ଭୁବନେଶ୍ୱର,୭/୬:: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ରାଜ୍ୟବାସୀଙ୍କ ପାଇଁ ଭିଡିଓ ଜରିଆରେ ବାର୍ତ୍ତା ଦେଇଛନ୍ତି। ଯେଉଁଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି କରୋନା ଯୁଦ୍ଧ ଜିତିବା ପାଇଁ ହେଲେ ୩ଟି ମନ୍ତ୍ର ଆପଣେଇବାକୁ ପଡିବ । ତ୍ୟାଗ, ସଂଯମ ଓ ଶୃଙ୍ଖଳା ବଜାଇ ରଖିବା ପାଇଁ ଆହ୍ୱାନ ଦେଇଛନ୍ତି।ସାରା ବିଶ୍ବରେ କୋଭିଡ ସଂକ୍ରମଣରେ ଭାରତ ତୃତୀୟ ସ୍ଥାନରେ ପହଞ୍ଚିଲାଣି। ଭାରତରେ ସଂକ୍ରମଣ ପ୍ରତି ୪ ଦିନରେ ଲକ୍ଷେ ବଢୁଛି।ଓଡ଼ିଶାରେ ମଧ୍ୟ କରୋନା ସଂକ୍ରମଣ Continue Reading
By Kishore Mohapatra/ Narayan Behera Bhubaneswar, July 6: A delegation of journalists of Bhubaneswar on Monday met Governor Professor Ganeshi Lal and submitted him a memorandum seeking his intervention to ensure that accredited journalists are allowed entry into Lok Seva Bhawan and its annex buildings like Kharavela Bhawan, Krushi Bhawan and Rajiv Bhawan for reporting […]Continue Reading
ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ ଦଶପଲ୍ଲା,୬/୭: ନୟାଗଡ ଜିଲ୍ଲାରେ କରୋନା କାୟା ବିସ୍ତାର କରିବାରେ ଲାଗିଥିବା ବେଳେ ଦଶପଲ୍ଲା ବ୍ଲକ୍ ରେ କରୋ ନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ରେ ପହଞ୍ଚିଛି। କିନ୍ତୁ ଦୁର୍ଭାଗ୍ୟ ର କଥା ଜଣେ କରୋ ନା ଯୋଦ୍ଧା କୋଭିଡ୍-୧୯ ରେ ଆକ୍ରାନ୍ତ ହୋଇଛନ୍ତି । ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ମଧ୍ୟଖଣ୍ଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଜଣେ ଅଧିକାରୀ କରୋ ନା ରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ତାଙ୍କୁ ଭୁବନେଶ୍ବର […]Continue Reading
By Sudhir Ranjan Dash Jagatsinghpur, July 6: Biju Janata Dal (BJD) MLA from Tirtol, Bishnu Charan Das, passed away at a private hospital here on Monday evening, family sources informed. The 67-year-old Tirtol legislator was hospitalised on June 22 in Bhubaneswar after he suffered brain stroke. He was suffering from various ailments. The legislator, who […]Continue Reading
ଭୁବନେଶ୍ଵର ୬ ।୭: ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ ଘଟଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟ ବିଷ୍ଣୁ ଦାସ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ।ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଗତ କିଛି ଦିନ ଧରି ସେ ଚିକିତ୍ସାଧୀନ ଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିଲା ଏବଂ ସେ କୋମାରେ ଥିଲେ। ସୋମବାର ଦିନ ତାଙ୍କର […]Continue Reading
କିଶୋର ମହାପାତ୍ର ଙ୍କ ରିପୋର୍ଟନୟାଗଡ଼,୬/୭: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବାଘୁଆ ପଲ୍ଲୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଡାକ୍ତର ଅରୁନ୍ଧତୀ ପରିଡା ଙ୍କ ନେତୃତ୍ୱରେ ଏହି କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ବାଘୁଆ ପଲ୍ଲୀ ପଞ୍ଚାୟତ ର ସରପଞ୍ଚ ନବକିଶୋର ସାହୁ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ। କରୋନା କଟକଣାକୁ ଦୃଷ୍ଟିରେ ରଖି ଚିକିତ୍ସା କେନ୍ଦ୍ର ର ଫାର୍ମାସିଷ୍ଟ, Continue Reading
ଭୁବନେଶ୍ୱର,୭/୯: ସୋମବାର ଅପରାହ୍ନ ସୁଦ୍ଧା ରାଜ୍ୟରେ ୨୬୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇଲେ ଏଯାବତ ରାଜ୍ୟରେ ୬୪୮୬ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।ସୋମବାର ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏକାଥରକେ ୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା Continue Reading
ଭୁବନେଶ୍ୱର,୬/୭: ସୋମବାର ଦିନ ଭୁବନେଶ୍ୱରରୁ ୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୭ଜଣଙ୍କ ମଧ୍ୟରୁ ୧୦ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ବେଳେ ୫ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୨ଜଣ କରୋନା ଯୋଦ୍ଧା ରହିଥିବା ନେଇ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ ।ଚିହ୍ନଟ ୧୦ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ୨ ଜଣ ହେଉଛନ୍ତି ଡୁମଡୁମା ରଘୁନାଥ ନଗର ବସ୍ତିର ୪୦ […]Continue Reading
BY AKSHYA ROUT Jajpur,JUL 6 : Mystery shrouds the death of a 50 year old lady school teacher whose body was found in a room along with her injured husband and daughter at village Mirjapur under Dharmasala police station in Jajpur district on Monday morning. The body of Tarulata Biswal (50) the teacher of the […]Continue Reading
ବାଲେଶ୍ୱର,୬/୭: ବାଲେଶ୍ୱର ଜିଲ୍ଲାର ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ପ୍ରଥମ ଥର ପାଇଁ ରାଜ୍ୟର ଜଣେ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ନୀଳଗିରି ବିଧାୟକ ସୁକାନ୍ତ ନାୟକ କୋଭିଡ-୧୯ରେ ସଂକ୍ରମିତ ହୋଇଛି ।ଯାହା ଏବେ ସରକାର ଓ ସ୍ଥାନୀୟ ପ୍ରଶାସନ ପାଇଁ ଚିନ୍ତାର ବଢିବାରେ ଲାଗିଛି ।ସୂଚନାଯୋଗ୍ୟ ଯେ, ନୀଳଗିରି ବିଧାୟକ ସୁକାନ୍ତ ନାୟକ କୋଭିଡ ସଂକ୍ରମିତ ଜଣାପଡିବା ପରେ ତାଙ୍କୁ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି Continue Reading




