Home Articles posted by odadmin (Page 1396)
Top Stories
By Jyoti  Prakash Purohit TITILAGAH, JULY 8: Very recently a transfer of administrative had been implemented in IAS level in the state. In this connection Mr Somesh Upadhyay (IAS) has been deploy at Titlagarh  as Sub-collector cum Magistrate and in charge of Municipality in lieu of. Sri Upadhyay joined and owed his responsibilities on July 3 […]Continue Reading
Odisha News
ବ୍ରହ୍ମପୁର,୮/୭: ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟରେ ରଖି ଖୋର୍ଦ୍ଧା-ଗଞ୍ଜାମ ସୀମାକୁ ସିଲ୍ କରାଯାଇଛି । ସୀମା ସିଲ୍ ନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।ଏନେଇ ଟ୍ବିଟ କରି ଗଞ୍ଜାମ ଜିଲ୍ଲା ପ୍ରଶାସନ ଏହି ସୂଚନା ଦେଇଛି । ଗଞ୍ଜାମରୁ ଭୂବନେଶ୍ବର ଯିବା ପାଇଁ କାହାକୁ ଅନୁମତି ମିଳିବ ନାହିଁ । ପ୍ରଶାସନର ନିଷ୍ପତ୍ତିକୁ ମାନିବାକୁ ଲୋକଙ୍କୁ ଅପିଲ କରାଯାଇଛି ।Continue Reading
Odisha News
By Jyoti Prakash Purohit ଟିଟିଲାଗଡ, ୮/୭/ ବଲାଙ୍ଗିରଜିଲ୍ଲ୍‌ା ଅନ୍ତର୍ଗତଟିଟିଲାଗଡ ଉପଖଣ୍ଡ ଡାକ୍ତରଖାନାରେବହୁବର୍ଷ ଧରି ଖାଲି ଥିବା ଡାକ୍ତର ପଦବୀ ପୂରଣ ପାଇଁ ଦାବି ହୋଇଆସୁଅଛି । ତାସହିତ ଆନ୍ଦୋଳନ ଓ ଗଣଧାରଣା ମଧ୍ୟ କରାଯାଇଅଛି । କାହାସ୍ୱାର୍ଥରେ ଆଜି ଯାଏଁ ସ୍ଥାନୀୟ ଡାକ୍ତରଖାନାରେ ବିଭିନ୍ନ ବିଭାଗ ଗୁଡିକରେ ବର୍ଷବର୍ଷ ଧରି ପଦବିଖାଲି ପଡିରହିଛି ? ପ୍ରକୃତରେ କଣ ଏହା ନେତାମାନଙ୍କର ସାଲିସ୍ ନା ରୋଗୀସେବାକୁ ବ୍ୟବସାୟ ମନୋଭାବ ରଖିଥିବା ସ୍ଥାନୀୟ Continue Reading
Top Stories
Ansuman Trust secretary Himansu Sekhar Sahoo on Tuesday reached the house of Sushant Das of Uttarpratapur and discussed about his daughter’s marriage. He assured financial support for the family. Mr Sahoo also met Dhurba Charan Sahoo who is suffering from illness and assured to provide him support for treatment.Continue Reading
Odisha News
ପୁରୀ: ପୁରୀ ଜିଲ୍ଲା ବାହାର ଲୋକଙ୍କୁ ମନା ହେଲା ସ୍ୱର୍ଗଦ୍ୱାର । କରୋନା ସଂକ୍ରମଣକୁ ରୋକିବା ପାଇଁ ମଙ୍ଗଳବାର ଏଭଳି ନିଷ୍ପତ୍ତି ନେଇଛି ପୁରୀ ଜିଲ୍ଲା ପ୍ରଶାସନ । ଏଣିକି କେବଳ ପୁରୀ ଜିଲ୍ଲାବାସୀ ହିଁ ନିଜ ଆତ୍ମୀୟଙ୍କ ଶବସତ୍କାର ସ୍ବର୍ଗଦ୍ବାରକୁ ଯାଇ କରି ପାରିବେ । ଅନ୍ୟ ଜିଲ୍ଲାବାସୀଙ୍କୁ ଏହି ଅନୁମତି ମିଳିବ ନାହିଁ । ବୁଧବାରଠାରୁ ଏହି ନିୟମ ଲାଗୁ ହେବ । ଏହି ନିୟମକୁ ପାଳନ କରିବା ପାଇଁ ପୁରୀ ଜିଲ୍ଲାପାଳ ବଲୱନ୍ତ […]Continue Reading
Odisha News
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଆଚାର୍ଯ୍ୟ ବିହାର ଛକ ନିକଟସ୍ଥ ଆରଟିଓ-୧ ଅଫିସ୍ ଓ‌ କଟକ ରୋଡସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ  ଶଖାକୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ସିଲ୍‌ କରିଛି । ଆଇସିଆଇସି ବ୍ୟାଙ୍କରେ ୧୫ ଓ ଆରଟିଓ-୧ ଅଫିସ୍‌ରୁ ୪ ଜଣ  କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ବିଏମ୍‌ସି ଏହି ନିଷ୍ପତ୍ତି ନେଇଛି । ଏହା ସହ ଶ୍ରୀୟା ଟକିଜ୍‌‌ ଛକ ନିକଟରେ ଥିବା ବ୍ୟାଙ୍କର ମୁଖ୍ୟ ଶାଖାକୁ ମଧ୍ୟ ବିଏମ୍‌ସି ପକ୍ଷରୁ ସିଲ୍‌ କରାଯାଇଛି […]Continue Reading
Odisha News
କମ୍ଭୁ ଧର ଖେତୀ ଙ୍କ ରିପୋର୍ଟ ବୌଦ୍ଧ,୭/୭ : ବୌଦ୍ଧ ବନଖଣ୍ଡ ଓ ଜିଲ୍ଲା ପରିବେଶ ସମିତି ଆନୁକୂଲ୍ୟରେ ବୌଦ୍ଧସହର ଏନଏସି ଛକ ଠାରେ ମଙ୍ଗଳବାର ଦିନ ୭୧ ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଛି ।ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମରେ ମାଗଣାରେ ଚାରାବଣ୍ଟନ କରାଯିବାସହ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ମୁଖ୍ୟ ଅତିଥି ତଥା ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଓ ସମ୍ମାନୀତ ଅତିଥି ତଥା ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଆରକ୍ଷୀ ଅଧୀକ୍ଷକ ଭି. […]Continue Reading
Odisha News
ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ ଗଣିଆ,୭/୭ : ନୟାଗଡ ଜିଲ୍ଲା ଗଣିଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କାର‌୍ୟ୍ୟରତ ଫାର୍ମାସିଷ୍ଟ ସୋମବାର ଦିନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି କୋଭିଡ୍ ଯୋଦ୍ଧା କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ ରୁ ଜନସାଧାରଣ ଙ୍କୁ ସୁରକ୍ଷିତ ରଖିବା ପାଇଁ ଗଣିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ସସ୍ମିତା ଲେଙ୍କା ଜିଲ୍ଲାପାଳ ଙ୍କ କ୍ଷମତା ପ୍ରୟୋଗ କରି ୭୨ ଘଣ୍ଟା ଗଣିଆ ଗ୍ରାମ ପଞ୍ଚାୟତ କୁ ସଟ୍ ଡାଉନ୍ […]Continue Reading