Kambhudhar Kheti ବୌଦ୍ଧ,୨୩ / ୭: ବୈାଦ୍ଧ ଜିଲ୍ଲାରେ ଗୁରୁବାର ଦିନ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ରେ ପହଞ୍ଚିଲା । ଆଜି ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବୌଦ୍ଧବ୍ଲକ୍ ବାଉଁଶୁଣି ଥାନା ଗୁନ୍ଦୁଳିିଆ ଗ୍ରାମର ଓ ଅନ୍ୟ ଆକ୍ରାନ୍ତ ଜଣକ ବୌଦ୍ଧ ଜିଲ୍ଲାର ଅଧିବାସୀ ।ଗୁନ୍ଦୁଳିିଆ ଗ୍ରାମର ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଗୁନ୍ଦଳିିଆ କ୍ୱାରେ […]Continue Reading
ବୌଦ୍ଧ,୨୩ । ୭: ଓଡିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ପୁର୍ନଗଠିତ ହୋଇଯାଇଛି । ଏଥିରେ ବୌଦ୍ଧର ଯୁବ ସାହିତ୍ୟିକ ଇଂ. ସଞ୍ଜୟ କୁମାର ପଣ୍ଡାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଭାବରେ ମନୋନୀତ କରାଯାଇଛି । ଶ୍ରୀପଣ୍ଡା ବୌଦ୍ଧରେ ନିଳଚକ୍ର ସାହିତ୍ୟ ସଂସଦ ଗଠନ କରିବା ସହିତ ନିୟମିତ ଭାବରେ ସାଧନା ଜାରି ରଖିଛନ୍ତି । ଏହାବ୍ୟତୀତ ରାଜ୍ୟର ଅନେକ ଜିଲ୍ଲା ସଂଗଠନର ମଧ୍ୟରେ ସେ ସାହିତ୍ୟିକ ଭାବରେ ନିଜକୁ ପ୍ରତିଷ୍ଠିତ କରିବାରେ ସଫଳ ହୋଇଛନ୍ତି […]Continue Reading
Jajpur SP Charan sing Meena is back in action. Mr meena is seen himself leading the enforcement of lockdown restrictions at various places in the district. Jenapur Police inspector Susanta Kumar das,Dharmasala police inspector Saroj Kumar Sahoo and Kuakhia inspector Manon Kumar swain are also seen accompanying the SP in enforcing the regulations. Seeing the […]Continue Reading
ଗତ ୧୪ ତାରିଖରେ ବାଙ୍ଗାଲୋରଠାରେ ଗ୍ୟାସ ସିଲିଣ୍ଡର ଫାଟି ଘଟିଥିବା ଦୁର୍ଘଟଣାରେ କନ୍ଧମାଳ ଜିଲ୍ଲାର ମୃତକଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି କନ୍ଧମାଳ ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। ଦୁର୍ଘଟଣା ଘଟିବା ଖବର ଜାଣିବା ପରେ ଶ୍ରୀ ସାମନ୍ତ କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ବାଙ୍ଗାଲୋରସ୍ଥିତ ଇଣ୍ଡିଆନ ସୋସିଆଲ ଇନଷ୍ଟିଚ୍ୟୁଟ ସହ ଯୋଗାଯୋଗ କରି ସେମାନଙ୍କ ମୃତ ଶରୀରକୁ ବାଙ୍ଗାଲୋରରୁ ଆମ୍ବୁଲାନସ ଯୋଗେ ସେମାନଙ୍କ ଗ୍ରାମକୁ ଆଣିବା Continue Reading
ନୟାଗଡ,୨୩/୭: ନୟାଗଡ ‘ନାଟ୍ୟଶାଳା’ ମଞ୍ଚାୟନ ର ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନା ରେ ଦିବଙ୍ଗତ ମହାନ ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯିବା ସହ ସେମାନଙ୍କର ଜୀବନୀ ତଥା ଗୁଣାବଳୀ ର ସ୍ମୃତି ଚାରଣ କରାଯାଇଛି ।ପ୍ରଖ୍ୟାତ ଅଭିନେତା , ନିର୍ଦ୍ଦେଶକ ତଥା ଓଡିଶା ସଙ୍ଗୀତ ନାଟକ ମହାବିଦ୍ୟାଳୟର ନାଟ୍ୟ ବିଭାଗର ମୁଖ୍ୟ ବିଜୟ କୁମାର ମହାନ୍ତି , ଓଡ଼ିଶାର ଅନ୍ୟତମ ବିଶିଷ୍ଟ ଅଭିନେତା ତଥା ମଞ୍ଚ ନିର୍ଦ୍ଦେଶକ ସୁରେଶ ସାହୁ , ନୟାଗଡ଼ Continue Reading
ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାର ପ୍ରାୟ ୧୫ ଦିନ ପରେ ସୁଇସାଇଡ୍ ନୋଟକୁ ନେଇ ବଡ଼ ଖୁଲାସା ହୋଇଛି। ସୁଇସାଇଡ୍ ନୋଟର ଫରେନସିକ୍ ରିପୋର୍ଟ ଆସିଛି। ଏନେଇ ରେଳବାଇ ଏଡିଜି ପ୍ରାଣବିନ୍ଦୁ ଆଚାର୍ୟ୍ୟ ସୂଚନା ଦେଇଛନ୍ତି। ତାଙ୍କର ସୂଚନା ଅନୁଯାୟୀ, ଆଦିତ୍ୟ ଦାଶ ହିଁ ନିଜେ ସୁଇସାଇଡ୍ ନୋଟ୍ ନିଜେ ଲେଖିଛନ୍ତି। କାରଣ ଆଦିତ୍ୟଙ୍କ ପୁରୁଣା ହାତ ଲେଖା ସହ ସୁଇସାଇଡ୍ ନୋଟର ଲେଖା ମେଳ ଖାଉଛି ବୋଲି ସେ ସୂଚନା ଦେଇଛନ୍ତି। ଏହାପରେ […]Continue Reading
ଭୁବନେଶ୍ୱର,୨୩/୭: ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ସଂଙ୍ଗିନ ହେଉଛି । ଆଜି ପୁଣି କରୋନାରେ ୬ଜଣଙ୍କ ଜୀବନ ଜାଇଛି ।ଏହାକୁ ମିଶାଇ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ମୋଟ ୧୧୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।ଟ୍ବିଟ୍ ଅନୁଯାୟୀ ୬ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୫ ଜଣ ଏବଂ ଜଣେ ଖୋର୍ଦ୍ଧା ଜିଲ୍ଲାର ରହିଛନ୍ତି । ଗଞ୍ଜାମ […]Continue Reading
ଭୁବନେଶ୍ୱର,୨୩/୭: ଓଡ଼ିଶାରେ ଆଜି ପୁଣି ୧୨୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ବର୍ତ୍ତମାନ ପର୍ୟ୍ୟନ୍ତ ରାଜ୍ୟରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୦୯୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୪୭ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୪୧୭ଜଣ ସ୍ଥାନୀୟ Continue Reading
କିଶୋର ମହାପାତ୍ର ଙ୍କ ରିପୋର୍ଟ ନୟାଗଡ଼,୨୩/୭: ନୟାଗଡ଼ ଟାଉନ ଥାନା ପୋଲିସ କୁ ମିଳିଛି ସଫଳତା । ଗତ ଜୁଲାଇ୧୦ ତାରିଖ ରେ ନୟାଗଡ ଟାଉନ ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ଠାରୁ ଏକ ବୋଲେରୋ ଗାଡ଼ି ନମ୍ବର (ଓଡି ୨୧ ୪୫୧୦) ଚୋରି ହୋଇଥିଲା । ଟାଉନ ଥାନା ଆଇଆଇସି ଜୟଦିପ ମହାନ୍ତି ଙ୍କ ତତ୍ପରତା କ୍ରମେ ଏସ୍ଆଇ ଧର୍ମେନ୍ଦ୍ର ଶିଆଳ ଏବଂ ଏସ ଆଇ ସ୍ମୃତି ରଞ୍ଜନ ମହାନ୍ତି ଚୋରି ଗାଡି କୁ ଉଦ୍ଧାର […]Continue Reading
ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ ନୂଆଗାଁ,୨୩/୭ : ନୟାଗଡ ଜିଲ୍ଲା ଓଡ଼ଗାଁ ବନବିଭାଗ ଚଢ଼ାଉ କରି ଶାଗୁଆନ ପଟା ବୋଝେଇ ଏକ ପିିକ ଅପ୍ ଗାଡ଼ି ଜବତ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ଗତ ମଙ୍ଗଳବାର ରାତି ୧୧ ଟା ସମୟରେ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଡି ମିରି ପଲ୍ଲୀ ଠାରୁ କାଳି ଆମ୍ବା ଦେଇ ଯାଇଥିବା ରାସ୍ତା ନିକଟରେ କୌଣସି ମତେ ଖବର ପାଇ ଓଡ଼ଗାଁ ବନାଞ୍ଚ ଳ ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା , […]Continue Reading




