Home Articles posted by odadmin (Page 1249)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୮/୭ : ବୌଦ୍ଧ ଟାଉନହଲଠାରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନକୁଲ୍ୟରେ ଓଡ଼ିଶା ସଙ୍ଗିତ ନାଟକ ଏକାଡେମୀ , ବୌଦ୍ଧ ଜିଲାପ୍ରଶାସନ ଓ ସଂସ୍କୃତି ପରିଷଦର ମିଳିତ ସହଯୋଗରେ ଲୋକ ସଙ୍ଗିତ ଓ ନୃତ୍ୟ ଉତ୍ସବ ଦେଶଜ ମହାସମାରୋହରେ ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ସନ୍ଧ୍ୟାରେ ଏକ ସାଂସ୍କୃତିକ ଶୋଭାଯାତ୍ରା ବୁଦ୍ଧ ମନ୍ଦିରଠାରୁ ବାହାରି ଟାଉନହଲ ପର୍ଯ୍ୟନ୍ତ ଆସିଥିଲା ।ଏହି ଶୋଭାଯାତ୍ରାରେ ବିଭିନ୍ନ Continue Reading
Odisha News Sports News
ନୂଆଦିଲ୍ଲୀ,୯/୭: କ୍ୟାପଟେନ୍ ହରମନପ୍ରୀତ୍ କୌରଙ୍କ ଅପରାଜିତ ୫୪ ରନ୍ ସହଯୋଗର ବାଂଲାଦେଶକୁ ଆଜି ମିରପୁର ଠାରେ ଖେଳାଯାଉଥିବା ପ୍ରଥମ ମହିଳା ଟି-୨୦ରେ ପରାସ୍ତ କରିଛି ଭାରତ।ବାଂଲାଦେଶ ମହିଳା କ୍ରିକେଟ ଟିମ୍କୁ ୭ ୱିକେଟରେ ପରାସ୍ତ କରିଛି ଭାରତୀୟ ମହିଳା କ୍ରିକେଟ ଟିମ୍। ବାଲାଂଦେଶ ପ୍ରଥମେ ବ୍ୟାଟିଂ କରି ୧୧୪ ରନ୍ କରିଥିବା ବେଳେ ଭାରତ ୩ ୱିକେଟ ହରାଇ ୧୬.୨ ଓଭରରେ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା।ଢାକାର ଶ୍ରୀବାଂଲା ନ୍ୟାସନାଲ ଷ୍ଟାଡିୟମରେ Continue Reading
Odisha News
କଟକ,୯/୭: କଟକ ସହରରେ ବିଟକଏନ୍ କିଣିବା ଲୋଭରେ ଫସି ଯାଇଛନ୍ତି ଦୁଇ ଆଇଟି ବୃତ୍ତିଧାରୀ ଯୁବକ। ଏକ ନକଲି ବିଟ୍ କଏନ ୱେବସାଇଟ୍ରେ ଟଙ୍କା ଲଗାଇ ୪୩ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି।ଉଭୟ ଏ ନେଇ କଟକ କମିସନରେଟ୍ ପୁଲିସର ସାଇବର୍ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଦୁଇଟି ମାମଲା ରୁଜୁ କରିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି। ଏମାନେ ବ୍ୟାଙ୍କରୁ ଋଣ କରି ଟଙ୍କା ପର୍ସନାଲ୍ ଲୋନ୍ (ବ୍ୟକ୍ତିଗତ ଋଣ) କରି ଏହି […]Continue Reading
National News
BHOPAL,JULY 9: An FIR was lodged against former Madhya Pradesh chief minister and Congress MP Digvijaya Singh at Indore’s Tukoganj police station on Saturday late night, for allegedly making an objectionable social media post about former RSS chief MS Golwalkar earlier in the day. The FIR was lodged under IPC Sections 153-A, 469, 500 and […]Continue Reading
Odisha News
ଭୁବନେଶ୍ୱର,୯/୭: ଏସଟିଏଫ୍ ଓ ଖୋର୍ଦ୍ଧା ଜିଲ୍ଲା ପୁଲିସର ମିଳିତ ଚଢ଼ଉ କରାଯାଇ ୧୧୦୦ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରାଯାଇଛି। ଏହି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଜଣାଯାଇଛି। ସିମର-ବାଙ୍କି ରାସ୍ତାରେ ଥିବା ଓସ୍ତାପୁର ନିକଟରୁ ଉକ୍ତ ବ୍ରାଉନସୁଗାର ଜବତ ହୋଇଛି ଏବଂ ଜଣେ ଡ୍ରଗ୍ ବେପାରୀ ସୁରେଶ କୁମାର ମହାପାତ୍ର ଓରଫ ସୁରିଆକୁ ଧରିଛନ୍ତି।ଖୋର୍ଦ୍ଧା ଜିଲ୍ଲା ବାଘମାରିର ମହେଶ୍ବର ମହାପାତ୍ରଙ୍କ ପୁଅ ସୁରେଶ କୁମାର ମହାପାତ୍ର ଗତକାଲି Continue Reading
Odisha News
ଭୁବନେଶ୍ୱର,୯/୭: ଓଟିପି ସେୟାରିଂ ଅଭିଯୋଗର ତଦନ୍ତ ପାଇଁ ଭୁବନେଶ୍ୱରରେ ବିଳମ୍ବିତ ରାତିରେ ପହଞ୍ଚିଛି ଏନଆଇଏ ଓ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ (ଏଟିଏସ୍)।ଆଜି ଏସଟିଏଫ୍ କାର୍ଯ୍ୟାଳୟରେ ଅଭିଯୁକ୍ତ ମୁମ୍ବାଇର ଅଭିଜିତ ସଞ୍ଜୟ ଜୁମ୍ବେରକୁ ଜେରା କରାଯିବ ବୋଲି ଜଣାଯାଇଛି। ସଞ୍ଜୟ ଜୁମ୍ବେରକୁ ୪ ଦିନିଆ ରିମାଣ୍ଡରେ ନେଇଛି ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍। ଓଟିପି ସେୟାରିଂର ଗୁମର ଖୋଲିବ ବୋଲି ଆଶା କରାଯାଉଛି।ସୂଚନାଯୋଗ୍ୟ, ଆଜି ହେଉଛି ରିମାଣ୍ଡରେ ଦ୍ବିତୀୟ Continue Reading
Odisha News
ଭୁବନେଶ୍ବର,୮/୭: ରାଜ୍ୟରେ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ଆୟୋଜିତ ସଚେତନତା କାର‌୍ୟ୍ୟକ୍ରମ ଗୁଡ଼ିକରେ କଳାକାରମାନଙ୍କ ପ୍ରଦର୍ଶନ ପାଇଁ ପାରିଶ୍ରମିକରେ ବୃଦ୍ଧି ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବିଭିନ୍ନ ଲୋକକଳା ଯଥା ଦାସକାଠିଆ, ପାଲା, ଘୋଡ଼ାନାଚ ତଥା ଲୋକନୃତ୍ୟ ଓ ଲୋକସଂଗୀତ ପାଇଁ ପାରିଶ୍ରମିକ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ପ୍ରକାଶଯୋଗ୍ୟ ଯେ, ସୂଚନା Continue Reading