Home Articles posted by odadmin (Page 1320)
Odisha News
ଭୁବନେଶ୍ବର,୨୪/୫: ରାଜଧାନୀ ଭୁବନେଶ୍ବରର ୟୁନିଟ -୧ ସ୍ଥିତ ଜିଇଡି ବସ୍ତିରେ ଏକ ହତ୍ୟାକାଣ୍ଡ ଘଟିଯାଇଛି । ପାରିବାରିକ କଳହ ଯୋଗୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ଅଭିଯୋଗ ହୋଇଛି ଯେ ସୁଶାନ୍ତ ନାୟକକୁ ହତ୍ୟା କରିଛନ୍ତି ସୁଜିତ ନାୟକ। ତେବେ ପୂର୍ବ ଶତ୍ରୁତାକୁ ନେଇ ୩ରୁ ୪ ଜଣ ଯୁବକଙ୍କ ସହାୟତାରେ ଗୋଡ଼େଇ ଗୋଡ଼େଇ ସୁଜିତ ଯୁବକଙ୍କ ହତ୍ୟା କରିଥିବା ବେଳେ ତାଙ୍କ ମୃତଦେହ ଏକ କ୍ବାଟର୍ସ ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଛି।ମୃତକ ସୁଶାନ୍ତ Continue Reading
Odisha News
ବୌଦ୍ଧ,୨୪/୫: ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ତେଲିବନ୍ଧ କମଳପୁର ଛକ ନିକଟରେ ବୁଧବାର ଭୋର ୫ଟାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ବୋଲେରୋକୁ ଟ୍ରକ ପିଟିଦେବାରୁ ଗାଡି ଦୁଇଟି ଚୂରମାର ହୋଇଯାଇଛି। ଘଟଣାସ୍ଥଳରେ ବୋଲେରୋ ଡ୍ରାଇଭର ପ୍ରଶାନ୍ତ ରଣା ଓ ବାଉଁଶୁଣି ଥାନାର ହୋମଗାର୍ଡ ଜଗନ୍ନାଥ ମେହେରଙ୍କ ମୃତ୍ୟୁ ହୋଇଛି।ସୂଚନାଯୋଗ୍ୟ ଯେ, କଟକରେ ଏକ ରେସକ୍ୟୁ ଅପରେଶନରେ ଯୋଗଦେବାକୁ ଯାଇଥିଲେ Continue Reading
National News
NEW DELHI,MAY 24 : Prime Minister Narendra Modi on Wednesday extended an invitation to his Australian counterpart Anthony Albanese and Australian fans to watch the Cricket World Cup and the Diwali celebrations in India later this year. The Cricket World Cup is scheduled to be held in India in October-November. This year, Diwali will be […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୩/୫: କନ୍ଧମାଳ ଜିଲ୍ଲା ବାଲିଗୁଡାର ମାନ୍ୟବର ଏସଡିଜେଏମ ଏକ ଅପରାଧିକ ମାମଲା ଶୁଣାଣୀ କରି କେଶ ନଂ. ୪୨୪/୨୧ରେ ଥିବା ମୁଦାଲା ଏ. ରାମା ରାଓଙ୍କୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ୩୯୪ ଆଇପିସି ରୁ ମୁକ୍ତ କରି ନିର୍ଦୋଷରେ ଖଲାସ କରିଛନ୍ତି । ମୁଦାଲାଙ୍କ ତରଫରୁ ସ୍ଥାନୀୟ ଓକିଲ ଅନିଲ କୁମାର ଦାସ ପରିଚାଳନା କରୁଥିଲେ ।Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୩/୫ : ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ସରକାର ଙ୍କ ବିଜ୍ଞପ୍ତି ସଂଖ୍ୟା ୯୬୩୦ ତାରିଖ ୧୨.୦୫.୨୦୨୩ ଅନୁସାରେ ଆଜି ବୌଦ୍ଧ ଜିଲ୍ଲା ର ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷ ଭାବେ ଶ୍ରୀଯୁକ୍ତ ଦାମୋଦର ସାହୁ ଦାୟିତ୍ଵ ଗ୍ରହଣ କରିଥିବା ବେଳେ ସଦସ୍ୟ ଭାବେ ଶ୍ରୀଯୁକ୍ତ ରାଜୀବ ନାୟକ ଏବଂ ପ୍ରମୋଦ କୁମାର ସାହୁ ସଦସ୍ୟା ଭାବରେ ଶ୍ରୀମତୀ ପୁଷ୍ପୁତା ପ୍ରଧାନ ଓ ଶ୍ରୀମତୀ ପ୍ରିୟ ଦର୍ଶନି ପୁରୋହିତ ଦାୟିତ୍ଵ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୩/୫: ଗଜପତି ଜିଲ୍ଲାର ଏକମାତ୍ର ବେସରକାରୀ ସ୍ତରୀୟ ୟୁନଭରସିଟି ତଥା ରାଜ ସିତାପୁର ସ୍ଥିତ ଆଲୁରୀ ନଗର ଠାରେ ପ୍ରତିଷ୍ଠିତ ସେଞ୍ଚୁରିଆନ ୟୁନଭରସିଟିକୁ ଉଚ୍ଚଶିକ୍ଷା , ବୈଜ୍ଞାନିକ ଅନୁସନ୍ଧାନ ଓ ମରୋକ୍କୋ ମନ୍ତ୍ରଣାଳୟର ଏକ ୪ ଜଣିଆ ପ୍ରତିନିଧି ଦଳ ୟୁନଭରସିଟିର କ୍ୟାମ୍ପସ ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଉଚ୍ଚ ପ୍ରଶଂସା କରିଛନ୍ତି। ।ଏହି ୪ ଜଣିଆ ପ୍ରତିନିଧି ଦଳ ସେଞ୍ଚୁରିଅନ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୩/୫: ଗଜପତି ଜିଲ୍ଲାସ୍ତରୀୟ କାର୍ଯ୍ୟରତ ଅମଲା ମାନଙ୍କ ରହିଥିବା ନ୍ୟାଯ୍ୟ ଦାବୀ ପୂରଣ ଦିଗରେ ରାଜ୍ୟ ସରକାର , ବୈମାତୃକ ମନୋଭାବ ପୋଷଣ କରି ଆସୁଥିବା ପ୍ରତିବାଦରେ ଜିଲ୍ଲାର ଅମଲା ମାନେ କଳାବ୍ୟାଚ ପରିଧାନ କରି ଅଫିସ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି ।ଜିଲ୍ଲା ସ୍ତରୀୟ ଅମଲା ସଂଘର ନିଷ୍ପତ୍ତି ଅନୁଯାୟୀ ତା ୨୨.୦୫.୨୦୨୩ ରିଖ ଦିନ ଗଜପତି ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଅମଲା ମାନେ କଳା ବ୍ୟାଜ Continue Reading
Top Stories
By Dr Ramachandra Behera Bhubaneswar, 23rd May 2023:On International Day of Biological Diversity, Vedanta Aluminium, the largest aluminium producer in India, announced its collaboration with ERM India, a renowned environmental consulting firm, to enhance its Biodiversity Management Plan (BMP). The collaboration will aim to reinforce the implementation of biodiversity Continue Reading
Odisha News
ପାହାଳ,୨୩/୫ : ଆଜିଠୁ ମହଙ୍ଗା ହେବ ପାହାଳ ରସଗୋଲା। କ୍ଷୀର ଓ ଛେନା ଦର ବଢ଼ିବା ପରେ ଏବେ ଏହାର ପ୍ରଭାବ ସିଧାସଳଖ ମିଠା ଉପରେ ପଡ଼ିଛି। ଫଳରେ ପାହାଳ ମିଠା ବ୍ୟବସାୟୀ ସଂଘ ବିଭିନ୍ନ ପ୍ରକାରର ମିଠା ଉପରେ ଦର ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛି। ଛେନା ଦର ବୃଦ୍ଧିକୁ ପ୍ରଥମେ ପାହାଳ ମିଠା ଦୋକାନୀ ବିରୋଧ କରି ଗଲା ୩ ଦିନ ଧରି ଦୋକାନ ବନ୍ଦ ରଖିଥିବା ବେଳେ ଆଜିଠାରୁ ଖୋଲିବାକୁ ନିଷ୍ପତ୍ତି […]Continue Reading