Home Articles posted by odadmin (Page 22)
Top Stories
By Dalim Phukan Guwahati, Sep 26 : The Assam Pradesh Congress Committee (APCC) on Friday staged a massive protest from Rajiv Bhawan in Guwahati, demanding the removal of Chief Election Commissioner Gyanesh Kumar—who faces serious allegations of “vote theft”—along with an impartial review of decisions taken and alterations made to electoral rolls during his Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୬/୯ : ପ୍ରକୃତି ସୁରକ୍ଷା, ପରିବେଶ ସନ୍ତୁଳନ ଓ ସବୁଜ ବୌଦ୍ଧ ଗଠନର ଲକ୍ଷ୍ୟ ନେଇ ଆଜି ବୌଦ୍ଧ ଜିଲ୍ଲାରେ ‘ସେବା ସଙ୍କଳ୍ପ ଅଭିଯାନ’ ଅନ୍ତର୍ଗତ ‘ଏକ ପେଡ୍ ମା’ କେ ନାମ’ କାର୍ଯ୍ୟକ୍ରମରେ ମୋଟ ୪୮,୩୦୦ଟି ବୃକ୍ଷରୋପଣ କରାଯାଇଛି।ଜିଲ୍ଲାର ତିନୋଟି ବ୍ଲକ୍‌ରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବୌଦ୍ଧ ବ୍ଲକ୍‌ର ୨୨ଟି ଗ୍ରାମ ପଞ୍ଚାୟତରେ ୧୬,୦୦୦ଟି, ହରଭଙ୍ଗା ବ୍ଲକ୍‌ର ୨୨ଟି ଗ୍ରାମ ପଞ୍ଚାୟତରେ ୧୫,୪୦୦ଟି Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୫/୯ : ସମବାୟ ବ୍ୟବସ୍ଥାକୁ ଆହୁରି ସଶକ୍ତ ଓ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ ‘ମେଗା ସଦସ୍ୟତା ମହାଅଭିଯାନ–ସମ୍ବନ୍ଧ’ର ଶୁଭାରମ୍ଭ ହୋଇଯାଇଛି ।ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (ଓୟୁଏଟି) କୃଷି ଶିକ୍ଷା ସଦନଠାରେ ଆୟୋଜିତ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ କାର‌୍ୟ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ।ଏହି ଅବସରରେ ବୌଦ୍ଧରେ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୨୫/୯ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ସ୍ତରୀୟ ବରିଷ୍ଠ ନାଗରିକ ସଂଘ ସୋସାଇଟି ଆକ୍ଟ, ୧୮୬୦ ଅନୁଯାୟୀ ସରକାରୀ ଭାବେ ପଞ୍ଜିକୃତ ହୋଇଛି। ସଂଘର ପଞ୍ଜିକରଣ ନମ୍ବର ୧/୨୦୨୫୨୬୦୯୦୦୦୦୧/୨୦୨୬-୨୭ ବୋଲି ଜଣାପଡ଼ିଛି। ପଞ୍ଜିକରଣ ପରେ ଏହାର ସାର୍ଟିଫିକେଟ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକଙ୍କ ଦ୍ୱାରା ସଂଘର କର୍ମକର୍ତ୍ତାଙ୍କୁ ପ୍ରଦାନ କରାଯାଇଥିଲା।ଏହି ଅବସରରେ ସଂଘର ସଭାପତି ଡ. Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୫/୯ : ରାଜ୍ୟରେ ସମବାୟ ଆନ୍ଦୋଳନକୁ ଅଧିକ ବ୍ୟାପକ ଓ ସୁଦୃଢ଼ କରିବା ସହ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ସମବାୟ ବ୍ୟବସ୍ଥା ସହ ଯୋଡ଼ିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ‘ସମ୍ବନ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ।ଏହି ଅଭିଯାନ ମାଧ୍ୟମରେ ଖୋରଧା ଜିଲ୍ଲାରେ ଆଗାମୀ ଦୁଇ ମାସ ମଧ୍ୟରେ ୭୦ ହଜାର ନୂତନ ସଦସ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତ୍ୟେକ ପରିବାରରୁ ଅତି କମ୍‌ରେ ଜଣେ ସଦସ୍ୟଙ୍କୁ ସମବାୟ ସମିତିରେ Continue Reading
Top Stories
By IGP Satyajit Nayak Cuttack/Odisha, Sep 25 : Inspector General of Police, Central Range, Dr Satyajit Nayak has urged people to stay away from gambling and extend cooperation to the police in preventing illegal gambling activities.  He said gambling not only causes financial losses but can also lead to family disputes, indebtedness and other social […]Continue Reading