Home Articles posted by odadmin (Page 1372)
Odisha News
ଭୁବନେଶ୍ୱର ୨୪।୭: ଓଡ଼ିଶରେ ଆଜି ଆଉ ୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।୬ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୩ ଜଣ, ରାୟଗଡା ଜିଲ୍ଲାରୁ ଜଣେ, ଭଦ୍ରକ ଜିଲ୍ଲାରୁ ଜଣେ ଏବଂ ଗଜପତି ଜିଲ୍ଲାରୁ ଜଣେ ରହିଛନ୍ତି । ଗଞ୍ଜାମ […]Continue Reading
Odisha News
ଭୁବନେଶ୍ୱର ୨୪।୭: ରାଜ୍ୟରେ ଦ୍ରୁତ ଗତିରେ ବଢୁଛି କରୋନା ପଜିଟିଭ ସଂଖ୍ୟା । ଶୁକ୍ରବାର ଦିନ ଓଡ଼ିଶାରେ ୧୫୯୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଓଡ଼ିଶାରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୬୯୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୬୭ ଜଣ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ୫୨୭ଜଣ ସ୍ଥାନୀୟ ବାସିନ୍ଦା […]Continue Reading
Odisha News
ଭୁବନେଶ୍ବର୨୪/୭: ଲୋକସେବା ଭବନରେ ଏବେ କରୋନା ଭୟ । କିଛି କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସରକାରଙ୍କ ଚିନ୍ତା ବଢିଛି । କରୋନା ଲଢେଇରେ ଲୋକସେବା ଭବନର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବାରୁ ଏହାକୁ କିପରି ନିୟନ୍ତ୍ରଣ କରାଯିବ, ସେଥିପାଇଁ ସରକାର ତନାଘନା ଆରମ୍ଭ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗକୁ ଚିଠି ଲେଖାଯାଇ ଆବଶ୍ୟକ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିବାକୁ ତାଗିଦ୍ କରାଯିବା ସହ ଏକ ମାର୍ଗଦର୍ଶିକା ଜାରି Continue Reading
Odisha News
କମ୍ଭୁ ଧର ଖେତୀ ଙ୍କ ରିପୋର୍ଟବୈାଦ୍ଧ,୨୩/୭: ବୈାଦ୍ଧଜିଲ୍ଲା ହରଭଙ୍ଗା ପ୍ଲକ ବାମଣ୍ଡା ଗ୍ରାମ ପ ।ୟତର ବିରଗଡ ଗ୍ରାମର ନିକଟରେ ଥିବା ଏକ ଜଙ୍ଗଲରେ ପାହାଡର ବର୍ଷାପାଣି ପଶି ଗ୍ରାମରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି । ମନୁଷ୍ୟ କୃତ ବନ୍ୟା ଯୋଗୁଁ ଗାଁ ପାଣି ଘେରାରେ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ମିଳିଥିବା ସୁଚନା ଅନୁସାରେ, ବର୍ଷ ବର୍ଷ ଧରି ଯେଉଁବାଟ ଦେଇ ପାହାଡ ଜଙ୍ଗଲରୁ ବର୍ଷା ଜଳ ନିଷ୍କାସନ ହେଉଥିଲା ଚଳିତ ବର୍ଷ ସେହି […]Continue Reading
Odisha News
କମ୍ଭୁ ଧର ଖେତୀ ଙ୍କ ରିପୋର୍ଟ ବୈାଦ୍ଧ,୨୩/୭: ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ନେଇ ଦ୍ୱନ୍ଦ ଲାଗି ରହିଥିବା ବେଳେ ଏହି ଘଟଣାର ତଦନ୍ତ ଜିଆରପି ପୁଲିସ କରୁଛି ।  ରାଜ୍ୟର ବିଭିନ୍ନ ସଂଗଠନ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରୁଛନ୍ତି । ବୈାଦ୍ଧ ଜିଲ୍ଲାରେ ମଧ୍ୟ ଭାରତୀୟ ଜନତା ପାର୍ଟି ଓ ନିଜ ଗ୍ରାମ ତାଳସରଡା ଗ୍ରାମବାସୀ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଆସୁଥିବା ବେଳେ ଗୁରୁବାର ଦିନ ବୈାଦ୍ଧଜିଲ୍ଲା ସଚେତନ ସାମାଜିକ […]Continue Reading