Home Articles posted by odadmin (Page 17)
Top Stories
By Tapaswini Sahoo Bhubaneswar/Odisha, Oct 17 : AvinashGroup,CentralIndia’slargestrealestatedeveloper,is hosting its two-day ‘Invest in Raipur’Real Estate Expo on 16 and 17 October 2026 at The Crown, IHCL SeleQtions, Bhubaneswar. TheinitiativemarksanimportantstepintheGroup’sengagementwithOdisha,bringingitsthree-decade-long legacy, development expertise and diverse real Continue Reading
Odisha News
କଟକ, ୧୭/୧୦ : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। କଟକ ଜଗତପୁରସ୍ଥିତ ମହାନଦୀ ନର୍ଦ୍ଦର୍ଣ୍ଣ (ଉତ୍ତର) ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ୍ ଦାସ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭିଜିଲାନ୍ସ ବିଭାଗ ତାଙ୍କ ନିକଟରୁ ମୋଟ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ନଗଦ ଜବତ କରିଛି।ସୂଚନା ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ବିଭିନ୍ନ ଠିକାଦାରଙ୍କଠାରୁ ଲାଞ୍ଚ ସଂଗ୍ରହ କରୁଥିବା ଗୁପ୍ତ ସୂଚନା ଆଧାରରେ ଭିଜିଲାନ୍ସ ଟିମ୍ ଭୁବନେଶ୍ୱରର ଏଜି ଛକ Continue Reading
Odisha News
ଓଡ଼ିଶା, ୧୭/୧୦ : ଓଡ଼ିଶା ସମେତ ସାରା ଦେଶରେ ନିଷ୍ଠାର ସହ ଚାଲିଛି ନବରାତ୍ର ବା ନବଦିନାତ୍ମକ ଶକ୍ତି ପୂଜା। ଏହି ପବିତ୍ର ଅବସରରେ ମା’ଙ୍କର ନଅଟି ଭିନ୍ନ ଭିନ୍ନ ସ୍ୱରୂପକୁ ଆରାଧନା କରାଯାଉଥିବା ବେଳେ, ସପ୍ତମ ଦିବସ ବା ମହାସପ୍ତମୀରେ ଆବାହନ କରାଯାଏ \’ମା’ କାଳରାତ୍ରୀ\’ଙ୍କୁ।ମା’ କାଳରାତ୍ରୀ ହେଉଛନ୍ତି ଶକ୍ତି, ସାହସ, ରୁଦ୍ର ରୂପ ଏବଂ ଅଭୟର ପ୍ରତୀକ। ତାଙ୍କର ଭୟଙ୍କର ରୂପ ଦୁଷ୍ଟ ଶକ୍ତିର ସଂହାର କରୁଥିବା ବେଳେ, ଭକ୍ତଙ୍କ ପାଇଁ ସେ Continue Reading
Top Stories
Youths showcase martial arts and self-defence skills; leaders stress cultural pride By Our Correspondent Bhubaneswar, Oct. 16: Bharat Rakshaya Mancha (BRM), a prominent forum of intellectuals, saints, and social activists dedicated to safeguarding the rights of Hindus, on Friday organised a Shastra Pujan ceremony at Ram Mandir Square here, coinciding with Sasthi Puja of Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ, ୧୬/୧୦: କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ଚଳିତ ବର୍ଷ ୨୦୨୬-୨୭ ଋତୁ ପାଇଁ “ମିଶନ ଜିରୋ କାନାବିସ୍ କଲ୍ଟିଭେସନ” ଅଭିଯାନ ଆରମ୍ଭ କରାଯାଇଛି।ଏହି ଅଭିଯାନ ଅଧୀନରେ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ଲୁଇସିଂ ଗ୍ରାମ ପଞ୍ଚାୟତର ଘଞ୍ଚ ଜଙ୍ଗଲ ମଧ୍ୟରେ ବେଆଇନ ଭାବେ ହେଉଥିବା ଗଞ୍ଜେଇ ଚାଷ ଉପରେ ଚଢ଼ାଉ କରାଯାଇଛି।କନ୍ଧମାଳ ଏସପି ଶ୍ରୀ ରମେନ୍ଦ୍ର ପ୍ରସାଦଙ୍କ ପ୍ରତ୍ୟକ୍ଷ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ବର ୧୬/୧୦: ୮୦ ବର୍ଷରେ ପାଦ ଥାପିଲେ ନବୀନ ପଟ୍ଟନାୟକ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ୮୦ ବର୍ଷରେ ପାଦ ଥାପିଛନ୍ତି । ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ନବୀନ ପଟ୍ଟନାୟକ କଟକ ଠାରେ ଜନ୍ମଗ୍ରହଣ କରିଥିଲେ ।ବାପା ବିଜୟାନନ୍ଦ ପଟ୍ଟନାୟକ, ମାଆ ଜ୍ଞାନ ପଟ୍ଟନାୟକଙ୍କ କୋଳମଣ୍ଡନ କରିଥିଲେ ନବୀନ । ବାପା ଜନନାୟକ ତଥା ପ୍ରବାଦ ପୁରୁଷ ଭାବରେ ପରିଚିତ ବିଜୁ ପଟ୍ଟନାୟକ ଓ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୬/୧୦ : ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ବସଷ୍ଟାଣ୍ଡରେ ଚାଲିଥିବା ନବଦିନାତ୍ମକ ଦୁର୍ଗାପୂଜା ତୃତୀୟ ଦିନରେ ପହଂଚିଛି। ଆଜି ପୂର୍ବାହ୍ନରେ ରାମାୟଣ ପାରାୟଣର ରାମ ବନବାସ କାଣ୍ଡ ଗାୟନ ହୋଇ ଥିଲା।ରାତିରେ ସାଂସ୍କୃତିକ କାର‌୍ୟ୍ୟକ୍ରମ ତୃତୀୟ ସନ୍ଧ୍ୟାରେ ରାବଣ ଦରବାରରେ ନାଟକ ସୀତା ଠାବ ମଞ୍ଚସ୍ଥ ହୋଇଥିଲା। ଶ୍ରୀରାମ ହନୁମାନଙ୍କୁ ଲଙ୍କା ପ୍ରେରଣ, ଅକ୍ଷୟ କୁମାର ଓ ଜମ୍ବୁମାଲିକୁ ନିଧନ ପରେ ଅଶୋକ ବନରେ ପ୍ରବେଶ ଏଵଂ ମାତା Continue Reading
Top Stories
By  IGP Dr Satyajit Naik Cuttack/Odisha, Oct 16 : Inspector General of Police (IGP), Central Range, Dr Satyajit Naik has appealed to people to celebrate Durga Puja with peace, discipline, harmony and mutual respect. Emphasising the importance of maintaining law and order during the festival, he urged people to uphold the rich cultural traditions of […]Continue Reading