Home Articles posted by odadmin (Page 1248)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୦/୭ : ବୌଦ୍ଧ ଟାଉନହଲଠାରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନକୁଲ୍ୟରେ ଓଡ଼ିଶା ସଙ୍ଗିତ ନାଟକ ଏକାଡେମୀ , ବୌଦ୍ଧ ଜିଲାପ୍ରଶାସନ ଓ ସଂସ୍କୃତି ପରିଷଦର ମିଳିତ ସହଯୋଗରେ ଲୋକ ସଙ୍ଗିତ ଓ ନୃତ୍ୟ ଉତ୍ସବ ଦେଶଜ ଦୁଇଦିନ ଧରି ଆୟୋଜିତ ହେବାପରେ ମହାସମାରୋହରେ ଉଦଯାପିତ ହୋଇଯାଇଛି ।ସଙ୍ଗିତ ନାଟକ ଏଳାଡେମୀର ସଚିବ ପ୍ରବୋଧ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବରେ କଣ୍ଟାମାଳ Continue Reading
National News
GANDHINAGAR,JULY 10: External Affairs Minister S Jaishankar on Monday filed his nomination papers for elections to the Rajya Sabha from Gujarat. After filing the nomination form, Jaishankar thanked Prime Minister Narendra Modi, BJP leadership and the people of Gujarat for giving him another chance to represent the state in the upper house of Parliament. Chief […]Continue Reading
Odisha News
କୋରାପୁଟ,୧୦/୭ : ରାଜ୍ୟର ପୃଥକ ପୃଥକ ସ୍ଥାନରେ ଆଜି ବଜ୍ରପାତରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୋଟିଏ ଘଟଣା ଅନୁଗୋଳ ଜିଲ୍ଲାରେ ଘଟିଥିବା ବେଳେ ଅନ୍ୟଟି କୋରାପୁଟ ଜିଲ୍ଲାରେ ଘଟିଛି। ୪ ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି।ଅନୁଗୋଳ ଜିଲ୍ଲାରେ ବଜ୍ରପାତରେ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ମହିଳା ଦ୍ୱୟ ହେଉଛନ୍ତି ସୁଷମା ବେହେରା […]Continue Reading
Odisha News
ନୂଆଦିଲ୍ଲୀ,୧୦/୭ : ଉତ୍ତର-ପଶ୍ଚିମ ଭାରତର ଅନେକ ଭାଗରେ ଶନି ଓ ରବିବାର ପ୍ରବଳ ବର୍ଷା ହେବା ସହ ଦିଲ୍ଲୀ ୪୦ ବର୍ଷ ରେକର୍ଡ ଭାଙ୍ଗିଛି। ରବିବାର ସକାଳ ୮ଟା ୩୦ ସୁଦ୍ଧା ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୫୩ ମିଲିମିଟର ବର୍ଷା ରେକର୍ଡ ହୋଇଛି ଯାହା ୧୯୮୨ ପରଠାରୁ ଜୁଲାଇରେ ଗୋଟିଏ ଦିନରେ ସର୍ବାଧିକ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।ଉତ୍ତର-ପଶ୍ଚିମ ଭାରତରେ ଗତ ଦୁଇଦିନ ମଧ୍ୟରେ ଲଗାତାର ବର୍ଷା ହୋଇଛି। ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା, […]Continue Reading
Odisha News
ବେଗୁନିଆ,୧୦/୭: ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବିରେ ବେଗୁନିଆ ସ୍ୱାସ୍ଥ୍ୟ କ୍ରିୟାନୁଷ୍ଠାନ କମିଟି ୫୦ ଦିନ ଧରି ଧାରଣାରେ ବସିବା ପରେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବେଗୁନିଆ ବନ୍ଦ ଡାକରା ଦେଇଛି।କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବେଗୁନିଆ ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯାଇଛି। ବେଗୁନିଆ ବଜାର ସହିତ ବିଭିନ୍ନ ଅନୁଷ୍ଠାନ ବନ୍ଦ ରହିଛି।ଖୋର୍ଦ୍ଧା Continue Reading
National News
West Bengal,July 10:  Two days after panchayat elections in West Bengal plunged into chaos, fresh violence broke out in Cooch Behar ahead of repolling in 696 booths across 19 districts of the state on Monday. The Congress party alleged that the ruling Trinamool Congress’s cadres vandalised the house of its party worker. Unidentified miscreants attacked […]Continue Reading
Odisha News
ଭୁବନେଶ୍ୱର,୧୦/୭: ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଏକ ସରକାରୀ ମେଡ଼ିସିନ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି କ୍ଷ ଗତକାଲି ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ରାଜ୍ୟ ଔଷଧ ନିଗମର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛିା ଏହି ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଗୋଦାମ ଜଳି ପୋଡ଼ି ପାଉଁଶ ହୋଇ ଯାଇଥିବା ବେଳେ ତା’ ଭିତରେ ଥିବା ଲକ୍ଷାଧୀକ ଟଙ୍କାର ଔଷଧ ଜଳି ଯାଇଛି।ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ମେଡ଼ିସିନ ଗୋଦାମଟି ହଠାତ୍ Continue Reading