Home Articles posted by odadmin (Page 1395)
Odisha News
Boudh: Body of missing woman recovered from forest By Kambhudhar Khetiବୈାଦ୍ଧ,୮/୭- ବୈାଦ୍ଧଜିଲ୍ଲା ବଘିଆପଡା ଫାଣ୍ଡି ଆନ୍ତର୍ଗତ ଆମ୍ବଝରୀ ପଞ୍ଚାୟତର ନାଗ ପାହଡ ଜଙ୍ଗଲରୁ ପୋଲିସ ଏକ ମହିଳାର ମୃତ ଦେହ ଉଦ୍ଧାର କରିଛି । ମିଳିଥିବା ସୂଚନା ଅନୁଯାଇ, ଗଣ୍ଡିସର ଗ୍ରାମର ସାମନ୍ତ ହାତୀଙ୍କ ଝିଅ ରୀନା (୩୬) ଗତ ଆଠ ଦିନ ହେବ ନିଖୋଜ ଥିଲେ । ଆଜି ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ଗତକାଲି ସ୍ଥାନିୟ ଲୋକ […]Continue Reading
Odisha News
Who is Apsara Rani? Where did Ram Gopal Varma discover here? କିଶୋର ମହାପାତ୍ରନୟାଗଡ, ତା ୮ ।୭ । ଅପ୍ସରା ରାଣୀ କିଏ? ତାଙ୍କର ପ୍ରକୃତ ଓ ପୂରା ନାମ କଣ ? ଜାଣିନାହାଁନ୍ତି ? ଏବେ ଆସନ୍ତୁ ଜାଣିବା । ଅପ୍ସରାଙ୍କ ପୂରା ନାମ ଅଙ୍କେତା ମହାରଣା । ତାଙ୍କ ପିତାଙ୍କ ଚନ୍ଦ୍ରଶେଖର ମହାରଣା ଓ ଘର ନୟାଗଡ ଜିଲ୍ଲାର କଂଟିଲୋ ଗ୍ରାମରେ ।ଅଙ୍କେତା ପିତା ଭାରତୀୟ ବାୟୁସେନାର ଜଣେ ପଦସ୍ଥ […]Continue Reading
Odisha News
ନୂଆଗାଁ, ୮/୭: ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବୁଧବାର ଦିନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହି ପୁର ଗ୍ରାମ ପଞ୍ଚାୟତ ର ନୂତନ ଗେଟ୍ ଶୁଭ ଉଦଘାଟନ କରିଥିଲେ।ତତ୍ ସହିତ ବିଧାୟକ ଶ୍ରୀ ବେହେରା ମାର୍କେଟ କମ୍ପ୍ଲେକ୍ସ ପାଇଁ ଶିଳା ନ୍ୟାସ କରିବା ସହିତ ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ବିଭିନ୍ନ ସମସ୍ୟା ବୁଝିଥିଲେ। ବିଧାୟକ ଙ୍କ ସହିତ ନୂଆଗାଁ […]Continue Reading
Odisha News
କିଶୋର ମହାପାତ୍ର ଙ୍କ ରିପୋର୍ଟନୟାଗଡ଼,୮/୭: ନୟାଗଡ଼ ଜିଲ୍ଲ ଭାପୁର ବ୍ଲକ କୃଷି ସୂଚନା ପରାମର୍ଶ କେନ୍ଦ୍ର ଆତ୍ମା ଓ କୃଷି ବିଭାଗ ପକ୍ଷରୁ ଜୈବିକ ପଦ୍ଧତିରେ ଅଧିକ ଉପାର୍ଜନ ଧାନ ଓ ମକା ବିହନ କୃଷକମାନଙ୍କୁ ବିତରଣ କରାଯାଇଛି । ଭାପୁର ବ୍ଲକ ର ମେଳା ପୋଖରୀ ଓ ବେଗୁନିଆ ଗ୍ରାମ ର ଚାଷୀ ମାନଙ୍କୁ ଧାନ ଓ ମକା ବିହନ ବିତରଣ କରାଯାଇଥିବା ସହ କିପରି ଅଧିକ ପରିମାଣରେ ଅମଳ କରାଯିବ ସେ ସମ୍ପର୍କରେ ଭାପୁର […]Continue Reading
Odisha News
ଭୁବନେଶ୍ୱର ୮ । ୭: ରାଜ୍ୟରେ ଦିନକୁ ଦିନକ ଭୟଙ୍କର ହୋଇଚାଲିଛି କରୋନା ଭାଇରସ । ଆଜି ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁସଂଖ୍ୟା ୪୮ରେ ପହଁଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ମୃତକଙ୍କ ମଧ୍ୟରୁ ଗଞ୍ଜାମରେ ୩ ଜଣ ହୋଇଥିବା ବେଳେ କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ରାୟଗଡ଼ାରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ ହୋଇଛି […]Continue Reading
Odisha News
ଭୁବନେଶ୍ବର,୮/୭: ରାଜ୍ୟରେ ବୁଧବାର ଦିନ ପୁଣି ୫୨୭ଜଣ ଆକ୍ରାନ୍ତ ଚିହ୍ନଟ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ମାନଙ୍କ ଭିତରୁ ୧୮୯ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୩୩୮ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୬ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।ବୁଧବାର ଗଞ୍ଜାମ ଜିଲ୍ଲାରୁ Continue Reading
Odisha News
ସାଲେପୁର, ୮।୭: କଟକ ଜିଲ୍ଲାର ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ପିଏସଓ ଡ୍ରାଇଭର୍ ମଧ୍ୟ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।ବିଧାୟକଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ବିଧାୟକଙ୍କ ସମେତ ଅନ୍ୟ ୨ ଜଣଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।Continue Reading
Odisha News
ଭୁବନେଶ୍ୱର,୮/୭: କରୋନା ସଂକଟ ଦୃଷ୍ଟିରୁ ୨ ବର୍ଷ ଯାଏଁ ନୂଆ ଚାକିରି ସୃଷ୍ଟି ହେବ ନାହିଁ। କରୋନା ଯୋଗୁଁ ଆର୍ଥିକ ସଂକଟ ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ପଦକ୍ଷେପ। ଏନେଇ ସବୁ ବିଭାଗକୁ ପ୍ରମୁଖ ସଚିବ ଅଶୋକ ମୀନା ଚିଠି ଲେଖିଛନ୍ତି।କରୋନା ସଂକଟ ଦୃଷ୍ଟିରୁ ୨ ବର୍ଷ ଯାଏଁ ନୂଆ ଚାକିରି ସୃଷ୍ଟି ହେବ ନାହିଁ। କେବଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ପୋଷ୍ଟ ବାହାରିବ। ଆସନ୍ତା ୨ ବର୍ଷ ମଧ୍ୟରେ କୌଣସି ବିଭାଗ ନୂଆ ଗାଡ଼ି […]Continue Reading