Home Articles posted by odadmin (Page 1397)
National News
NEW DELHI,JULY 7 : The Central Board of Secondary Education (CBSE) has rationalised the syllabus for classes 9 to 12 for the academic year 2020-21 by up to 30 per cent to make up for academic loss caused due to COVID-19, Union HRD Minister Ramesh Pokhriyal ‘Nishank’ announced on Tuesday. “Looking at the extraordinary situation […]Continue Reading
Odisha News
ହାଇଦ୍ରାବାଦ, ୭।୭: ଭାରତରେ ମଙ୍ଗଳବାରଠୁ ଆରମ୍ଭ ହୋଇଛି କରୋନା ଭାକସିନର ହ୍ୟୁମାନ୍ ଟ୍ରାଏଲ୍ ।ଦେଶର ପ୍ରଥମ ସ୍ବଦେଶୀ କୋଭିଡ୍-୧୯ ଟୀକାକୁ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆନ୍ ମେଡିସିନ୍ ଦ୍ବାରା ହ୍ୟୁମାନ ଟ୍ରାଏଲ ପାଇଁ ଅନୁମତି ମିଳିଛି ।‘କୋଭାକ୍ସିନ୍’ ନାମକ ଟୀକା ବିକାଶ ଭାରତ ବାୟୋଟେକ୍ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଏବଂ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଏନଆଇଭି) ସହିତ ମିଳିତ ଭାବରେ ବିକଶିତ Continue Reading
Odisha News
ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ ନୂଆଗାଁ,୭/୭: ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ଓଡ଼ିଶାରେ ଥିବା ପାଞ୍ଚଶହ ରୁ ଉର୍ଦ୍ଧ ହୋମିଓ ପ୍ୟାଥିକ ଚିକିତ୍ସାଳୟ ଛଅଶହ ରୁ ଉର୍ଦ୍ଧ୍ବ ଆୟୁର୍ବେଦିକ୍ ଚିକିତ୍ସାଳୟ ଗୁଡିକରେ ଆୟୁଷ ଡାକ୍ତର ଙ୍କୁ ନିଯୁକ୍ତି ଏବଂ ଔଷଧ ଯୋଗାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ ସରକାର କରୋନା ମହାମାରୀ ର ମୁକାବିଲା ପାଇଁ ଆୟୁଷ ଡାକ୍ତର ଙ୍କୁ ସାମିଲ କରାଯିବା ପରେ ଚିକିତ୍ସାଳୟ ଗୁଡିକରେ ତାଲା ପଡ଼ିଥିବା ଦେଖିବାକୁ Continue Reading
Odisha News
ଭୁବନେଶ୍ୱର,୭/୭: ରାଜ୍ୟରେ ମଙ୍ଗଳବାର ଦିନ କରୋନାରେ ପୁଣି ୪ ଜଣ ଙ୍କର ମୃତ୍ୟୁ ଘଟିଛି । ଏଥିମଧ୍ୟରୁ ଅଛନ୍ତି ଗଞ୍ଜାମ ଜିଲ୍ଲାରୁ ୩ ଜଣ କରୋନା ରୋଗୀ। ଗଞ୍ଜାମର ୩ ମୃତକ ପୁରୁଷ ଓ ସେମାନଙ୍କର ବୟସ ୭୦, ୬୦ ଓ ୫୩ ବର୍ଷ ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି।ଆଉ ଜଣେ ମୃତକ କଟକ ଜିଲ୍ଲାର ୪୮ ବର୍ଷୀୟ ପୁରୁଷ। ଏହାକୁ ମିଶାଇ କଟକ […]Continue Reading
Odisha News
ଭୁବନେଶ୍ବର,୭/୭: ରାଜ୍ୟରେ ପୁଣି ୫୭୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୯୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏମାନଙ୍କ ଭିତରୁ ୧୬୮ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୪୦୩ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୧ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି ।ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ Continue Reading