Home Articles posted by odadmin (Page 125)
Odisha News
ରାୟଗଡା, ୨୩/୫ : ପୁଣି ଅଶାନ୍ତ ହୋଇଛି ରାୟଗଡ଼ା ସହର। ନିଖିଲ ହାଡ଼ପାକୁ ଗୁଳି କରି ହତ୍ୟା ଘଟଣାରେ ଦୁଇ ଗୋଷ୍ଠୀ ମୁଁହାମୁହିଁ। ପ୍ରଥମେ ପିଟଲା ସାହି ଓ ରେଲି ସାହି ମଧ୍ୟରେ ବଚସା ଓ ମାରପିଟ ହୋଇଥିଲା।ଏହାପରେ ଉଭୟ ଗୋଷ୍ଠୀ ରାୟଗଡା ଥାନା ସମ୍ମୁଖରେ ମଧ୍ୟ ମାରପିଟ ହେବାର ଦୃଶ୍ୟ ସାମ୍ନାକୁ ଆସିଛି। ଏଥିରେ ୩ ଜଣଙ୍କୁ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଉଭୟ ଗୋଷ୍ଠୀର ସମସ୍ତେ ଆହତ ହୋଇଛନ୍ତି। ଗୁରୁତର ୩ ଜଣଙ୍କୁ […]Continue Reading
Odisha News
ଭଦ୍ରକ, ୨୨/୫ : ବନ୍ଧୁକ ମୁନରେ ଲୁଟ। ବେକରେ ମାରଣାସ୍ତ୍ର ଲଗାଇ ଘରୁ ଲୁଟିନେଲେ ୨୨ ଲକ୍ଷ ଟଙ୍କା ସମେତ ସୁନା ଅଳଙ୍କାର।ତେବେ ଏହି ଲୁଟ ଭଦ୍ରକ ଜିଲ୍ଲା ତଳାଙ୍ଗ କେନାଲ ବନ୍ଧ ନିକଟରେ ଘଟିଛି। ଡ଼କାୟତିରା ଶିକାର ହୋଇଛନ୍ତି ଉକ୍ତ ଅଞ୍ଚଳର ଗଙ୍ଗାଧର ମଲ୍ଲିକ।ଥାନାରେ ଅଭିଯୋଗ କଲେ ଗଙ୍ଗାଧର। ଅଭିଯୋଗକୁ ଆଧାର କରି ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉକ୍ତ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛି। ତେବେ ଆଜି […]Continue Reading
National News
NEW DELHI, MAY 23 : India’s heatwave crisis extends beyond just soaring temperatures crossing 45°C routinely. It involves a relentless persistence of high temperatures throughout the day, and night, with no relief in sight. The situation seems to be becoming more severe, characterised by increased humidity and prolonged heatwave conditions that persist into warm nights. Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୩/୫ : ଖୋରଧା ଜିଲ୍ଲା ସ୍କାଉଟ୍ସ ଗାଇଡ୍ସ ର ସଫଳତା ପାଇଁ ଖୋରଧା “ଶ୍ରେଷ୍ଠ ଜିଲ୍ଲା କ୍ୟାମ୍ପୋରୀ ସମ୍ମାନ-୨୦୨୫” ମାନ୍ୟବର ମନ୍ତ୍ରୀ ଗଣଶିକ୍ଷା ବିଭାଗ ନିତ୍ୟାନନ୍ଦ ଗଣ୍ଡ, ମହାମହିମ ରାଜ୍ୟପାଳ ଡ଼. ହରିବାବୁ କାମ୍ଭମପତିଙ୍କ ଠାରୁ ଖୋରଧା ଜିଲ୍ଲା ଶିକ୍ଷାଧିକାରୀ ସୋନାମିକା ରାୟ, ଜିଲ୍ଲା ସମ୍ପାଦକ ସୁଧାକର ମହାପାତ୍ର ଏବଂ ବି.ଜେ.ବି. ହାଇସ୍କୁଲର ପ୍ରଧାନଶିକ୍ଷକ ତଥା ଜିଲ୍ଲା ସ୍କାଉଟ କମିଶନର ବିଭୁପ୍ରସାଦ Continue Reading
National News
NEW DELHI, MAY 22 : Union Education Minister Dharmendra Pradhan on Friday defended the government’s handling of the NEET UG paper leak controversy, saying “tough decisions” were taken after irregularities were detected in the medical entrance examination. Speaking at the Jagran Bharat Education Conclave 2026, Pradhan said the authorities did not want Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୨/୫ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଗୁରାଣ୍ଡି ସ୍ଥିତ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ରୋଗୀ କଲ୍ୟାଣ ସମିତିର ଏକ ସାଧାରଣ ବୈଠକ କାର୍ଯ୍ୟକ୍ରମ ଆଜି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ ସମିତିର ସଦସ୍ୟ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ ।ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୨/୫: ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ୱର ସ୍କୁଲ ଅଫ୍ ଇନଫ୍ରାଷ୍ଟକ୍ଚର ପକ୍ଷରୁ ହାଇବ୍ରିଡ୍ ମୋଡ୍‌ରେ ଲିଗାସି ଅପବ୍ୟବସ୍ତୁର ଲ୍ୟାଣ୍ଡଫିଲ୍ ମାଇନିଂ (ଭୂ-ପରିବେଶ-୨୦୨୬) ଉପରେ ଦୁଇ ଦିନିଆ ଅନ୍ତର୍ଜାତୀୟ କର୍ମଶାଳା ଉଦଘାଟନ କରାଯାଇଥିଲା।ଏହି କର୍ମଶାଳାର ଲକ୍ଷ୍ୟ ଲ୍ୟାଣ୍ଡଫିଲ୍ ମାଇନିଂ ଏବଂ ବାୟୋମାଇନିଂ ପଦକ୍ଷେପ ମାଧ୍ୟମରେ ଲିଗାସି ଅପବ୍ୟବସ୍ତୁ ଡମ୍ପସାଇଟ୍ ଗୁଡ଼ିକର ପ୍ରତିକାର Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୨/୫ : ଆଜି ବିଜୁ ମହିଳା ଜନତାଦଳ ପକ୍ଷରୁ ବୌଦ୍ଧ ଜିଲ୍ଲା ସଭାନେତ୍ରୀ ଦିପ୍ତୀପ୍ରଭା ସ୍ୱାଇଁ ଙ୍କ ଅଧକ୍ଷତାରେ ବୌଦ୍ଧ ସହର ଠାରେ ଏକ ନାରୀ ଅଧିକାର ସମାବେଶ ଆୟୋଜିତ ହୋଇଯାଇଛି ।ପ୍ରଥମେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଏକ ଶୋଭାଯାତ୍ରା ଜରିଆରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯଇଛି Continue Reading