Home Articles posted by odadmin (Page 124)
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୨୪/୫ : ପ୍ରଚଣ୍ଡ ରୌଦ୍ର ତାପ ଯୋଗୁଁ ବଲାଙ୍ଗିର ସହର ଜନଶୂନ୍ୟ ହେଉଥିବା ବେଳେ ସହର ର ଚତୁଃପାର୍ଶ୍ୱରେ ଥିବା ଇଟା ଭାଟି ମାନଙ୍କରେ ଲୋକେ କାମ କରୁଥିବା ଦେଖିବାକୁ ମିଳୁଛି।ସରକାର ଲାଲ ଇଟାଭାଟି ଉପରେ ଅଙ୍କୁଶ ଲଗାଇଥିବା ବେଳେ ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ବର୍ଷ ବର୍ଷ ଧରି ଇଟା ଭାଟି ମାଲିକ ମାନେ ସରକାରୀ ନିୟମ ଉଲଂଘନ କରି ଇଟା ବ୍ୟବସାୟ କରି ମାଲେମାଲ ହେଉଥିବା ବେଳେ ହଜାର […]Continue Reading
Odisha News
ଭୁବନେଶ୍ବର, ୨୪/୫: ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍ ଘଟଣା । ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ଟ୍ରକ୍ । ଧକ୍କା ଦେବା ପରେ ଅଟୋକୁ ଏନଏଚରେ ଘୋଷାଡ଼ି ନେଲା ଟ୍ରକ୍ । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭରଙ୍କୁ ମାଡ଼ ମାରିଲେ ଉତ୍ୟକ୍ତ ଲୋକ । କଟକ-ପୁରୀ ବାଇପାସ୍ ରୋଡ୍ ପାଣ୍ଡରା ଛକ ନିକଟରେ ଘଟିଛି ଏଭଳି ଦୁର୍ଘଟଣା ।ସୂଚନାଯୋଗ୍ୟ ଯେ, । କଟକ-ପୁରୀ ବାଇପାସ୍ ରୋଡ୍ ପାଣ୍ଡରା ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋ ଯାଉଥିବା […]Continue Reading
Odisha News
ଗଞ୍ଜାମ, ୨୪/୫ : ଗୋଟିଏ ପଟେ ମାଟ୍ରିକ୍ ପରୀକ୍ଷାରେ ସଫଳତାର ଖୁସି, ଅନ୍ୟପଟେ ଅକାଳ ମୃତ୍ୟୁର କରୁଣ ଅଧ୍ୟାୟ। ଗଞ୍ଜାମ ଜିଲ୍ଲାର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଅଙ୍କୁଲି ନୂଆବନ୍ଧ ଅଞ୍ଚଳରେ ଘଟିଥିବା ଏକ ଦୁଃଖଦ ଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି। ମାଟ୍ରିକ୍ ପରୀକ୍ଷାରେ ନିକଟରେ ସଫଳତା ହାସଲ କରିଥିବା ଦୁଇ ଛାତ୍ର ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି।ମୃତ ଛାତ୍ର ଦୁଇଜଣ ହେଲେ ଗଜପତି ନଗରର ବିଶ୍ୱଜିତ ପଣ୍ଡା ଓ ଖୋଡ଼ାସିଙ୍ଗିର ଅଭିଜିତ ମାଣ୍ଡି। Continue Reading
Top Stories
BY AKSHYA ROUT Jajpur, May 24: Leaders and workers of the Bharatiya Janata Party (BJP) on Saturday celebrated the 46th birthday of the party’s national president Nitin Naveen at the BJP office at Kumari in Dharmasala area of Odisha’s Jajpur district. The celebration programme was organised under the leadership of Dharmasala MLA Himanshu Sekhar Sahoo […]Continue Reading
Odisha News
ଭୁବନେଶ୍ୱର, ୨୪/୫: ସେଲ୍ଫି ନେବା ହେଲା କାଳ । ଟ୍ରେନ୍ ବଗି ଉପରେ ଜଳିଗଲେ ଯୁବକ । ଭୁବନେଶ୍ୱର ମଞ୍ଚେଶ୍ୱର ରେଳ ଷ୍ଟେସନରେ ଘଟିଛି ଏହି ଅଘଟଣ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।ଖବର ଅନୁଯାୟୀ, ଯୁବକ ଜଣକ ସେଲଫି ନେବା ପାଇଁ ବଗି ଉପରେ ଚଢ଼ିଥିଲେ। ଫଟୋ ଉଠାଉଥିଲା ବେଳେ ଯୁବକ ଜଣକ ଜଳିଯାଇଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗୁରୁତର ଯୁବକ ଜଣକ ରାଜସ୍ଥାନର ବୋଲି ଜଣାପଡିଛି […]Continue Reading
Odisha News
ଭୁବନେଶ୍ୱର, ୨୪/୫ :ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସମସ୍ତ ସୀମା ପାର୍ କରିବାକୁ ବସିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ର ସର୍ବଶେଷ ବୁଲେଟିନ୍ ଅନୁଯାୟୀ, ଆସନ୍ତା ୪ ରୁ ୫ ଦିନ (୨୮ ମେ ପର‌୍ୟ୍ୟନ୍ତ) ରାଜ୍ୟବାସୀଙ୍କୁ ଏହି ପ୍ରାଣଘାତୀ ଗରମ ଓ ଗୁଳୁଗୁଳିରୁ କୌଣସି ନିସ୍ତାର ମିଳିବାର ସମ୍ଭାବନା ନାହିଁ। ବାୟୁମଣ୍ଡଳକୁ ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ଓ ଗରମ ପବନ ଯୋଗୁଁ ସୂର‌୍ୟ୍ୟଙ୍କ ପ୍ରକୋପ ଆହୁରି ବଢ଼ିବ।ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୪/୫ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନାରେ ଏକ ନାବାଳିକାକୁ ଜୋର ଜବରଦସ୍ତ ପ୍ରଲୋଭନ ଦେଖାଇ ଅସଦାଚରଣ ଅଭିଯୋଗ ରେ ପୋଲିସ୍ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ଅସଦାଚରଣକାରୀ ଜଣଙ୍କ ହେଲେ ସାରଙ୍ଗଗଡ଼ ବାହାଡା ପଦାର ଘନଶ୍ୟାମ ପାଢ଼ୀର ପୁଅ ଭଗବାନ ପାଢ଼ୀ (୪୮) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ୮ ବର୍ଷୀୟ ଛୋଟ ନାବାଳିକାକୁ ବିଭିନ୍ନ ପ୍ରଲୋଭନ Continue Reading
National News
NEW DELHI,MAY 23 : Prime Minister Narendra Modi on Saturday distributed over 51,000 appointment letters for central government jobs to youths at a ‘Rozgar Mela’ conducted virtually. Addressing the function, PM Modi said, “Today is a very important day for thousands of youths across the country. Today, more than 51,000 young people have received Continue Reading
Odisha News
ରାୟଗଡା, ୨୩/୫ : ପୁଣି ଅଶାନ୍ତ ହୋଇଛି ରାୟଗଡ଼ା ସହର। ନିଖିଲ ହାଡ଼ପାକୁ ଗୁଳି କରି ହତ୍ୟା ଘଟଣାରେ ଦୁଇ ଗୋଷ୍ଠୀ ମୁଁହାମୁହିଁ। ପ୍ରଥମେ ପିଟଲା ସାହି ଓ ରେଲି ସାହି ମଧ୍ୟରେ ବଚସା ଓ ମାରପିଟ ହୋଇଥିଲା।ଏହାପରେ ଉଭୟ ଗୋଷ୍ଠୀ ରାୟଗଡା ଥାନା ସମ୍ମୁଖରେ ମଧ୍ୟ ମାରପିଟ ହେବାର ଦୃଶ୍ୟ ସାମ୍ନାକୁ ଆସିଛି। ଏଥିରେ ୩ ଜଣଙ୍କୁ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଉଭୟ ଗୋଷ୍ଠୀର ସମସ୍ତେ ଆହତ ହୋଇଛନ୍ତି। ଗୁରୁତର ୩ ଜଣଙ୍କୁ […]Continue Reading