Home Articles posted by odadmin (Page 1404)
Odisha News
ବୈାଦ୍ଧ,୨/୭:ବୌଦ୍ଧଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗର ଚତୁର୍ଥଶ୍ରେଣୀ କର୍ମଚାରୀ ଶିଶିର କୁମାର ବାଘଙ୍କୁ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା ଗୁରୁବାର ଦିନ ପ୍ରଦାନ କରାଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଶ୍ରୀ ବାଘଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶିଶିର କୁମାର ସାହୁ, ବରିଷ୍ଠ କିରାଣୀ ଲକ୍ଷ୍ମୀଧର ନାଏକ, ଅକ୍ଷୟ କୁମାର ମହାକୁଡ, ପ୍ରମୋଦ କୁମାର ସେଠୀ Continue Reading
Odisha News
ବୈାଦ୍ଧ,୨/୭: ଗୁରୁବାର ଦିନ ବୈାଦ୍ଧ ଜିଲ୍ଲାରୁ ପୁଣି ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜଣେ କୋଭିଡ ଯୋଦ୍ଧା କରୋନା ଆକ୍ରାନ୍ତ ହୋଇଛନ୍ତି ।ସେ କୋଭିଡ କେୟାର ସେଣ୍ଟରରେ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା ବେଳେ ସେ କ୍ୱାରେଣ୍ଟା ଇନରେ ଥିଲେ । ଜିଲ୍ଲାରେ ଗୁରୁବାର ଦିନ ଗୋଟିଏ ଦିନରେ ୩ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସମସ୍ତ ପଜିଟିଭ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ୧ ।ସେମାନଙ୍କ ମଧ୍ୟରୁ ୨ ଜଣ […]Continue Reading
Odisha News
ଯାଜପୁର,୨ା୭ : ଜମିଜମା ବ୍ୟବସ୍ଥାକୁ ସରଳୀକରଣ ପାଇଁ ସରକାର ବହୁବିଧ ଉଦ୍ୟମ ଓ ଆଇନ ପ୍ରଣୟନ କରିଚ୍ଥନ୍ତି । ଦାୟିତ୍ୱରେ ଥିବା ରାଜସ୍ୱ ଅଧିକାରୀମାନେ ଏହାର ଉପଯୋଗ କରି ସାଧାରଣ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କଲେ ଏହାର ସୁପଂଳ ହିତାଧିକାରୀ ପାଇପାରିବେ ବୋଲି ରାଜସ୍ୱ ପର୍ଷଦର ଲ୍ୟାଣ୍ଡ ରେକର୍ଡ ଓ ସେଟଲମେଣ୍ଟ କମିଶନରଙ୍କ ଯାଜପୁର ଗସ୍ତ ଓ ସମୀକ୍ଷା କମିଶନର ମଧୁସୂଦନ ପାଢୀ ଆହ୍ୱାନ ଦେଇଚ୍ଥନ୍ତି । ଗୁରୁବାର ପୂର୍ବାହ୍ନରେ ଜିଲ୍ଳ୍‌ାପାଳଙ୍କ ସମ୍ମିଳନୀ Continue Reading
Odisha News
ଭୁବନେଶ୍ୱର, ୨। ୭: ଗୁରୁବାର ରାଜ୍ୟରେ ଆଉ ୧୪୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫୫୦୨ରେ ପହଁଚିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୯ ଜଣ ଥିବା ବେଳେ ଖୋର୍ଧାରୁ ୨୪, ମୟୂରଭଞ୍ଜରୁ ୧୪, କଟକରୁ ୧୩, କଳାହାଣ୍ଡି ଓ କେନ୍ଦ୍ରାପଡାରୁ […]Continue Reading
Odisha News
ଭୁବନେଶ୍ବର ୨।୭: ଭୁବନେଶ୍ବରରୁ ପୁଣି ୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଚିହ୍ନଟ ୧୩ଜଣଙ୍କ ମଧ୍ୟରେ ୮ଜଣ ଘରୋଇ ସଙ୍ଗରୋଧରେ ଥିବା ବେଳେ ୫ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଏହା ସହ ଆଜି ୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ପକ୍ଷରୁ ଟୁଇଟର ଯୋଗେ ସୂଚନା ଦିଆଯାଇଛି।ଭୁବନେଶ୍ବରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୪୫ରେ ପହଞ୍ଚିଛି । ଏଥିମଧ୍ୟରୁ ୨୦୧ ଜଣ ସୁସ୍ଥ […]Continue Reading
Odisha News
ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ ନୂଆଗାଁ,୨/୭ :ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୋରଡ଼ା ଜଗନ୍ନାଥ ପ୍ରସାଦ ରାସ୍ତା ଉପରେ ଥିବା ଦୀର୍ଘ ବର୍ଷ ର ପୋଲ ଭୁଶୁଡ଼ି ଯାଇଛି।ଯାହାଫଳରେ ପାଞ୍ଚ ରୁ ଉର୍ଦ୍ଧ୍ବ ଗ୍ରାମ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।ସୂଚନା ଅନୁଯାୟୀ ନୟାଗଡ ଜିଲ୍ଲା ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ରେ ଥିବା ସୋରଡ଼ା ଗ୍ରାମ ଠାରୁ ଜଗନ୍ନାଥ ପ୍ରସାଦ ରାସ୍ତା ଉପରେ ବେଲ ପା ନଦୀ ର ପୋଲ ପଡ଼ିଥାଏ । ଦୀର୍ଘ […]Continue Reading
National News
New Delhi,JUL 2: India and Chinese militaries have emphasised on the need for an expeditious, phased and step wise de-escalation as a priority at a nearly 12-hour corps commander-level meeting on Tuesday which was aimed at ending the seven-week bitter standoff in eastern Ladakh, military sources said. They said the discussions at the talks reflected […]Continue Reading
Top Stories
Large-scale congregation at wedding ceremonies, community feats responsible for quick spread of pandemic By Swagatika Bhutia Berhampur, July 2: Odisha’s Ganjam district administration on Wednesday issued a directive that any priest conducting a marriage ceremony without prior official permission will face legal action. The directive came after the administration received Continue Reading
Odisha News
ଭୁବନେଶ୍ବର,୨/୭: ଗୁରୁବାର ଦିନ ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ପର‌୍ୟ୍ୟନ୍ତ ୨୭ ଜଣଙ୍କ ଜୀବନ ଗଲାଣି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ପ୍ରଦାନ କରାଯାଇଛି ।ଉଭୟଙ୍କ ଭିତରୁ ଜଣେ ଗଞ୍ଜାମ ଜିଲ୍ଲାରୁ ଜଣଙ୍କର ହୋଇଥିବାବେଳେ ଅନ୍ୟ ଜଣେ ଅନୁଗୁଳ ଜିଲ୍ଲାର। ଏହା ଅନୁଗୁଳ ଜିଲ୍ଲାର ପ୍ରଥମ କରୋନାଜନିତ ମୃତ୍ୟୁ ମାମଲା । ଏଣେ ଗଞ୍ଜାମ ଜିଲ୍ଲାରେ କରୋନା […]Continue Reading