By Swagatika Bhutia Bhubaneswar, July 23: Four journalists of Odisha’s Ganjam district have set an example of high standard of humanity by helping a family dispose body of a deceased member which was lying unattended by relatives and villagers due to Covid-19 scare. According to reports, Pitambar Padhi, a retired teacher of Badadanda village under […]Continue Reading
New Delhi,JULY 22: The Enforcement Directorate (ED) raided the premises of Rajasthan Chief Minister Ashok Gehlot’s brother on Wednesday as part of countrywide searches in connection with a money laundering case linked to an alleged fertiliser scam, officials said. ED sleuths were assisted by personnel of the Central Reserve Police Force (CRPF), who were seen […]Continue Reading
Ghaziabad-based journalist Vikram Joshi, who was shot in the head by some assailants, succumbed to injuries early Wednesday. His death has evoked a sharp response from media bodies who condemned the attack on Joshi and demanded a judicial probe into it as well as other incidents of assault on scribes in Uttar Pradesh. Joshi, who […]Continue Reading
Tinsukia/Dibrugarh,JULY 22: A massive blast occurred near the Oil India Limited’s Baghjan well in Assam’s Tinsukia district on Wednesday, injuring three foreign experts involved in the dousing of the well fire raging for over a month. The experts have been rushed to a hospital at Dibrugarh, Oil India Limited’s senior manager, public affairs, Jayanata Continue Reading
ଯାଜପୁର, ୨୨ା୭ : ଯାଜପୁର ଜିଲ୍ଳ୍ାରେ କରୋନା ପଜିଟିଭ ସଂଖ୍ୟା ହଜାରେ ଟପିଥିବା ବେଳେ ୯୦୦ ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ପେଂରିଚ୍ଥନ୍ତି । ସୁସ୍ଥ ହୋଇ ପେଂରିଥିବା ଏହି ବ୍ୟକ୍ତି ମାନଙ୍କୁ ଜିଲ୍ଲାପାଳ ରଂଜନ କୁମାର ଦାସ ପ୍ଳ୍ାଜମା ଦାନ ପାଇଁ ଅନୁରୋଧ କରିଚ୍ଥନ୍ତି ।ରାଜ୍ୟରେ ପ୍ଳାଜମା ଥେରାପି ସପଂଳ ହୋଇଥିବାରୁ ଏହା ଏକ ଉତ୍ସାହପ୍ରଦ କଥା । ଆକ୍ରାନ୍ତଙ୍କ ସୁସ୍ଥତା ପାଇଁ ଜିଲ୍ଲାବାସୀ ପ୍ରାର୍ଥନା କରିଥିଲେ । ସେମାନେ ମଧ୍ୟ […]Continue Reading
ଯାଜପୁର, ୨୨ା୭ : ଯାଜପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ବୁଧବାର ଠାରୁ କରୋନା ପରୀକ୍ଷଣ କେନ୍ଦ୍ରର ଶୁଭାରମ୍ଭ ହୋଇଚ୍ଥି । ଜିଲ୍ଳାପାଳ ରଂଜନ କୁମାର ଦାସ ଏହି ପରୀକ୍ଷା କେନ୍ଦ୍ରର ଶୁଭାରମ୍ଭ କରିବା ସହ ଏହି ପରୀକ୍ଷଣ କେନ୍ଦ୍ର ଦ୍ୱାରା ବର୍ତ୍ତମାନ ପ୍ରତ୍ୟେକ ଦିନ ୨୪ ଜଣ ଲକ୍ଷଣ ଥିବା ଲୋକଙ୍କର କରୋନା ଟେଷ୍ଟ କରାଯିବ ବୋଲି କହିଥିଲେ । ଯାହାର ରିପୋର୍ଟ ଆଧାରରେ ସଂପୃକ୍ତ ବ୍ୟକ୍ତିଙ୍କ ପାଇଁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ।ସାଧାରଣତଃ କରୋନା […]Continue Reading
କଟକ,୨୭/୭: କଟକ ସହରରେ ବୁଧବାର ଦିିନ ୫୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୧ ଜଣ ହୋମ୍ କ୍ବାରେଣ୍ଟାଇନରୁ, ୧୧ ଜଣ ସରକାରୀ କ୍ବାରେଣ୍ଟାଇନରୁ ଏବଂ ୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।ଦୁଇ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଥୋରିଆ ସାହିର ଜଣେ କୋଭିଡ୍ ଯୋଦ୍ଧା ଓ ସୁତାହାଟର ଜଣେ ୪୫ ବର୍ଷ ବୟସ୍କ ପୁରୁଷ ଅଛନ୍ତି । ଏହା ସହିତ ସିଏମସି ଅଞ୍ଚଳରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୫୨ରେ ପହଞ୍ଚିଛି […]Continue Reading
Mumbai,JULY 22: Rain activity will increase in south-central Maharashtra, Marathwada and Vidarbha in the next two days. Whereas Mumbaikars will have to wait till month-end. But the city will experience slightly cool weather due to light showers on July 22 and 23. “As per Indian Meteorological Graphics, possibility of enhancement of rainfall activity over south-central […]Continue Reading
ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟନୂଆଗାଁ,୨୨/୭: ରାଜ୍ୟ ସରକାରଙ୍କ ଦ୍ଵାରା ଶିଶୁ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀ ଓ ପ୍ରଶାସନ ର ଦାୟିତ୍ଵ ହୀନତା ଯୋଗୁଁ ଶିଶୁ ମାନେ କିଛି ଟଙ୍କା ରୋଜଗାର ପ୍ରଲୋଭାନରେ ନିଜ ଭବିଷ୍ୟତ ଭୁଲି ବିଭିନ୍ନ କାର୍ଯ୍ୟ କରିଥାନ୍ତି। ଯାହାଫଳରେ ଦେଶର ଭବିଷ୍ୟତ ଗଢିବାର ବିନ୍ଧାଣୀ ଙ୍କ ଭବିଷ୍ୟତ ଅନ୍ଧାର ହେବାରେ ଲାଗିଛି।ଏଭଳି ଏକ ସମସ୍ୟା Continue Reading
ଭୁବନେଶ୍ୱର ୨୨।୭ : ରାଜ୍ୟରେ ଆସନ୍ତା ଦୁଇଦିନ ବର୍ଷା ବଢ଼ିବ । ବିଶେଷକରି ଉତ୍ତର ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ । ୨୪ରୁ ବର୍ଷା ପରିମାଣ ପୁଣି କମିବ । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଓଡ଼ିଶାରେ ଚଳିତବର୍ଷ ମୌସୁମୀ ପ୍ରବାହ ଧିମା ରହିଛି । ଜୁଲାଇରେ ବର୍ଷା ବିଶେଷ ଭାବେ ହ୍ରାସ ପାଇଛି । ଜୁନ୍ ପହିଲାରୁ ଏଯାବତ୍ ରାଜ୍ୟରେ ଯେତିକି ବର୍ଷା ହେବା କଥା, ତା’ଠାରୁ ୭% କମ୍ ବର୍ଷା […]Continue Reading




