Home Articles posted by odadmin (Page 1321)
Odisha News
ପାହାଳ,୨୩/୫ : ଆଜିଠୁ ମହଙ୍ଗା ହେବ ପାହାଳ ରସଗୋଲା। କ୍ଷୀର ଓ ଛେନା ଦର ବଢ଼ିବା ପରେ ଏବେ ଏହାର ପ୍ରଭାବ ସିଧାସଳଖ ମିଠା ଉପରେ ପଡ଼ିଛି। ଫଳରେ ପାହାଳ ମିଠା ବ୍ୟବସାୟୀ ସଂଘ ବିଭିନ୍ନ ପ୍ରକାରର ମିଠା ଉପରେ ଦର ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛି। ଛେନା ଦର ବୃଦ୍ଧିକୁ ପ୍ରଥମେ ପାହାଳ ମିଠା ଦୋକାନୀ ବିରୋଧ କରି ଗଲା ୩ ଦିନ ଧରି ଦୋକାନ ବନ୍ଦ ରଖିଥିବା ବେଳେ ଆଜିଠାରୁ ଖୋଲିବାକୁ ନିଷ୍ପତ୍ତି […]Continue Reading
Odisha News
ଭଦ୍ରକ,୨୩/୫: କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସସି) ଦ୍ବାରା ପରିଚାଳିତ ସିଭିଲ ସର୍ଭିସ୍ ପରୀକ୍ଷାରେ ଭଦ୍ରକର ଝିଅ ସୁଶ୍ରୀ ଶୋଭାଙ୍ଗୀ ଖୁଣ୍ଟିଆ ୨୪୮ତମ ରାଙ୍କ ଆଣିଛନ୍ତି। ସର୍ବ ଭାରତୀୟ ସ୍ତରରେ ଏହି ସଫଳତା ହାସଲ କରିବା ପରେ ସେ ଗଣମାଧ୍ୟମର ପ୍ରତିନିଧିଙ୍କୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଶୋଭାଙ୍ଗୀ ଖୁଣ୍ଟିଆ କହିଛନ୍ତି, ଯଦି ସୁଯୋଗ ମିଳେ, ତେବେ ସେ ଶିକ୍ଷା ବିଭାଗର ସଚିବ ଭାବେ କାର୍ଯ୍ୟ କରିବି। ଶିକ୍ଷା ବିଭାଗରେ ସଂସ୍କାର ଆଣିବାକୁ ଲକ୍ଷ୍ୟ Continue Reading
National News
MUMBAI,MAY 23: Under India’s G20 Presidency, the 3rd Environment and Climate Sustainable Working Group (ECSWG) meeting began in Mumbai on May 21, 2023, Sunday. The three-day meeting will mainly focus on Blue Economy. The ECSWG meeting began with a side event of mega beach clean-up in Juhu followed by the Ocean 20 Dialogue. Maharashtra Governor […]Continue Reading
National News
By Payel Banarjee Coimbatore, May 23: Bike taxis have emerged as a popular and convenient mode of transportation in Tamil Nadu, providing swift and affordable travel options for residents.  However, recent incidents have shed light on a disturbing pattern of violence and intimidation against Rapido bike taxi riders by auto unions in Coimbatore. These distressing […]Continue Reading
Odisha News
ନୀଳଗିରି,୨୩/୫: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧୀନ ଧୋବଶିଳା ପଂଚାୟତ ଚଲଣାପାଳ ଗାଁରେ ଘଟିଛି ଅଘଟଣ। ଗାଁ ନିକଟରେ ସ୍ୱର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲକୁ ଲାଗିଥିବା ପରିତ୍ୟକ୍ତ ଖାଦାନରେ ଜମିଥିବା ପାଣିରେ ବୁଡ଼ି ଅଢେଇ ବର୍ଷର ଶିଶୁ ମୃତ୍ୟୁବରଣ କରିଛି। ମୃତକ ହେଲେ ତପନ ସିଂଙ୍କର ଅଢେଇ ବର୍ଷର ପୁଅ ଅମିତ ସିଂ।ସୂଚନାଯୋଗ୍ୟ, ଗାଁ ରାସ୍ତାଟି ଖାଦାନକୁ ଲାଗିଥିବା ବେଳେ ଶିଶୁଟି ଖେଳୁଥିବା ବେଳେ ଅସାବଧାନତା କାରଣରୁ ଖାଦାନରେ ଖସି ପଡ଼ିଥିଲା। ଫଳରେ ତାଙ୍କୁ Continue Reading