Home Articles posted by odadmin (Page 1403)
Odisha News
ନୟାଗଡ଼,୩/୭: ନୟାଗଡ଼ ରୋଟାରୀ ଭବନ ଠାରେ ରୋଟାରୀ କ୍ଲବର ୩୧ ତମ ଅଧିଷ୍ଠାନ ଉତ୍ସବ ପାଳନ ହୋଇଯାଇଛି ।୧୯୯୦ ମସିହାରୁ କ୍ଲବ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଆଜି ପର‌୍ୟ୍ୟନ୍ତ କେହିବି ଜଣେ ମହିଳା ସଭାପତି ହୋଇନଥିଲେ । ପ୍ରଥମ ମହିଳା ସଭାପତି ଭାବେ ଶ୍ରୀମତୀ ନିରୁପମା ପଟ୍ଟନାୟକ ଶପଥ ପାଠ କରିଛନ୍ତି। ସମ୍ପାଦକ ଭାବେ ମିହିର ରଂଜନ ନାୟକ ମନୋନୀତ ହୋଇଥିବା ଜଣାପଡିଛି। ନିଃସ୍ୱାର୍ଥପର ସେବା ପାଇଁ ରୋଟାରୀ କ୍ଲବ ର ମୁଖ୍ୟ ସଂଯୋଜକ ପ୍ରମୋଦ ପଟ୍ଟନାୟକ […]Continue Reading
Odisha News
ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ ନୟାଗଡ,୩/୭: ନୟାଗଡ ଜିଲ୍ଲା ଦଶପଲ୍ଲା ରେ ଥିବା ଏକ ମାତ୍ର ଗୋଷ୍ଠୀ ବେତାର କେନ୍ଦ୍ର ରେଡ଼ିଓ ସୁରଭି ଦ୍ଵାରା ଏକ ଅଭିନବ ଶିକ୍ଷା ସୁରଭି କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟ କ୍ରମ କୁ ନୟାଗଡ ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଉଦ୍ଘାଟନ କରିଥିଲେ।କରୋନା ମହାମାରୀ କାୟା ବିସ୍ତାର କରିବାରେ ଲାଗିଥିବା ବେଳେ ଶିକ୍ଷା ଗ୍ରହଣ କରିବାରେ ସବୁଠୁ ବେସୀ କ୍ଷତିଗ୍ରସ୍ତ ହେଉଛନ୍ତି Continue Reading
Odisha News
କବିସୂର‌୍ୟ୍ୟନଗର,୩/୭ : ଏକମାତ୍ର ପୁଅର ଆଜି କରୋନା ପଜିଟିଭ୍ ରିପୋର୍ଟ ଆସିଲା। ଏହା ଶୁଣି କିଛି କ୍ଷଣ ପରେ ହୃଦ୍ଘାତରେ ଆଖି ବୁଜିଲେ ବାପା। ହେଲେ କରୋନା ସନ୍ଦେହରେ ବୃଦ୍ଧ ବାପାଙ୍କୁ କାନ୍ଧ ଦେବାକୁ ଆତ୍ମୀୟସ୍ବଜନ ଓ ପଡ଼ୋଶୀ କେହି ଆସିଲେନି। ଖାଲି ଏତିକି ନୁହେଁ, ଦିନେ ଯେଉଁ ଜାତି ଭାଇମାନେ ସୁଖବେଳେ ପାଖରେ ଛିଡ଼ା ହେଉଥିଲେ, ସମବେଦନା ଜଣାଇବାକୁ ଜଣେ ମଧ୍ୟ ଆସିଲେନି। ଶବ ଦୁଇ ଘଣ୍ଟାରୁ ଅଧିକ ସମୟ ପଡ଼ି ରହିଲା। ଶେଷରେ ପ୍ରଶାସନ […]Continue Reading
Odisha News
ଭୁବନେଶ୍ବର,୩/୭ : ଗୁରୁବାର ଦିନ ରାଜ୍ୟରେ ଆଉ ୨ଜଣ ବ୍ୟକ୍ତିଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ପର‌୍ୟ୍ୟନ୍ତ ୨୯ ଜଣଙ୍କ ଜୀବନ ଗଲାଣି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍ରେ ସୂଚନା ପ୍ରଦାନ କରାଯାଇଛି ।ମୃତକଙ୍କ ମଧ୍ୟରୁ ୬୬ବର୍ଷର ଜଣେ ପୁରୁଷ ହୋଇଥିବା ବେଳେ ଅନ୍ୟ ଜଣେ ୪୦ ବର୍ଷର ପୁରୁଷ ଉଭୟେ ଗଞ୍ଜାମ ଜିଲ୍ଲାର । ଏମାନଙ୍କ ଭିତରୁ ପ୍ରଥମ ସଂକ୍ରମିତଜଣକ ଉଚ୍ଚ […]Continue Reading
Odisha News
ଭୁବନେଶ୍ବର,୩ ।୭ : ଶୁକ୍ରବାର ଦିନ ରାଜ୍ୟରେ ରେକର୍ଡସଂଖ୍ୟକ ୫୬୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧୦୬କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୨୫ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ୧୩୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।ଚିହ୍ନଟ ହୋଇଥିବା ୫୬୧ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ Continue Reading
Odisha News
ବୈାଦ୍ଧ,୨/୭: ବୈାଦ୍ଧ ସହରସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଗୁରୁବାର ଦିନ ପ୍ରଭୂ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ଅଳଙ୍କାର ବେଶ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୂଙ୍କ ଅଳଙ୍କାର ବେଶ ରଥ ଉପରେ ହୋଇ ଆସୁଥିବା ବେଳେ ଚଳିତ ବର୍ଷ କୋଭିଡ ପାଇଁ କଟକଣା ଲାଗୁ ହୋଇଥିବାରୁ ମନ୍ଦିର ଭିତରେ ଠାକୁରଙ୍କ ଅଳଙ୍କାର ବେଶ ଅନୁଷ୍ଠିତ ହୋଇଥିଲା । ସେବାୟତମାନେ ସାମାଜିକ ଦୂରତା ରକ୍ଷା କରି ଓ ମାସ୍କ ପରିଧାନ କରି ଠାକୁରଙ୍କ ସମସ୍ତ ନିତିକାନ୍ତି କରିଥିଲେ ।Continue Reading