Home Articles posted by odadmin (Page 18)
Top Stories
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୮/୯ : ସୋମବାର ଦିନ ୧୧.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ SIRପ୍ରସଙ୍ଗରେ ଭାରତର ମୁଖ୍ୟ ନିର୍ବାଚନ କମିଶନ୍ ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଓ ଗିରଫ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ, କୁଶ ପୁତ୍ତଳିକା ଦାହ ଓ ମହା ମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରା ଯାଇଛି ।ଆଜି ଦିନ ୧୧ ଘଣ୍ଟା ସମୟରେ ମର୍ଜାକୁଦ୍ ବ୍ରିଜ ଛକ ନିକଟରୁ ଶତାଧିକ କଂଗ୍ରେସ କର୍ମୀ Continue Reading
Top Stories
BY  AKSHYA ROUT JAJPUR, SEP 28 : The 70th State-Level School Group Handball Championship concluded at Mahapurusha Hadidas Mahavidyalaya at Chhatia in Jajpur district’s Badachana block, with the winning teams receiving prizes at the concluding ceremony. Badachana MLA Amar Kumar Nayak, Korei MLA Akash Das Nayak and Dharmasala MLA Himanshu Sekhar Sahu attended the Continue Reading
Odisha News
ଭୁବନେଶ୍ୱର, ୨୮/୯ : ରାଜ୍ୟରେ ଖାଦ୍ୟ ଅପମିଶ୍ରଣ ବିରୋଧରେ ସରକାର ବଡ଼ ଧରଣର କଡ଼ା ପଦକ୍ଷେପ ନେଇଛନ୍ତି। ନକଲି ପନିର, ଅପମିଶ୍ରିତ ଛେନା ଓ ଅସୁରକ୍ଷିତ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ ଲଗାତାର ଚଢ଼ାଉ ଜାରି ରହିଛି। ବିଧାନସଭାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ଅପମିଶ୍ରିତ ପନିର ଓ ଛେନା ଚିହ୍ନଟ ପାଇଁ ସାରା ରାଜ୍ୟରେ ୧୮ଟି ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ୍ କରାଯାଇଛି।ଏହି ଚଢ଼ାଉ ସମୟରେ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୨୭ /୯ : ସରକାରୀ ନିର୍ଦ୍ଦେଶ ଅନୁଯାୟୀ ବିଦ୍ୟାଳୟରେ ପରୀକ୍ଷା ପରିଚାଳନା ହେବା କଥା। ଏଥିପାଇଁ ରାଜ୍ୟସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ନିର୍ଦ୍ଦେଶାବଳୀ ଜାରି ହେଉଛି। କିନ୍ତୁ ଖୋର୍ଦ୍ଧା ଜିଲ୍ଲାରେ ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମାପ୍ତି ସୂଚକ ଆକଳନ-୧ ପରୀକ୍ଷା ପରିଚାଳନାକୁ ନେଇ ଦେଖାଦେଇଥିବାବିଭ୍ରାଟ ଏବେ ଶିକ୍ଷା ବ୍ୟବସ୍ଥାରେ ସମନ୍ୱୟ ଓ ପ୍ରଶାସନିକ ଦାୟିତ୍ୱବୋଧକୁ ନେଇ ପ୍ରଶ୍ନ Continue Reading
Top Stories
By Dalim Phukan Guwahati, Sep 28 : Northeast Frontier Railway (NFR) has announced the continuation of existing special train services and the operation of additional special trains in view of the upcoming Puja, Diwali and Chhath festival season. The special trains will connect important destinations across the Northeast, West Bengal, Bihar, Jharkhand, Odisha and Telangana, Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ , ୨୮/୯ : ସଫଳ ଜୀବନ ଓ ଭାରାକ୍ରାନ୍ତ ମନ ପାଇଁ ଗୀତା ର ସୂତ୍ର ବିଷୟରେ ଏକ ସତସଙ୍ଗ ଆଭାସୀ ଆଲୋଚନା ଅନୁଷ୍ଠିତ ହୋଇଯାଇଛି ।କଳିଙ୍ଗ ଆଇଏଏସ୍ ଏକାଡେମୀ ଓ ଥିଙ୍କର୍ସ କ୍ଲବ ର ୬ ବର୍ଷ ରେ ୧୬୩ ତମ ଆଭାସୀ ମିଳିତ ଆଲୋଚନା କୁ ମୂଖ୍ୟ ଅତିଥି ଗଜପତି ମହାରାଜା ଦିବ୍ୟସିଂହଦେବ ଶୁଭାରମ୍ଭ କରି କହିଲେ ଯେ ଦୈନନ୍ଦିନ ଗୀତ ଶ୍ରବଣ, ମନନ ଓ ଅଭ୍ୟାସ ଦ୍ଵାରା ଜୀବନ […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୨୭/୯ : ଗରିବ ଓ ଅସହାୟଙ୍କ ପାଇଁ ସରକାରଙ୍କ ଯୋଜନାର ଅଭାବ ନାହିଁ। ଆବାସଠାରୁ ଆରମ୍ଭ କରି ଭିନ୍ନକ୍ଷମ ଭତ୍ତା, ଖାଦ୍ୟ ସୁରକ୍ଷା ଓ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ସହାୟତା ଦିଆଯାଉଛି।ହେଲେ ଯୋଜନା ଥିଲେ ବି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ତାହା ପହଞ୍ଚୁନଥିବାର ଏକ ଅଭିଯୋଗ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ରେବିଙ୍ଗିଆ ଗାଁରେ ଦେଖିବାକୁ ମିଳିଛି। ଉକ୍ତ ଗାଁର କବିଚନ୍ଦ୍ର ସାହୁ ଓରଫ କବିରାଜ ଦିନେ Continue Reading