିକଶିତ କରିବା ଲକ୍ଷ୍ୟରେ ଖୋରଧା ଠାରେ ଜିଲ୍ଲାସ୍ତରୀୟ ପିଏମ୍ ଶ୍ରୀ ବିଦ୍ୟାଳୟ ଛାୟା ସଂସଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ନଭେମ୍ବର ୩ ଓ ୫ ତାରିଖରେ ଜିଲ୍ଲା ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ (ଡାଏଟ୍), ଖୋରଧା ପରିସରରେ ଏହି ପ୍ରତିଯୋଗିତା Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୫/୧୧ : ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଥିବା ଓଡ଼ିଶାର କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଅନୁପ୍ରବେଶ ଏବଂ ବେଆଇନ ଭାବେ ଜୋର୍ ଜବରଦସ୍ତ ସେଠାରେ ନିର୍ବାଚନ କରିବା ପ୍ରଚେଷ୍ଠା କୁ ଆଜି ରାଜ୍ୟ ବିଜେପି ଉପସଭାପତି ତଥା ପାରଳାର ପୂର୍ବତନ ବିଧାୟକ ଶ୍ରୀ କେ: ନାରାୟଣ ରାଓ ଦୃଢ଼ ନିନ୍ଦା କରିବା ସହ ସେହିଭଳି ସୀମାନ୍ତରେ ଥିବା ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତର Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୫/୧୧: ବାତ୍ୟା ଅର୍ଣ୍ଣବ ଓ ତା ପରବର୍ତ୍ତୀ ବନ୍ୟା ଯୋଗୁ ରାଜ୍ୟରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିକୁ ଆକଳନ କରିବା ପାଇଁ ଓଡ଼ିଶା ଆସିଥିବା କେନ୍ଦ୍ରୀୟ ଟିମ୍ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି ।କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ରବିଶଙ୍କରଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରି କ୍ଷୟକ୍ଷତିର ଆକଳନ କରିଛନ୍ତି Continue Reading