ଗଜପତି,୨୩/୫ : ପୋଲ ବାଡ଼ାକୁ ଧକ୍କା ଦେଇ ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ଖସିପଡ଼ିଲା କାର୍। ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଖ୍ରୀଷ୍ଟନପୁର ନିକଟରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାରେ ୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଆଜି ସକାଳେ ୫ଜଣ ବ୍ୟକ୍ତି କାର୍ରେ ପୁରୀରୁ ଜୟପୁର ଫେରୁଥିଲେ। ଏହି ସମୟରେ ଖ୍ରୀଷ୍ଟପୁର ନିକଟରେ କାର୍ଟି ଭାରସାମ୍ୟ ହରାଇ ପୋଲର […]Continue Reading
ପାରାଦୀପ,୨୩/୫: ପାରାଦୀପ ଉପକଣ୍ଠ ଭୂତମୁଣ୍ଡାଇ ଗ୍ରାମରେ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି। ଏହି ହତ୍ୟାକାଣ୍ଡରେ ସୁଲୋଚନା ଦେଇଙ୍କର ମୃତ୍ୟୁ ଘଟିଛି। ସୁଲୋଚନାଙ୍କୁ ତାଙ୍କ ସାନପୁଅ ଅଂଶୁମାନ ବେହେରା ହତ୍ୟା କରିଥିବା ଜଣାପଡ଼ିଛି। ପୁଲିସ ପୁଅକୁ ଗିରଫ କରିଥିବା ବେଳେ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି।ସୂଚନା ଅନୁଯାୟୀ, ଗତକାଲି ସୁଲୋଚନାଙ୍କ ମା’ଙ୍କର ଶ୍ରାଦ୍ଧ ଥିଲା ଏବଂ ସମସ୍ତ ବନ୍ଧୁ ପରିଜନ ଆସିଥିଲେ। ଶ୍ରାଦ୍ଧ ସାରି ଗତକାଲି ବିଳମ୍ବିତ ରାତିରେ ସମସ୍ତେ Continue Reading
Madhya Pradesh,May 23 : A 23-year-old man was arrested in Indore for allegedly raping his live-in partner and pressuring her to change her religion. The woman had filed an FIR following an argument with the man after watching ‘The Kerala Story’, police said. he man was arrested under provisions of the Madhya Pradesh Freedom of […]Continue Reading
NEW DELHI,MAY 23 : Ray Stevenson, who played the villainous British governor in “RRR,” an Asgardian warrior in the “Thor” films, and a member of the 13th Legion in HBO’s “Rome,” has died. He was 58. Representatives for Stevenson said that he died on Sunday but had no other details to share on Monday. Stevenson […]Continue Reading
MUMBAI,MAY 23: A day before the Reserve Bank of India opens the window for exchange of Rs 2,000 denomination currency notes, RBI governor Shaktikanta Das on Monday dismissed rumours of a new Rs 1,000 currency note being in the works. “There’s no such proposal right now,” he told reporters here on Monday in his first […]Continue Reading
ନରସିଂହପୁର,୨୩/୫ : କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ କୋକଳବା ଛକ ନିକଟରେ ଏକ ଅଟୋ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କାହେବା ଫଳରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ମୃତ ମହିଳା ଜଣଙ୍କ ହେଲେ ପୁଷ୍ପଲତା ସାହୁ (୨୮)। ତାଙ୍କ ଘର ସରଧାପୁର ବରଡିହ ଗାଁରେ ବୋଲି ଜଣାପଡ଼ିଛି। ଆହତମାନଙ୍କ ମଧ୍ୟରେ ଜଣେ ଶିଶୁଥିବା ଜଣାଯାଇଛି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଗତକାଲି ବିଳମ୍ବିତ ରାତିରେ ଅଟୋଟି ୪ଜଣ ଯାତ୍ରୀଙ୍କୁ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ ୨୩/୫: ବୌଦ୍ଧ ବ୍ଳକ ଗୁନ୍ଦୁଲିଆ ପଞ୍ଚାୟତ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି ଓ ସମାଧାନ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନମୋହନ ପାତ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ,ଉପ ଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର,ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶ୍ୱନୀ କୁମାର ମେହେର ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ Continue Reading
ରାୟଗଡ଼ା,୨୨/୫: ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଳକ ଅନ୍ତର୍ଗତ ଦୁର୍ଗୀ ଗ୍ରାମ ପଂଚାୟତର ବନ୍ଧୁଗୁଡ଼ା ରାସ୍ତା ନିକଟରେ ଏକ ହଟ୍ ମିକ୍ସ ପ୍ଲାଣ୍ଟର ଗରମ ପିଚୁ କୁଣ୍ଡରେ ପଡ଼ି ଜଣେ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।ଘଟଣାରୁ ଜଣାପଡ଼ିଛି ଯେ ବିଷମ କଟକ ଥାନା ଅଧୀନର ଦୁର୍ଗୀ ସଦର ପଞ୍ଚାୟତର ଏକ ହଟ୍ ମିକ୍ସ ପ୍ଲାଣ୍ଟ କାର୍ଯ୍ୟକ୍ଷମ ରହିଥିବା ବେଳେ ଆଜି ଅପରାହ୍ନରେ ଉକ୍ତ ପ୍ଲାଣ୍ଟକୁ ବିଶାଖାପଟ୍ଟନମରୁ ଏକ ପିଚୁ ବୋଝେଇ ଟ୍ରକ ଆସିଥିଲା।ଉକ୍ତ ଟ୍ରକ ଡ୍ରାଇଭର […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୨/୫ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ କଇଁପୁର ଗ୍ରାମ ପଞ୍ଚାୟତର ମହେନ୍ଦ୍ରଗିରି ପର୍ବତ ଯିବା ରାସ୍ତା ପାର୍ଶରେ ମିଶନ ଶକ୍ତି ମାଧ୍ୟମରେ ମହିଳା ସ୍ଵୟଂ ଶାସିତ ଗୋଷ୍ଟିଙ୍କ ଦ୍ଵାରା ପରିଚାଳିତ “କଫେ କେନ୍ଦ୍ର” କୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ବୀରେନ୍ଦ୍ର କୁମାର ଦାସ , ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ: କୁମାର ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ Continue Reading
BY AKSHAYA ROUT Jajpur , May 22 : Two motorcyclists were killed after a drunk truck driver knocked their two wheeler down on the National Highway no- 16 near Sankardiha under Dharamshala police station in Jajpur district on Monday afternoon. The accused driver has been booked under rash and negligent driving, death due to negligence, […]Continue Reading




