Home Articles posted by odadmin (Page 123)
National News
NEW DELHI, MAY 25 :  The Supreme Court on Monday underscored the need for a “fair and impartial” probe into the death of former actor-model Twisha Sharma, while backing the Madhya Pradesh government’s decision to recommend a Central Bureau of Investigation (CBI) probe amid allegations of institutional bias and mounting public scrutiny over the case. Continue Reading
Odisha News
ଭୁବନେଶ୍ୱର, ୨୫/୫ : ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଏବେ କେଉଁ ଦଳକୁ ଯିବେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । ଏହାରି ମଧ୍ୟରେ ସେ କାହିଁକି ବିଜେଡ଼ି ଛାଡ଼ିଲେ ଏବଂ କେଉଁ ଦଳକୁ ଯିବେ ସଙ୍କେତ ଦେଇସାରିଛନ୍ତି । ସେହି ଦଳର ନାମ ନ କହିଥିଲେ ମଧ୍ୟ ସେ ଏକ ରାଷ୍ଟ୍ରୀୟ ଦଳକୁ ଯିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।ଦେବାଶିଷ ସାମନ୍ତରାୟ ଆଜି ଉଭୟ ବିଜେଡ଼ି ଏବଂ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । […]Continue Reading
Odisha News
By Sukanta Kumar Mohanty ଭୁବନେଶ୍ୱର: ୨୦୨୪ ବିଧାନସଭା ନିର୍ବାଚନରେ ପରାଜୟ ପରେ ବିଜୁ ଜନତା ଦଳ (ବିଜେଡି) ନିଜକୁ ପୁନର୍ଗଠିତ ଓ ସୁସଂଗଠିତ କରିବାରେ ଯେପରି ଦୃଢ଼ ପଦକ୍ଷେପ ନେବାକୁ ଥିଲା, ସେଥିରେ ଦଳ ଏପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ। ବରଂ ପରାଜୟ ପରେ ଦଳର ଅନେକ ନେତା, ଏକାଧିକ ରାଜ୍ୟସଭା ସାଂସଦଙ୍କ ସହିତ, କ୍ରମେ ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିକୁ ଯୋଗ ଦେଉଥିବା ଘଟଣା ଦଳୀୟ ଶିବିରରେ ଚିନ୍ତା ବଢ଼ାଇଛି।ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ, କୌଣସି Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା ,୨୫/୫ : ରାଜ୍ୟ ରାଜଧାନୀ ଠାରୁ ମାତ୍ର ୨୫ କି ମି. ଦୂରରେ ରହିଛି ଖୋରଧା ସହର । ସହରର ଲୋକସଂଖ୍ୟା ବୃଦ୍ଧି ସହିତ ପ୍ରଦୂଷଣ ବି ବଢୁଛି ।୨୫.୮୪ବର୍ଗ କି.ମି. ଖୋରଧା ପୌରାଞ୍ଚଳ ୨୨ଟି ୱାର୍ଡକୁ ନେଇ ଗଠିତ । ସହରରେ ପାଖାପାଖି ୧୦୦କି.ମି ରୁ ଉର୍ଦ୍ଧ୍ବ ବ୍ୟାପି ଡ୍ରେନ୍ ରହିଛି । ମାତ୍ର ସହରର ଅଧିକାଂଶ ଡ୍ରେନ ଜବରଦଖଲକାରୀଙ୍କ କବଜାରେ ରହିଛି। ବିଶେଷ କରି ଉଠାଦୋକାନୀ ମାନେ ଅଧିକ […]Continue Reading
Odisha News
ବ୍ରହ୍ମପୁର, ୨୫/୫ : ପୁଣି ବ୍ରହ୍ମପୁରରେ ଏନକାଉଣ୍ଟର। ପୋଲିସ ଏନକାଉଣ୍ଟରରେ ଗୁରୁତର ଆହତ ଅଭିଯୁକ୍ତ ଜଗା। ଜଗାର ଦୁଇ ଗୋଡରେ ବାଜିଛି ଗୁଳି। ତେଣୁ ଗୁରୁତର ଅବସ୍ଥାରେ ତାକୁ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଜଗାର ନାଁରେ ବଡବଜାର ଓ ସଦର ଥାନାରେ ୯ ଅପରାଧିକ ମାମଲା ରହିଛି। ଏପରିକି ଅମ୍ବିକା ନଗର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଜଗା ଓ ତାର ଭାଇ ବଳିଆ ଖଣ୍ଡାରେ ହାଣି ଫେରାର ହେବା ସମୟରେ ପୋଲିସ ତାଙ୍କୁ ଏନକାଉଣ୍ଟ କରିଛି।ସୂଚନା […]Continue Reading
Top Stories
By Mahendra Kumar Darjee Balangir, May 25: Amid severe heatwave conditions gripping Odisha’s Balangir town, allegations have surfaced over the unchecked operation of illegal brick kilns on the outskirts of the city, with locals accusing the forest department and district administration of turning a blind eye to large-scale environmental violations. Despite government Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୪/୫ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖାମା ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ର ସଭାଗୃହ ଠାରେ ବାରଖମା ଏବଂ କ.ନୂଆଗାଁ ଦାୟିତ୍ୱ ରେ ଥିବା ଜିଲ୍ଲା ଭେକ୍ଟ ଭାଇଟା ନିୟନ୍ତ୍ରଣ ତଦାରଖ କାରୀ ସମୀର କୁମାର ପଟନାୟକ ଙ୍କ ନେତୃତ୍ୱରେ ଦିନିକିଆ ଏ ସି ଏମ ଛିଞ୍ଚାନ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି ।ବାରଖମା ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର ଅଞ୍ଚଳର ଆଠ ଗୋଟି ଗ୍ରାମପଞ୍ଚାୟତର ମ୍ୟାଲେରିଆ ପ୍ରବଣ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨୪ା୫ : ନୟାଗଡ଼ ବିଜେଡି କାର‌୍ୟ୍ୟାଳୟଠାରେ ମହିଳା ଅଧିକାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଛାତ୍ର ବିଜେଡି ସଭାପତି ଇପସିତା ସାହୁ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ବିରଜା ଲକ୍ଷ୍ମୀ ସାହୁ ପ୍ରମୂଖ ଉପସ୍ଥିତ ରହିଥିଲେ ।କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ୍ ଆଳରେ ଯୋଜନା ବଦ୍ଧ ଭାବେ ଷଡ଼ଯନ୍ତ୍ର କରିବା, Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୨୪/୫ : ପ୍ରଚଣ୍ଡ ରୌଦ୍ର ତାପ ଯୋଗୁଁ ବଲାଙ୍ଗିର ସହର ଜନଶୂନ୍ୟ ହେଉଥିବା ବେଳେ ସହର ର ଚତୁଃପାର୍ଶ୍ୱରେ ଥିବା ଇଟା ଭାଟି ମାନଙ୍କରେ ଲୋକେ କାମ କରୁଥିବା ଦେଖିବାକୁ ମିଳୁଛି।ସରକାର ଲାଲ ଇଟାଭାଟି ଉପରେ ଅଙ୍କୁଶ ଲଗାଇଥିବା ବେଳେ ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ବର୍ଷ ବର୍ଷ ଧରି ଇଟା ଭାଟି ମାଲିକ ମାନେ ସରକାରୀ ନିୟମ ଉଲଂଘନ କରି ଇଟା ବ୍ୟବସାୟ କରି ମାଲେମାଲ ହେଉଥିବା ବେଳେ ହଜାର […]Continue Reading