Home Articles posted by odadmin (Page 1319)
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୪/୫: ଆସନ୍ତା ୩୦ ମଇ ରେ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ବିଜେପି ସରକାର ୯ ବର୍ଷ କାର୍ଯ୍ୟକାଳ ପୁରାଣ କରୁଛି ।ଏହି ଅବସରରେ ଆସନ୍ତା ୩୦ ମଇ ରୁ ୩୦ ଜୁନ ପର୍ଯ୍ୟନ୍ତ ଏକମାସ ବ୍ୟାପୀ ଜିଲ୍ଲା ବିଜେପି ପକ୍ଷରୁ ଗଜପତି ଜିଲ୍ଲାର ସମସ୍ତ ମଣ୍ଡଳ , ଶକ୍ତିକେନ୍ଦ୍ର ଓ ବୁଥ ସ୍ତରରେ ମହା ଜନସଂପର୍କ ଅଭିଯାନ ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।ସେଥିପାଇଁ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୪/୫: ବୌଦ୍ଧ ପୁଲିସ ପକ୍ଷରୁ ପ୍ରତିଦିନ ବ୍ୟାପକ ଭାବେ ବେଆଇନ ଗଞ୍ଜେଇ ଚାଲାଣ ଓ ରଖିବା ଉପରେ ଚଢାଉ ଜାରି ରଖିଛି । କିନ୍ତୁ ଜିଲ୍ଲା ପୁଲିସର ଗଞ୍ଜେଇ ମାମଲା ଗୁଡିକୁ ଦେଖିବାକୁ ଗଲେ ଏଠାରେ ମାଫିଆ ଖସି ଯାଉଥିବା ବେଳେ ପୁଲିସ କିଛି ନିରିହ ଲୋକଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ସାରି ଦେଉଛି । ଗତ ସୋମବାର ଦିନ ବୌଦ୍ଧ ପୁଲିସ ବଘିଆପଡା ଅଞ୍ଚଳର ଜିଲେଜୁ ଗ୍ରାମରେ ଗଞ୍ଜେଇ ଥିବା […]Continue Reading
Odisha News
ଭୁବନେଶ୍ବର,୨୪/୫: ରାଜଧାନୀ ଭୁବନେଶ୍ବର, କଟକ, ପୁରୀ, ରାଉରକେଲା ଭଳି ଆଗାମୀ ଦିନରେ ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥବା ଲୋକଙ୍କୁ ମୋ ବସ୍ ସୁବିଧା ମିଳିପାରିବ। ଲୋକେ ନିଜ ଗ୍ରାମପଞ୍ଚାୟତ ଠାରୁ ବ୍ଲକକୁ ଯାଉଥିଲେ କମ୍ ଟଙ୍କା ଦେଇ ମୋ ବସ୍ରେ ଯିବା ଆସିବା କରିପାରିବେ। ରାଜ୍ୟ ସରକାର ଏନେଇ ଯୋଜନା ଆରମ୍ଭ କରିଦେଇଛନ୍ତି। ଗ୍ରାମାଞ୍ଚଳରେ ମୋ ବସ୍ ସେବା ନେଇ ପରିବହନ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି।ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ, ଲୋକଙ୍କୁ Continue Reading
Odisha News
ଭୁବନେଶ୍ବର,୨୪/୫: ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପରିଚାଳିତ ମାଟ୍ରିକ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରି ନଥିବା ପିଲାମାନଙ୍କ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ। ଏହା ଆସନ୍ତା ଜୁଲାଇ ୩ ତାରିଖରୁ ଆରମ୍ଭ ହେବ। ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ସପ୍ଲିମେଣ୍ଟାରୀ ପରୀକ୍ଷା ଜାରି ରହିବ। ପରୀକ୍ଷାରେ ସାମିଲ ହେବାକୁ ଚାହୁଁଥିବା ପିଲାମାନଙ୍କୁ ଏଥିପାଇଁ ମେ’ ୨୬ରୁ ଜୁନ୍ ୧ ତାରିଖ ମଧ୍ୟରେ ଫର୍ମ ଫିଲ୍ଅପ୍ କରିବାକୁ ପଡ଼ିବ ବୋଲି ବୋର୍ଡ ସଭାପତି ରାମାଶିଷ Continue Reading
Odisha News
ଆଳି,୨୪/୫: କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଅଗ୍ନିକାଣ୍ଡ ଘଟି ଦେଖୁଦେଖୁ ଜଳିଗଲା ଲୁଗା ଦୋକାନ। ଅଗ୍ନିକାଣ୍ଡ ଘଟିଥିବା ବେଳେ ନିଆଁକୁ ଲିଭାଇବାକୁ ସାହସ କରିପାରିଲେନି ଲୋକ । କେବଳ ସେଠାରେ ଛିଡାହୋଇ ସାଜିଲେ ଦେଖଣାହାରୀ । ଏପରି ଅଗ୍ନିକାଣ୍ଡ ଘଟିଛି କେନ୍ଦ୍ରାପଡା ଆଳି ବଜାର ଉପରେ । ସେଠାରେ ଥିବା ରଞ୍ଜିତ ବେହେରାଙ୍କ ଲୁଗା ଦୋକାନରେ ନିଆଁ ଲାଗିଯାଇଥିବା ସୂଚନା ହସ୍ତଗତ ହୋଇଛି।ତେବେ ନିଆଁ ଲାଗିବାର ସଠିକ କାରଣ ଜଣାପଡିନଥିବା Continue Reading
Bollywood
ମୁମ୍ବାଇ,୨୪/୫: ‘ଓମ୍ ଶାନ୍ତି ଓମ୍’ ଏବଂ ‘ଅନୁପମା’ରେ ଅଭିନୟ କରିଥିବା ଅଭିନେତା ୫୦ ବର୍ଷିୟ ନୀତେଶ ପାଣ୍ଡେଙ୍କର ଦେହାନ୍ତ ହୋଇଯାଇଥିବା କଥା ତାଙ୍କ ଭିଣୋଇ ସିଦ୍ଧାର୍ଥ ନାଗର ଗଣମାଧ୍ୟମକୁ କହିଛନ୍ତି।ରାତି ପ୍ରାୟ ୨ଟା ବେଳେ ପ୍ରଚଣ୍ଡ ହୃଦ୍ଘାତ ହେବାକ୍ଷଣି ତାଙ୍କର ମୃତ୍ୟୁ ଘଟିଥିବା କଥା କୁହାଯାଉଛି। ହୋଟେଲ୍ରୁ ତାଙ୍କର ଶବ ଉଦ୍ଧାର କରାଯାଇଛି। ନାଶିକ ନିକଟ ଇଗତପୁରୀରେ ସୁଟିଙ୍ଗ୍ ପାଇଁ ସେ ଆସିଥିଲେ।୯୦ ଦଶକରେ ମଞ୍ଚରେ ଅଭିନୟ କରିଥିବା ନୀତେଶ ପାଣ୍ଡେ Continue Reading
National News
JAMMU/KASMIR,MAY 24 : 24At least six people were killed, while several others were injured after a vehicle rolled down a deep gorge in Jammu and Kashmir’s Kishtwar on Wednesday. According to the details, the accident occurred near the Dangduru Dam site, while the vehicle was ferrying 10 workers of the Dangduru Power Project. Rescue operations […]Continue Reading
Odisha News
ଭୁବନେଶ୍ବର,୨୪/୫: ରାଜଧାନୀ ଭୁବନେଶ୍ବରର ୟୁନିଟ -୧ ସ୍ଥିତ ଜିଇଡି ବସ୍ତିରେ ଏକ ହତ୍ୟାକାଣ୍ଡ ଘଟିଯାଇଛି । ପାରିବାରିକ କଳହ ଯୋଗୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ଅଭିଯୋଗ ହୋଇଛି ଯେ ସୁଶାନ୍ତ ନାୟକକୁ ହତ୍ୟା କରିଛନ୍ତି ସୁଜିତ ନାୟକ। ତେବେ ପୂର୍ବ ଶତ୍ରୁତାକୁ ନେଇ ୩ରୁ ୪ ଜଣ ଯୁବକଙ୍କ ସହାୟତାରେ ଗୋଡ଼େଇ ଗୋଡ଼େଇ ସୁଜିତ ଯୁବକଙ୍କ ହତ୍ୟା କରିଥିବା ବେଳେ ତାଙ୍କ ମୃତଦେହ ଏକ କ୍ବାଟର୍ସ ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଛି।ମୃତକ ସୁଶାନ୍ତ Continue Reading