Home Articles posted by odadmin (Page 1371)
Odisha News
ନୂଆଦିଲ୍ଲୀ, ୨୪। ୭: ଫାର୍ମାସ୍ୟୁଟିକାଲ କମ୍ପାନୀ ସିପ୍ଲା ଲିମିଟେଡ୍ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସିପ୍ଲେଞ୍ଜା ବ୍ରାଣ୍ଡରେ ଫାବିପିରାବିର୍ ଲଞ୍ଚ୍ କରିବାକୁ ଘୋଷଣା କରିଛି । ଏଥିପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ ଅଫ୍ ଇଣ୍ଡିଆର ଅନୁମତି ମିଳିସାରିଛି ।କମ୍ପାନୀ କହିଛି ଯେ, କରୋନାକୁ ନଜରରେ ରଖି ଚାହିଦା ଦୃଷ୍ଟିକୋଣରୁ ଅଗଷ୍ଟ ପ୍ରଥମ ସପ୍ତାହରେ ସିପ୍ଲେଞ୍ଜା ଳଞ୍ଚ୍ କରାଯିବ । ପ୍ରତ୍ୟେକ ଟାବଲେଟ୍ର ଦାମ୍ ହେଉଛି ୬୮ ଟଙ୍କା । କମ୍ପାନୀ ନିଜ Continue Reading
Odisha News
ଭୋପାଲ ୨୫/୭ : ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କରୋନା ସଂକ୍ରମିତ୍ର ଚିହ୍ନଟ ହୋଇଛନ୍ତି । ଏନେଇ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ମୁଖ୍ୟମନ୍ତ୍ରୀ ନିଜେ ଟ୍ୱିଟ କରି କହିଛନ୍ତି ।ତାଙ୍କଠାରେ କୌଣସି କରୋନା ଲକ୍ଷଣ ନଥିଲା । ତାଙ୍କର ସ୍ବାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଏବେ ତାଙ୍କର ନମୁନା ରିପୋର୍ଟ ପଜିଟିଭ୍ ଆସିଛି।ତାଙ୍କ ସମ୍ପର୍କରେ ଯେଉଁମାନେ ଆସିଛନ୍ତି ସେମାନେ ନିଜର କରୋନା ଯାଞ୍ଚ କରାଇ ନିଅନ୍ତୁ ବୋଲି ସେ […]Continue Reading
Odisha News
ଭୁବନେଶ୍ୱର,୨୫ : /୭:୨୦୨୨ ଡିସେମ୍ବର ସୁଦ୍ଧା ଭାରତୀୟ ରେଳପଥ ଦେଶର ସବୁ ରେଳ ୱାଗନକୁ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ(ଆରଏଫ୍ଆଇଡି ଟ୍ୟାଗ) ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖିଛି। ଏହି ସମୟ ସୁଦ୍ଧା ସବୁ ରେଳ ୱାଗନ୍ରେ ରେଡିଓ ଫ୍ରିକ୍ୱେନ୍ସି ବ୍ୟବସ୍ଥା ଖଞ୍ଜାଯାଇ ସହଜରେ ଏହାର ସ୍ଥିତି ନିର୍ଦ୍ଧାରଣ କରିହେବ। ରେଳପଥର ଏକ ବିରାଟ ଓ ବ୍ୟାପକ ବ୍ୟବସ୍ଥାରେ କେଉଁ ୱାଗନ କେଉଁଠି ରହିଲା, ତାହାକୁ ଠାବ କରିବାରେ ଏହି ପଦ୍ଧତି ବିଶେଷ ସହାୟକ Continue Reading
Odisha News
ଭୁବନେଶ୍ୱର,୨୫/୬: ରାଜ୍ୟରେ ଦିନକୁ ଦିନ କରେନା ସ୍ଥିତି ଅଣାୟତ ହେଉଛି । ଆଜି ୧୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।ଟ୍ବିଟ୍ ଅନୁଯାୟୀ ୬ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୩, ବାଲେଶ୍ବର ଓ ସୁନ୍ଦରଗଡ଼ରୁ ୨ ଜଣ ଲେଖାଏଁ ମୃତ, ଗଜପତି, […]Continue Reading
Odisha News
ଭୁବନେଶ୍ବର,୨୫/୬: ଶନିବାର ଦିନ ରାଜ୍ୟରେ ୧୩୨୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୦୧୩କୁ ବୃଦ୍ଧି ପାଇଛି।ଏମାନଙ୍କ ଭିତରୁ ସଂଗରୋଧ କେନ୍ଦ୍ରରୁ ୮୮୭ ଓ ସ୍ଥାନୀୟ ଅଞ୍ଚଳରୁ ୪୩୩ ଚିହ୍ନଟ ହୋଇଛନ୍ତି ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଗଞ୍ଜାମରୁ ସର୍ବାଧିକ ୫୬୦ ଓ ଖୋର୍ଦ୍ଧାରୁ ୧୭୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁରୀ ଓ ଗଜପତି ଜିଲ୍ଲାରୁ ୯୦ ଜଣ ଲେଖାଏଁ କରୋନା […]Continue Reading
Odisha News
ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ ନୂଆଗାଁ,୨୪/୭: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ମହିପୁର ସିଏଚସି ସ୍ବାସ୍ଥ୍ୟ କେନ୍ଦ୍ର ରେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ରୋଗୀ କଲ୍ୟାଣ ସମିତି କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭିଡିଓ କନ୍‌ଫରେନସିଂ ମାଧ୍ୟମରେ ଦଶପଲ୍ଲା ବିଧାୟକ ଶ୍ରୀ ବେହେରା ଆଗାମୀ ଦିନରେ ରକ୍ତଦାନ ଶିବିର ଆୟୋଜନ କରାଯାଇ କିପରି ରକ୍ତ ସମସ୍ୟା ଦୂରୀକରଣ କରାଯାଇପାରିବ ,ସି ଏଚ ସି Continue Reading
Odisha News
ନୂଆଗାଁ,୨୪/୭: ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅଂଚଳରେ ଥିବା କୃଷ୍ଣଚନ୍ଦ୍ର ପୁର ଠାରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମହିପୁର ଫାଣ୍ଡି ପୁଲିସ ଦ୍ଵାରା ଗଞ୍ଜେଇ ଚୋରା ଚାଲାଣ କାରୀ ୨ ଜଣ ଏବଂ ବାଇକ୍ ଅଟକ ରଖାଯାଇଥିଲା ।ସୂଚନା ଅନୁଯାୟୀ ଫୁଲବାଣୀ ଜିଲ୍ଲା ଫିରିଙ୍ଗିଆ ସାଇ ତିଙ୍ଗିଆ ଗ୍ରାମର ଗଜେନ୍ଦ୍ର କହଁର ଓ ଲେଙ୍ଗାରଣା ଗ୍ରାମର ରାଜୁ କହଁର ଏକ ବାଇକ୍ ରେ ନୟାଗଡ ସିମିଳି ସାହି ଗଞ୍ଜେଇ ନେଇ ଯାଉଥିବା ବେଳେ କୃଷ୍ଣଚନ୍ଦ୍ର ପୁର […]Continue Reading
Odisha News
କମ୍ଭୁ ଧର ଖେତୀ ଙ୍କ ରିପୋର୍ଟବୌଦ୍ଧ, ୨୪/୭ : ଶୁକ୍ରବାର ଦିନ ବୌଦ୍ଧ ଜିଲ୍ଲାରେ ଆଉ ୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୩ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଶୁକବାର ଦିନ ଚିହ୍ନଟ ହୋଇଥିବା ଆକାନ୍ତଙ୍କ ମଧ୍ୟରେ ବହୁ ସଂଖ୍ୟାରେ ସରକାରୀ କର୍ମଚାରୀ ଥିବାରୁ ସେମାନେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିବା […]Continue Reading