Home Articles posted by odadmin (Page 1238)
National News
AHMEDABAD,JULY 17: Three people found guilty of spying for the Pakistani intelligence agency Inter-Services Intelligence (ISI) were sentenced to life imprisonment on Monday. The Ahmedabad sessions court headed by Additional principal judge A.R Patel found the three accused Sirajuddin Karmatali Fakir, Mohammad Ayub, and Navsad Maksudali Saiyed, guilty under sections 121 Continue Reading
Odisha News
ଭୁବନେଶ୍ୱର,୧୭/୭: ନିଲମ୍ବନ ଆଦେଶର ଦୁଇ ଦିନ ପରେ ଆଜି ସାମ୍ବାଦିକ ସମ୍ମିଳନୀ କରି ପ୍ରଦେଶ କଂଗ୍ରେସ କମିଟି ଉପରେ ଜୋରଦାର ବର୍ଷିଛନ୍ତି ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ । ଚିରଞ୍ଜୀବ କହିଛନ୍ତି ଯେ ମୁଁ କଂଗ୍ରେସ ପରିବାରରୁ ଆସିଛି । ମୋତେ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଗଲା । ପିସିସି ସଭାପତିଙ୍କ ସୁପାରିଶ କ୍ରମେ ମୋତେ ନିଲମ୍ବନ କରାଯାଇଛି ।କଂଗ୍ରେସ ବିରୋଧରେ କୌଣସି କାମ କରିନାହିଁ । ମୁଁ କଂଗ୍ରେସର ଜଣେ ଶୃଙ୍ଖଳିତ କର୍ମୀ […]Continue Reading
National News
NEW DELHI,JULY 17 : The Supreme Court on Monday asked the Centre and Delhi Chief Minister Arvind Kejriwal to “sit together”, “rise over political bickering” and sort the matter out, as it heard the case related to the Delhi Electricity Regulatory Commission (DERC) chairperson’s appointment. “We don’t want to step into this and let Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୭/୭:ଆଜି କାଲିର ଯୁବ ପୀଢ଼ି ନିଜର ଜନ୍ମଦିନକୁ ଆଧୁନିକ ଚାକଚକ୍ୟ ର ଆଡମ୍ୱର ପୂର୍ଣ୍ଣ ଭାବେ ପାଳନ କରୁଥିବା ବେଳେ କିନ୍ତୁ ସାଇ ଶୁଭମ୍ ଏଇ ସବୁ ର ଉର୍ଦ୍ଧ୍ବ ରେ ରହି ଆଗାମୀ ଭବିଷ୍ୟତ ।ପରିବେଶ କୁ ଦୃଷ୍ଟି ରଖି ନିଜ ଜନ୍ମଦିନରେ ସାଥୀ ମାନ ଙ୍କ ସହ ରାଜ୍ୟରେ ରକ୍ତ ଅଭାବ ଦୂର ନିମନ୍ତେ ସାଇସିଦ୍ଧି ଫାଉଣ୍ଡେସନ ଏବଂ ‘ଜୀବନବିନ୍ଦୁ’ ଆନୁକୂଲ୍ୟରେ ଏହି ରକ୍ତଦାନ ଶିବିର ର ଆୟୋଜନ […]Continue Reading
Odisha News
ହଜିଯିବ କି ୟୁନିଟ୍ ୯ ସରକାରୀ ବାଳିକା ବିଦ୍ୟାଳୟ ପରିଚୟ, ମିଶ୍ରଣକୁ ବିରୋଧ କରି ଆନ୍ଦୋଳନରେ ଛାତ୍ରୀ ଓ ଅଭିଭାବକଭୁବନେଶ୍ୱର,୧୭/୭ : ‘ଆମ ସ୍କୁଲ ଏଠାରୁ ଉଠିବ ନାହିଁ। ଆମ ସ୍କୁଲ ଅନ୍ୟ କାହା ସହ ମିଶ୍ରଣ ହେବ ନାହିଁ।’ ଏପରି ଦାବି କରି ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନରେ ବସିଛନ୍ତି ୟୁନିଟ୍ ୯ ସରକାରୀ ବାଳିକା ବିଦ୍ୟାଳୟ ଛାତ୍ରୀ ଓ ସେମାନଙ୍କ ଅଭିଭାବକ। ଆନ୍ଦୋଳନରେ ବସିବାର କିଛି ସମୟ ପରେ କିଛି ଛାତ୍ରୀ […]Continue Reading
Odisha News
ଭୁବନେଶ୍ୱର,୧୭/୭ : କ୍ୱାଲିଫିକେସନ ଯୁକ୍ତ ଦୁଇ ପାସ୍। ହେଲେ ନିଜକୁ ଦିଲ୍ଲୀ ଓ ଭୁବନେଶ୍ୱର ଏମ୍‌ସର ଅଭିଜ୍ଞ ଡାକ୍ତର କହି ରୋଗୀଙ୍କୁ କରୁଥିଲେ ଚିକିତ୍ସା। ବିଭିନ୍ନ ସ୍ଥାନରେ କ୍ଲନିକ କରି ରୋଗୀଙ୍କୁ ଦେଖି ରୋଜଗାର କରୁଥିଲେ ମୋଟା ଅଙ୍କର ଟଙ୍କା। ବିଳାସ ବେସନରେ କାଟୁଥିଲେ ଦିନ। ହେଲେ ହଠାତ୍ ଖୋଲିଗଲା ତାଙ୍କର ମିଛ ପେଡ଼ି। ସେ ଦେଇଥିବା ମେଡିସିନ୍ ଖାଇ ଜଣେ ରୋଗୀ ଗୁରୁତର ହୋଇପଡ଼ିଥିଲେ। ପରେ ତାଙ୍କର ଅଭିଯୋଗ ଆଧାରରେ ଏହି ନକଲି ଡାକ୍ତରଙ୍କୁ ବାନ୍ଧିଥିଲା Continue Reading
National News
UTTARAKHAND,JULY 17:Rains lashed many places in Uttarakhand, triggering landslides that blocked several roads, while the flood situation in Delhi improved on Sunday with some roads, including Bhairon Marg, opened for vehicular movement. The Ganga crossed the danger mark in Uttarkhand’s Devprayag and breached the warning level in Haridwar due to the heavy release of Continue Reading
Odisha News
ଆଠଗଡ଼,୧୭/୭: ଶ୍ରାବଣ ମାସର ଦ୍ବିତୀୟ ସୋମବାର କଟକ ଜିଲ୍ଲା ଆଠଗଡ଼ସ୍ଥିତ ପ୍ରସିଦ୍ଧ ଶୈବକ୍ଷେତ୍ର ଧବଳେଶ୍ବର ପୀଠରେ ଜଳଲାଗି ପାଇଁ କାଉଡ଼ିଆ ଭିଡ଼ ବଢ଼ିବାରେ ଲାଗିଛି। ମଳମାସ ଯୋଗୁଁ ଦ୍ବିତୀୟ ସୋମବାର ପରେ ଅଗଷ୍ଟ ମାସ ୨୧ ଓ ୨୮ ତାରିଖରେ କାଉଡ଼ିଆମାନେ ଜଳଲାଗି କରିପାରିବେ।ଏହାକୁ ଦୃଷ୍ଟିରେ ରଖି ଜଳଲାଗି ନିମନ୍ତେ ଦୂରଦୂରାନ୍ତରୁ ଧବଳେଶ୍ବର ପୀଠକୁ କାଉଡ଼ିଆଙ୍କ ଭିଡ଼ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ସୋମବାର ସଂକ୍ରାନ୍ତି ପଡ଼ୁଥିବାରୁ ଠାକୁରଙ୍କୁ ଦହି, Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୭/୭: ବୌଦ୍ଧ ଜିଲ୍ଲା କଣ୍ଟାମାଳର ବସନ୍ତ ମିଶ୍ରଙ୍କ ପୁଅ ଜ୍ୟୋତିରଞ୍ଜନ ମିଶ୍ର ଆଜି ରାଜ୍ୟ ସଚିବାଳୟର ଗୃହ ବିଭାଗରେ ସହକାରୀ ଆଇନ୍ ନିର୍ଦ୍ଦେଶକ ଭାବେ ଯୋଗ ଦେଇଛନ୍ତି।୨୦୨୧ ମସିହାରେ ଓପିଏସ୍ସି ପକ୍ଷରୁ ଏହି ପଦବି ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଗତ ମାର୍ଚ୍ଚ ୬ ତାରିଖରେ ଶ୍ରୀ ମିଶ୍ର ଏହି ପଦବି ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଗତକାଲି ସେ ମୁଖ୍ୟମନ୍ତ୍ରୀଙ୍କଠାରୁ ନିଯୁକ୍ତପତ୍ର ପାଇଥିବା ବେଳେ Continue Reading