Home Articles posted by odadmin (Page 1239)
Odisha News
ମୁମ୍ବାଇ,୧୬/୭: ନିମିଷକେ ଉଭେଇଗଲା ସବୁ ସୁଖ। ଛୁଆଙ୍କ ଆଖି ଆଗରେ ଭାସିଗଲା ମାଆ। ସାମାନ୍ୟ ଅବହେଳା ପାଇଁ ପିକନିକରେ ଆସିଥିବା ପରିବାରର ସବୁ ସୁଖ, ଦୁଃଖରେ ପରିଣତ ହୋଇଗଲା। ଏପରି ଏକ ଦୁଃଖଦ ଘଟଣା ଘଟିଛି ମୁମ୍ବାଇର ବାନ୍ଦ୍ରା ସ୍ଥିତ ବସ୍ତାନ୍ଦ ନିକଟରେ।ମୃତକଙ୍କ ନାଁ ଜ୍ୟୋତି ସୋନାର। ତାଙ୍କ ପରିବାର ମୁମ୍ବାଇ ଭ୍ରମଣରେ ଆସିଥିଲେ। ପ୍ରଥମେ ମୁମ୍ବାଇର ଜୁହୁ ଚୌପାତ୍ତି ଯିବାକୁ ଯୋଜନା କରିଥିଲେ। କିନ୍ତୁ ସେଠାରେ ସମୁଦ୍ରକୁ ଯିବାକୁ ବାରଣ ଥିବାରୁ ବାନ୍ଦ୍ରା Continue Reading
Bollywood
ମୁମ୍ବାଇ,୧୬/୭: ଜୁଲାଇ ୧୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ଦିନିଆ ପ୍ୟାରିସ୍ ଗସ୍ତରେ ଯାଇଥିଲେ। ଏହି ଗସ୍ତ ସମୟରେ ଘଟିଥିବା ଅନେକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ୍ କ୍ରସ ଅଫ୍ ଦି ଲିଜିଅନ୍ ଅଫ୍ ଅନର’ ପ୍ରଦାନ କରାଯିବାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ପ୍ୟାରିସରେ ବଲିଉଡ ଅଭିନେତା ଆର ମାଧବନ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ଖୁବ ଭାଇରାଲ ହେଉଛି।ଦୁହେଁ Continue Reading
Odisha News
ଭୁବନେଶ୍ୱର,୧୬/୭: ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ। ଉତ୍ତର ଓଡ଼ିଶା-ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପତ୍ୟକାରେ ଲଘୁଚାପ ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗ ଉପତ୍ୟକା ଓ ଝାଡ଼ଖଣ୍ଡ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।ଲଘୁଚାପ ପ୍ରଭାବରେ ଆସନ୍ତା ୫ ଦିନ ଧରି ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।ବର୍ଷା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଲାଗି ରହିବ। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଜାରୀ Continue Reading
Odisha News
ଗୋପାଳଗଞ୍ଜ,୧୬/୭: ବିହାରର ଗୋପାଳଗଞ୍ଜରେ ମୋମୋ ଖାଇବା ପରେ ଜଣେ ଯୁବକଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଗୁରୁବାର ବିଳମ୍ବିତ ରାତିରେ (ଜୁଲାଇ ୧୩) ସନ୍ଧ୍ୟାରେ ସିୱାନର ବଡ଼ହରିଆ ପୁଲିସ ଷ୍ଟେସନ ଅଞ୍ଚଳର ଜ୍ଞାନୀମୋଡରେ ଏହି ଘଟଣା ଘଟିଛି ।ବାସ୍ତବରେ ଶୁକ୍ରବାର ସକାଳେ ଜଣେ ଯୁବକଙ୍କ ମୃତଦେହ ରାସ୍ତା କଡ଼ରେ ପଡ଼ିଥିବାର ସ୍ଥାନୀୟ ଲୋକ ଦେଖିଥିଲେ । ଏହା ପରେ ସମ୍ପର୍କୀୟମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମ୍ପର୍କୀୟମାନେ ପୁଲିସକୁ ସୂଚନା ଦେଇଥିଲେ Continue Reading
National News
Meerut,July 16 :  Five kanwariyas were electrocuted in Meerut after a speaker on their vehicle came in contact with a high-tension overhead wire in the Bhawanpur area of this Uttar Pradesh district, police said on Saturday. Several others on the Kanwar Yatra were injured in the incident. The kanwariyas were returning from Haridwar after having […]Continue Reading
Odisha News
ଜଗତସିଂହପୁର,୧୬/୭: ଜଗତସିଂହପୁର ଜିଲ୍ଲା ଦେଇ ଯାଇଥିବା ମାଛଗାଁ କେନାଲର ଦୁଇଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦଳେଇଘାଇ ଓ ତରିକୁନ୍ଦ ନିକଟରେ ଘାଇ ସୃଷ୍ଟି ହୋଇଛି।ଏଥିଯୋଗୁ ଜଗତସିଂହପୁର-କଟକ ମୁଖ୍ୟ ରାସ୍ତାରେ ପାଖାପାଖି ଆଣ୍ଠୁଏ ଉଚ୍ଚତାରେ ପାଣି ଚାଲୁଛି। ତରିକୁନ୍ଦ ବଜାରର ଅଧିକାଂଶ ଦୋକାନରେ ପାଣି ପଶିଯାଇଛି। ଗାଡ଼ି ଚଳାଚଳ ଓ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ଦଳେଇଘାଇ ନିକଟରେ ୧୫ ଫୁଟର ଘାଇ ହୋଇଥିବା ବେଳେ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୫/୭: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ବେତାଗୁଡ଼ା-ହାତିବାଡ଼ି ସ୍ଥିତ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅନ୍ତର୍ଗତ ଦକ୍ଷତା ବିକାଶ କେନ୍ଦ୍ର ଠାରେ ଆଜି ଗଜପତି ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାର ସରକାରୀ ପଲିଟେକନିକ ଅନୁଷ୍ଠାନ ଏବଂ ଜନ ଶିକ୍ଷା ସଂସ୍ଥାନର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ବିଶ୍ଵ ଯୁବ କୌଶଳ ଦିବସ-୨୦୨୩ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇଯାଇଛି Continue Reading